ଆଜି ବସିବ ନୀତି ବୈଠକ

ଆଜି ବସିବ ନୀତି ସବ୍-କମିଟି ବୈଠକ । ମହାପ୍ରଭୁଙ୍କ ନୀତି ବାବଦରେ ବୈଠକରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ବନକଲାଗିକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତ ମହାପାତ୍ର ସେବକଙ୍କ ବିବାଦ ପରେ ଶ୍ରୀମନ୍ଦିରରେ […]

ହିଂସ୍ର ପାଲଟିଲା ମଣିଷ, ହାତୀକୁ କଲା ନିଆଁ ମାଡ଼!

ଅମାନୁଷିକ ମଣିଷର ଉନ୍ମତ୍ତ କାଣ୍ଡ । ହାତୀକୁ ଫୋପାଡୁଛି ନିଆଁ ହୁଳା। ମଣିଷ ଯେ ଏତେ ତଳସ୍ତରକୁ ଯାଇପାରେ ତାହା ଭାବିବା ବି ସମ୍ଭବ ନୁହେଁ। ଜଙ୍ଗଲର ନିରୀହ ପ୍ରାଣୀ ହାତୀ। ଯେତେବଳେ ମଣିଷ […]

ଦିଲ୍ଲୀ ଫେରିଗଲେ ରାଷ୍ଟ୍ରପତି

ସରିଲା ତିନି ଦିନିଆ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି । ବାୟୁସେନାର ସ୍ବତନ୍ତ୍ର ବିମାନରେ ନୂଆଦିଲ୍ଲୀ ଫେରିଛନ୍ତି ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କୁ ବିମାନବନ୍ଦରରେ ବିଦାୟ ଦେଇଛନ୍ତି […]

ଆସନ୍ତା ବୁଧବାର ହେବ ବନକଲାଗି ନୀତି

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଶ୍ରୀମନ୍ଦିରରେ ଆଜି ହେବନି ମହାପ୍ରଭୁଙ୍କ ବନକଲାଗି ନୀତି । ଆସନ୍ତା ବୁଧବାର ହେବ ବନକଲାଗି ନୀତି । ଆସନ୍ତା ବୁଧବାର ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ନିର୍ଦ୍ଦେଶ ଦେଇଛନ୍ତି […]

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତର ଶେଷ ଦିନ

ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ ଓଡ଼ିଶାରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ […]

ଫେବୃଆରୀ ୨୦ରେ ମାଟ୍ରିକ ପରୀକ୍ଷା

ଫେବ୍ରୁଆରୀ ୨୦ ତାରିଖରେ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ୨୦୨୪ ଫେବ୍ରୁଆରୀ ୨୦ରୁ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ହେବ ମାଟ୍ରିକ ପରୀକ୍ଷା । ଏନେଇ ତାରିଖ ଘୋଷଣା କରିଛି ବୋର୍ଡ । […]

କଟକ ଇଣ୍ଡୋର ଷ୍ଟାଡିୟମରେ ହୋର୍ଡିଂ ଗେଟ୍ ପଡ଼ି ନାବାଳକ ଆହତ

ଆହତ ନାବାଳକ ଏସ ସି ବି ମେଡିକାଲ ରେ ଭର୍ତ୍ତି #BREAKINGNEWS ଗତକାଲି କଟକ ଇଣ୍ଡୋର ଷ୍ଟାଡିଅମରେ ରାଷ୍ଟ୍ରପତିଙ୍କ ସ୍ୱାଗତ ପାଇଁ ଲାଗିଥିବା ତୋରଣ ଗେଟଟି ଆଜି ଭାଙ୍ଗିପଡିଛି । ବର୍ଷା ପବନ ଯୋଗୁଁ […]

ଶନିବାର ଛୁଟି ଘୋଷଣା

ଜୁଲାଇ ୨୯ କୁ ଛୁଟି ଘୋଷଣା କଲେ ସରକାର ଆସନ୍ତା ଶନିବାର ବନ୍ଦ ରହିବ ସମସ୍ତ ସରକାରୀ ଅନୁଷ୍ଠାନ । ମୁସଲମାନ ପର୍ବ ମହମରମ ପାଇଁ ଛୁଟି ଘୋଷଣା କଲେ ସରକାର । ଜୁଲାଇ […]

ପୁଣି ବଗି ଛାଡ଼ି ଫେରାର ହେଲା ଟ୍ରେନ୍

ମାଲବାହୀ ଟ୍ରେନ୍‌ରୁ ହଠାତ୍‌ ଅଲଗା ହେଲା ଇଞ୍ଜିନ ବଗି ଛାଡି ପଳାଇଲା ଇଞ୍ଜିନ । ମାଲବାହୀ ଟ୍ରେନ୍‌ରୁ ହଠାତ୍‌ ଅଲଗା ହୋଇଗଲା ଇଞ୍ଜିନ । ଯାଜପୁର ଜିଲ୍ଲା ହରିଦାସପୁର-ପାରାଦୀପ ରେଳପଥର ଏକ ମାଲବାହୀ ଟ୍ରେନର […]

ଓଡ଼ିଶାକୁ ବୁଡାଇବ ବର୍ଷା !

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଘୁଚାପ ସକ୍ରିୟ ଥିବା ଯୋଗୁଁ ଆସନ୍ତା ୩୦ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ […]