ବୁଧବାର ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକଲାଗି ନୀତି

ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ଆସନ୍ତାକାଲି ବା ବୁଧବାର ଶ୍ରୀମନ୍ଦିରରେ ହେବ ଶ୍ରୀଜିଉଙ୍କ ବନକଲାଗି ନୀତି । ବନକଲାଗି ନୀତି ପାଇଁ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ […]

‘ଦୁଇମାସ ଭିତରେ ଜାଗା ଖାଲି କର’ !

ଉଠା ଦୋକାନୀଙ୍କୁ ନୋଟିସ ଦେଲା ଯାଜପୁର ରୋଡ ରେଳବାଇ ଏବେ ରେଳବାଇ ଜାଗାରୁ ହଟିବ ବେଆଇନ ଜବରଦଖଲ। ରହିବନି କୌଣସି ଉଠା ଦୋକାନ , ହୋଟେଲ କିମ୍ବା ମଲ। ଏନେଇ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ। […]

ନିଅଣ୍ଟିଆ ବର୍ଷାକୁ ଭରଣା କରିପାରିବନି ଲଘୁଚାପ !

ସେପ୍ଟେମ୍ବରରେ ସ୍ଵାଭାବିକ ବର୍ଷା !  ରାଜ୍ୟରେ ଲାଗିରହିଛି ଲଘୁଚାପ ପ୍ରଭାବ । ଏମିତିକି ଲଘୁଚାପ ଜନିତ ବୃଷ୍ଟିପାତ ମଧ୍ୟ ଦେଖିବାକୁ ମିଳିଛି । କିନ୍ତୁ ଅଗଷ୍ଟ ମାସକୁ ଛାଡିଦେଲେ ସେପ୍ଟେମ୍ବରରେ ନାହିଁ ସେମିତି ବର୍ଷା […]

ଏକା ସାଙ୍ଗରେ ଝୁଲିପଡିଲେ ମାଆପୁଅ !

ଆତ୍ମହତ୍ୟା ନା ହତ୍ୟା, କାରଣ ଖୋଜୁଛି ପୋଲିସ ! ଏକସଙ୍ଗେ ଝୁଲି ପଡିଲେ ମାଆ ପୁଅ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଟାଙ୍ଗରପାଲିରେ । […]

ଫେରାର ଥିଲେ ବିଡିଓ, ୮ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ !

ବିଡିଓ ହେବ ତ ଏମିତି ! ସରକାରୀ ବାବୁଙ୍କ କଳାକାର୍ନାମା । ପୁରା ଦୁର୍ନୀତିର ଗନ୍ତାଘର ପାଲଟିଥିଲେ ବାବୁ ଜଣଙ୍କ । ସରକାରୀ ଧନ ହଡପ କରିବା ସହ ୭ଟି ମାମଲାରେ ଫସି ଫେରାର […]

କାଉଡ଼ିଆଙ୍କ ଉପରେ ମାଡିଗଲା କାର, ଦୁଇ ମୃତ !

ଅଧା ରହିଗଲା ଶିବ ଦର୍ଶନ ! ଅଧା ରହିଗଲା ଶିବ ଦର୍ଶନ । ହଠାତ ମାଡି ଆସିଲା କାଳ ଆଉ ଅଧା ରାସ୍ତାର ନେଇଗଲା ଜୀବନ । ପାଣି ଭାର ନେଇ ଯାଉଥିବା ବେଳେ […]

ଜାଣନ୍ତୁ ନାଗ ପଞ୍ଚମୀରେ କ’ଣ କରିବେ ଓ କ’ଣ ନକରିବେ

ନାଗ ପଞ୍ଚମୀରେ ଭୁଲରେ ବି କରନ୍ତୁ ନାହିଁ ଏହି କାମ ହିନ୍ଦୁ ଧର୍ମରେ ନାଗ ପଞ୍ଚମୀକୁ ଏକ ବଡ଼ ପର୍ବ ଭାବେ ପାଳନ କରାଯାଏ । ଶ୍ରାବଣ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥିରେ […]

ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ

୨୫ରେ ଘୂର୍ଣ୍ଣିବଳୟ, ୧୭ଟି ଜିଲ୍ଲାକୁ ୟେଲୋ ଆଲର୍ଟ ତିନି ଦିନର ଖରାପାଗ ପରେ ପୁଣି ହେବ ବର୍ଷା । ଆସନ୍ତା ୨୩ରେ ଆସୁଛି ବଡ ବର୍ଷା । ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷିବ […]

କୁନିକୁନି ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ

ଯବାନଙ୍କ ପାଖକୁ ପଠାଇଲେ ରାକ୍ଷୀ ପାଖେଇ ଆସୁଛି ରାକ୍ଷୀ ପୂର୍ଣ୍ଣିମା । ଆଉ ରାକ୍ଷୀ ପୂର୍ଣ୍ଣିମା ପାଇଁ ଯାଜପୁର ଜିଲ୍ଲା ଜେନାପୁରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଜେନାପୁର ଅଞ୍ଚଳର ଶତାଧିକ କୁନିକୁନି […]

ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼

ଶ୍ରାବଣ ସୋମବାରରେ ଶିବ ମନ୍ଦିରରେ ଗହଳି ଶ୍ରାବଣ ମାସ ସୋମବାରରେ ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼ । ଜଳଲାଗି କରିବା ପାଇଁ କାଉଡିଆଙ୍କ ଭିଡ ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଦେଖିବାକୁ ମିଳିଛି । […]

ନୂଆ ବିଚାରପତି ପାଇବ ଓଡ଼ିଶା ହାଇକୋର୍ଟ

ନୂଆ ବିଚାରପତି ହେବେ ଶିବ ଶଙ୍କର ମିଶ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି […]