ପୋଲିସକୁ ଚକମା ଦେଇ ମାଲିକ ଫେରାର

ଘରୋଇ ସହାୟିକାଙ୍କ ମୁଣ୍ଡ ଜାମିନ ସର୍ତ୍ତ ଲକ୍ଷେ ଟଙ୍କା ରାଜଧାନୀର ଚନ୍ଦ୍ରଶେଖରପୁର ଶ୍ରୀବିହାରରେ ଅଭାବନୀୟ ଘଟଣା। ଚୋରି ସନ୍ଦେହରେ ଘରୋଇ ସହାୟିକାଙ୍କୁ ଅଟକ ରଖିଲେ ଘର ମାଲିକ। ବନ୍ଦ ଘରୁ ଘରୋଇ ସହାୟିକାଙ୍କୁ ଉଦ୍ଧାର କରିଛି ପୁଲିସ। ଉଦ୍ଧାର ବେଳେ ଜଣେ […]

ଟମାଟୋ ପରେ ବଢୁଚି ଡ଼ାଲି ଦର

ଆଗକୁ ଡ଼ାଲି କରିବ ପକେଟ୍ ଖାଲି ଟମାଟୋ ଦର ଏବେ ବି କିଲୋଗ୍ରାମ ପିଛା ୧୦୦ ଟଙ୍କା ଉପରେ ରହିଛି | ଖୁଚୁରାରେ ଟମାଟୋ କିଲୋଗ୍ରାମ ପିଛା ୧୫୦ ଟଙ୍କାରୁ ଅଧିକ ଦାମରେ ଥିବାବେଳେ […]

ଗୁପ୍ତଧନ ପାଇଁ ନାବାଳକକୁ ବଳି !

ଅନ୍ଧବିଶ୍ଵାସର ଅନ୍ଧଗଳିରେ ପାଦ ଦେଇ ରାକ୍ଷସ ହେଲା ମଣିଷ , ନେଲା ନିରୀହ ଜୀବନ ଆଜି ବି ମଣିଷ ମନରେ ଭରି ରହିଛି କୁସଂସ୍କାର । ଅନ୍ଧବିଶ୍ଵାସର ଅନ୍ଧଗଳିରେ ପାଦ ଦେଇ ରାକ୍ଷସ ପାଲଟିଛି […]

ପୁଣି ୟୁକ୍ରେନ୍ ର ଆକ୍ରମଣ

ମସ୍କୋ ଉପରେ ୟୁକ୍ରେନ୍ ର ହାମଲା ମସ୍କୋ ଉପରେ ହମଲା । ଅଧରାତିରେ ଡ୍ରୋନ୍ ଆଟାକ । ଋଷ ରାଜଧାନୀର ଦୁଇ ଅଫିସ ଟାଓ୍ୱାର ଉପରେ ୟୁକ୍ରେନ ଡ୍ରୋନ୍ ହମଲା କରିଥିବା ବେଳେ ଦୁଇଟି […]

ହାତୀକୁ ନିଆଁହୁଳାରେ ମାଡ଼ ଘଟଣା

ଦୁଇ ଅସ୍ଥାୟୀ ବନ କର୍ମଚାରୀ ବହିଷ୍କାର ହାତୀକୁ ନିଆଁହୁଳାରେ ମାଡ଼ ଘଟଣା । ଏହି ଘଟଣାରେ ଦୁଇ ଜଣ ଅସ୍ଥାୟୀ ବନ କର୍ମଚାରୀଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇଛି। ସେମାନେ ହେଉଛନ୍ତି ଦୀପକ ମୁଣ୍ଡା ଓ […]

ସମ୍ବର୍ଦ୍ଧିତ ହେଲେ ରାଜୀବ ମହାନ୍ତି

ନବ ନିର୍ବାଚିତ ଓଡ଼ିଶାର ବାର କାଉନସିଲ ର ସଦସ୍ୟ ରାଜୀଵ ମହାନ୍ତିଙ୍କୁ ସମ୍ବର୍ଦ୍ଧନା ଓଡିଶା ବିଦ୍ୟୁତ କର୍ମଚାରୀ ମହାସଂଘ ପକ୍ଷରୁ ନବ ନିର୍ବାଚିତ ଓଡ଼ିଶାର ବାର କାଉନସିଲ ର ସଦସ୍ୟ ରାଜୀଵ ମହାନ୍ତିଙ୍କୁ ସମ୍ବର୍ଦ୍ଧନା […]

ଆଗକୁ ପ୍ରବଳ ବର୍ଷା

ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଏହି ବର୍ଷା ଆଗାମୀ ଦିନରେ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର […]

”ମଣିପୁର ହିଂସା ପାଇଁ କେନ୍ଦ୍ର ସରକାର ଦାୟୀ”

ବିଜେପି ଉପରେ ବର୍ଷିଲେ ଶ୍ରମିକ ନେତା ମାୟାଧର ନାୟକ ସାରା ରାଜ୍ୟରେ ଏବେ ମଣିପୁରରେ ହିଂସାକାଣ୍ଡ ଘଟଣାକୁ ନେଇ ଜାରି ରହିଛି ଆଲୋଚନା ଓ ପ୍ରତିବାଦ । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରୁ ଏହି […]

ପାରିବାରିକ କଳହର କରୁଣ ପରିଣତି

ବଡ଼ ଭାଇକୁ ତୀର ମାରି ହତ୍ୟାକଲା ସାନ ଭାଇ ଯାଜପୁର କାଳିଆପାଣି ଥାନା ଅଶୋକଝର ଗ୍ରାମରେ ସାନଭାଇର ତୀର ମାଡ଼ରେ ବଡ଼ଭାଇ ମୃତ। ଘଟଣାସ୍ଥଳରୁ ଅଭିଯୁକ୍ତ ସାନଭାଇ ଫେରାର। ଆଜି ଅପରାହ୍ନରେ ଏହି ଘଟଣା […]

ପୁଣି ଶ୍ୱାସରୁଦ୍ଧ ହୋଇ ଗଲା ୨ ଜୀବନ

ସ୍ବରେଜ ଚାମ୍ବର ଭିତରେ ୨ ଶ୍ରମିକଙ୍କ ମୃତ୍ୟୁ ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ୱର ଶିଶୁପାଳଗଡ଼ ରଘୁନାଥ ନଗର ଲେନ୍-୨ରେ ଆଜି ଘଟିଛି ଏହି ଦୁଃଖଦ ଘଟଣା। ପାଇଖାନା ଟାଙ୍କି […]

ଓଡ଼ିଶାରେ ବାଘ ମୃତ୍ୟୁ ବଢ଼ାଉଛି ଚିନ୍ତା

ଶିମିଳିପାଳରେ ବଢ଼ିଛି କିନ୍ତୁ ଓଡ଼ିଶାରେ କମିଛି ଶିମିଳିପାଳରେ ବଢ଼ିଛି ବାଘ ସଂଖ୍ୟା ମାତ୍ର ଓଡ଼ିଶାରେ କମିଛି। ଆଜି କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଶିମିଳିପାଳରେ ବାଘ ସଂଖ୍ୟା ୮ରୁ ୧୬କୁ ବୃଦ୍ଧି […]