ଗୋଡାଇ କାମୁଡୁଛି ଭାଲୁ , ଜଣେ ବନକର୍ମଚାରୀ ମୃତ!

ବାଘ ପରେ ଏବେ ଭାଲୁ ଆତଙ୍କ । ନୂଆପଡା କୋମନାରେ ମାତିଛି ଭାଲୁ । ଖାଲି ମାତିନି ବରଂ ନେଇଛି ଜୀବନ। ଭାଲୁ ଆକ୍ରମଣରେ ଜଣେ ବନକର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏପରି ଘଟଣା ଘଟିଛି […]

ବଢ଼ିଲା ସାମ୍ବାଦିକ ବୀମା ରାଶି ପରିମାଣ

ରାଜ୍ୟରେ ଉପକୃତ ହେବେ ୮୭୧୭ ସାମ୍ବାଦିକ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା […]

ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଲେ ଯାଜପୁର ଜିଲ୍ଲାପାଳ

ଯାଜପୁର ଜିଲ୍ଲାକୁ ଭୂମି ସମ୍ମାନ ଯାଜପୁର ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ । ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସର୍ବଭାରତୀୟ ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ […]

ଲଗାଣ ବର୍ଷାରେ ଭାସୁଛି ମାଲକାନଗିରି !

ବିପଦରେ ମାଲକାନଗିରି, ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ମାଲକାନଗିରିର ସ୍ଥିତି । କହିବାକୁ ଗଲେ ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ବଡ ଭୟଙ୍କର ହେବାରେ ଲାଗୁଛି । ଜିଲ୍ଲାର ଅନେକ ଅଞ୍ଚଳରେ ବର୍ଷା […]

ଟମାଟୋ ଅମଳ ହେଲେ କମିବ ଦର

ଜାଣନ୍ତୁ କେବେ କମିବ ଟମାଟୋ ଦର ଗତ ଦୁଇ ସପ୍ତାହ ଧରି ଅହେତୁକ ଭାବେ ବୃଦ୍ଧି ପାଉଛି ପରିବା ଦର । ଖାଉଟି ପରିବା ବଜାରରୁ ମୁହଁ ଫେରାଇ ନେଉଛନ୍ତି । ପ୍ରଥମେ ଟମାଟୋ […]

ବାଲେଶ୍ୱରରେ ଟଳିଲା ଆଉ ଏକ ଟ୍ରେନ୍ ଦୁର୍ଘଟଣା

ଅଳ୍ପକେ ରକ୍ଷା ପାଇଲା ଭଦ୍ରକରୁ ବାଲେଶ୍ୱର ଆସୁଥିବା ମେମୁ ଟ୍ରେନ୍ ବାଲେଶ୍ୱର ନୀଳଗିରି ନିକଟରେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି ଭଦ୍ରକରୁ ବାଲେଶ୍ୱର ଆସୁଥିବା ମେମୁ ଟ୍ରେନ୍ ।ନୀଳଗିରି ରୋଡ୍ ବରୁଣସିଂ ଷ୍ଟେସନ୍ ପାଖରେ […]

ରାଜଧାନୀରେ ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ୟାସନଗରରେ ହେଉଛି ଆନ୍ଦୋଳନ; ସମାଧାନର ବାଟ ଫିଟୁଛି ରାଜଧାନୀରେ କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୋୖରାଞ୍ଚଳର ନାଗରିକ କମିଟି ଦ୍ବାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି […]

ରାଜଧାନୀରେ ବୁଲୁଛି ହାତୀ, ଭୟରେ ଲୋକେ !

ଏବେ ଧୀରେଧୀରେ ସହର ମୁହାଁ ହେଉଛନ୍ତି ବନ୍ୟଜନ୍ତୁ । ଏବେ କିନ୍ତୁ ଖୋଦ ରାଜଧାନୀ ଭୁବନେଶ୍ବର ଭିତରକୁ ପଶି ଆସିଛି ଜଙ୍ଗଲୀ ହାତୀ । ଏଭଳି ଘଟଣା ଦେଖିବା ପରେ ଲୋକମାନଙ୍କ ମନରେ ଖେଳିଯାଇଛି […]

ତପ୍ତପାଣି ଘାଟିରେ ୧୫ ଫୁଟ୍‌ ତଳକୁ ଖସିଲା ବାଇକ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ । ଭାରସାମ୍ୟ ହରାଇ ଲୁହା ବାରିକେଟକୁ ଧକ୍କା ଦେଇ ୧୫ ଫୁଟ୍‌ […]

ବ୍ୟାକ ଟୁ ବ୍ୟାକ ଲଘୁଚାପ, ୨୨ଯାଏଁ ପ୍ରବଳ ବର୍ଷିବ !

ରାଜ୍ୟରେ ଲାଗି ରହିଛି ଲଘୁଚାପ ଜନିତ ବର୍ଷା । ଆଗାମୀ 22ତାରିଖ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ନେଇ ପାଣିପାଗ ବିଭାଗ ତରଫରୁ ସୂଚନା ମଧ୍ୟ ଜାରି କରାଯାଇଛି। ତେବେ ଏହାରି ଭିତରେ ଆଉ […]

‘ନିମ୍ନମାନର କାମ ଯୋଗୁଁ ଭୁଶୁଡିଲା ବ୍ରିଜ’

ହଠାତ ଭୁଶୁଡି ପଡିଲା ବ୍ରିଜ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ। ରସୁଲପୁର ନିକଟରେ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ […]