ଲ୍ୟାଣ୍ଡ ଭର୍ସନ କ୍ଷେପଣାସ୍ତ୍ର ପରୀକ୍ଷଣ

‘ସାଗରିକ’ର ଲ୍ୟାଣ୍ଡ ଭର୍ସନ ପରୀକ୍ଷା ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ‘ସାଗରିକା’ର ଲ୍ୟାଣ୍ଡ ଭର୍ସନ ପରୀକ୍ଷା ହୋଇଛି। ବାଲେଶ୍ବର ଅବଦୁଲ କାଲାମ ଦ୍ବୀପରୁ ସଂନ୍ଧ୍ୟା ୬ଟା ୫୫ ମିନିଟରେ ଏହି ପରୀକ୍ଷଣ ହୋଇଛି। ଏହି କ୍ଷେପଣାସ୍ତ୍ରର […]

ଧରାପଡିଲା ତ୍ରୁଟି, ସାମ୍ନାକୁ ଆସିଲା ବାହାନଗା ଦୁର୍ଘଟଣାର ସତ

ଜାଣନ୍ତୁ କାହା ଭୁଲ୍ ଯୋଗୁଁ ଚାଲିଗଲା ଶତାଧିକ ଜୀବନ ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ବଡ଼ ଖୁଲାସା । ରେଲଓ୍ବେ ସେଫ୍ଟି କମିଶନଙ୍କ ରିପୋର୍ଟରୁ ମିଳିଛି ସାଂଘାତିକ ତଥ୍ୟ । ରିଲେ ରୁମ୍ ଷ୍ଟାଫଙ୍କ […]

ବଢିବ ଝାରସୁଗୁଡାରୁ ବିମାନ ସେବା

କୋଲକାତା ଓ ବିଶାଖାପାଟଣାକୁ ବିମାନ ସେବା ଝାରସୁଗୁଡ଼ାରୁ ବଢ଼ିବ ବିମାନ ସେବା । ଆସନ୍ତା ୧୦ ତାରିଖରୁ ଝାରସୁଗୁଡ଼ାରୁ କୋଲକାତା ଏବଂ ବିଶାଖାପାଟଣାକୁ ବିମାନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍ । ସେହିପରି […]

ଗୁଳିମାଡ଼ ଘଟଣାରେ ବିଜେପି ନେତା ଗିରଫ

ପ୍ରଭାତ ମାର୍ଥାଙ୍କୁ ଗିରଫ କଲା ଲକ୍ଷ୍ମୀସାଗର ପୋଲିସ ଝାରପଡ଼ା କରପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣା । ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା । ପ୍ରଭାତଙ୍କୁ ପଚରାଉଚାରା […]

ଜାଣନ୍ତୁ ପଣା ଭୋଗର ମହତ୍ତ୍ବ

ଶ୍ରୀମନ୍ଦିରର ରାଜଭୋଗ ଏବଂ ଛପନ ଭୋଗ ମଧ୍ୟରେ ପଣା ଭୋଗ ଅନ୍ୟତମ। ପଣା ଭୋଗ ମହାପ୍ରଭୁଙ୍କ ଦୈନଦିନ ନୀତି ସମେତ କେତେକ ବିଶେଷ ପର୍ବାଣି ଦିନମାନଙ୍କରେ ମଧ୍ୟ ହୋଇଥାଏ। ଏହାର ଅନ୍ୟ ଏକ ନାମ […]

ପୁଣି ଛତିଶଗଡ଼ର ମନମାନି

ପୁଣି ଛତିଶଗଡ଼ର ମନମାନି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କଲମା ବ୍ୟାରେଜର ୬୪ଟି ଗେଟ୍ ଖୋଲି ଦେଇଛି ଛତିଶଗଡ଼। ଯାହାଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ସକାଳ ୯ଟା ସୁଦ୍ଧା ହୀରାକୁଦକୁ […]

ସାବଧାନ ମାତିଛି କୁମ୍ଭୀର !

କେନ୍ଦ୍ରାପଡା(ଯଯାତି ଏକ୍ସପ୍ରେସ ବ୍ଯୁରୋ): କେନ୍ଦ୍ରାପଡାରେ ମାତିଛି କୁମ୍ଭୀର । ନଈରେ ଛପି ବସୁଛି କୁମ୍ଭୀର, ଆଉ କିଛି ବୁଝିବା ଆଗରୁ ଝାମ୍ପି ପଡି ନେଉଛି ଜୀବନ । ଆଜି ଜଣେ ବୃଦ୍ଧାଙ୍କୁ ଟାଣି ନେଲା କୁମ୍ଭୀର। […]

ସୁନା ବେଶର ଇତିହାସ, କେତେ ସୁନା ପିନ୍ଧନ୍ତି ଶ୍ରୀଜିଉ

ଜଗତର ନାଥ ଜଗନ୍ନାଥ । ଶ୍ରୀଜିଉଙ୍କ ନବଦିନାତ୍ମକ ଯାତ୍ରାର ଏକ ମୁଖ୍ୟ ପର୍ବ ସୁନାବେଶ । ଆଶାଢ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁ ମହଣ ମହଣ ସୁନା ପିନ୍ଧି ସଜେଇ ହୁଅନ୍ତି । ଆଉ […]

ଗାଈ ଗୋବରରେ ନନ୍ଦିଘୋଷ ରଥ

ଯାଜପୁର ଜିଲ୍ଲା ନାଥସାହି ଗାଁରେ ଗାଈ ଗୋବରରେ କ୍ଷୁଦ୍ର ନନ୍ଦିଘୋଷଙ୍କ ରଥ ତିଆରି କରି ଚର୍ଚ୍ଚାରେ ବାଲୁକା ଶିଳ୍ପୀ ରାକେଶ l ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଅବସରରେ ସେ ଏହି ରଥ ନିର୍ମାଣ କରିଛନ୍ତି […]

ଯାଜପୁର ଅହମ୍ମଦନଗରରେ ଇଦ୍-ଉଲ୍-ଆଦା ପାଳିତ

ଯାଜପୁର (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଆଜି ମୁସଲମାନ ସମ୍ପ୍ରଦାୟର ଏକ ବଡ ପର୍ବ ଇଦ୍-ଉଲ୍-ଆଦା । ଏହି ପର୍ବ ସାଧାରଣତଃ ମୁସଲିମ ଭାଇ ମାନଙ୍କ ପାଇଁ ଏକତାର ପର୍ବ ବୋଲି ମାନିଥାନ୍ତି l ଏଥିପାଇଁ […]