ପଥର ତଳେ ଚାପିହୋଇ ଗଲା ମାମୁଭଣଜାଙ୍କ ଜୀବନ

ପଥର ବ୍ଳାଷ୍ଟିଂ ବେଳେ ଅଘଟଣ ପଥର ବ୍ଲାଷ୍ଟିଂ ନେଲା ମାମୁ ଭଣଜାଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ବନ୍ଧାଗୁଡ଼ାରେ। ମୃତକ ମାମୁଭଣଜା ହେଲେ ରମ୍ଭା ନିକଟସ୍ଥ ଝାରେଡି […]

ଗାଈ ଖାଇଲା ଫସଲ, ଚରାଳିକୁ ଗୁଳି !

ଗୋରୁ ଚରାଳିକୁ ଗୁଳିକରି ହତ୍ୟା କଲେ ଜମି ମାଲିକ ! ଗାଈ ଚରାଳିଙ୍କୁ ଗୁଳିକରି ହତ୍ୟା । ଏ ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏପରି ଜଘନ୍ୟ ବିଭଶ୍ଚ ଅମନୁସିକତାର କାଣ୍ଡ ଘଟାଇଛନ୍ତି […]

ଜନନୀ ଯନ୍ତ୍ରଣାର ବିକଳ ଚିତ୍ର !

ଦୁଇ କିଲୋମିଟର ଚାଲି ତିନୋଟି ନାଳ ପାରିହେଲେ ଗର୍ଭବତୀ ! ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର ବିକଳ ଚିତ୍ର । ଅସିପାରିଲାନି ଆମ୍ବୁଲାନ୍ସ, ଦୁଇ କିଲୋମିଟର ଚାଲି ତିନୋଟି ନାଳ ପାରିହେଲେ ଗର୍ଭବତୀ […]

ବନ୍ଧାହେଲେ ରାୟଗଡ଼ା DFO

ବୃକ୍ଷରୋପଣ ନାଁରେ ୩ କୋଟି ଚଳୁ କରିଛନ୍ତି DFO ! ଗିରଫ ହେଲେ ରାୟଗଡା ଡିଏଫଓ ବିଜୟ ପରିଡା । ବୃକ୍ଷରୋପଣ ନାଁରେ ୩ କୋଟି ଟଙ୍କା ଠକିଥିବା ଅଭିଯୋଗ ରହିଥିଲା ତାଙ୍କ ନାଁରେ […]

ବିଦେଶରେ ଚମକିଲେ ଓଡ଼ିଆ ପୁଅ

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଓଡ଼ିଆ ପୁଅ କିଶୋର ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ଚମକିଛନ୍ତି ଓଡ଼ିଆ ପୁଅ କିଶୋର ଜେନା । ଜାଭେଲିନ ଥ୍ରୋ ଇଭେଣ୍ଟରେ କିଶୋର ଫାଇନାଲରେ ରାଉଣ୍ଡରେ ପହଞ୍ଚିଛନ୍ତି […]

ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା, ବିଧାୟକଙ୍କୁ ବିରୋଧ

ପ୍ରଦୀପଙ୍କ ଗସ୍ତ ପାଇଁ ବଦଳିଲା କି 5-T ସଚିବଙ୍କ ଗସ୍ତସୂଚୀ ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ । ସ୍ଥାନୀୟ ଯୁବ […]

ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଓ ପ୍ରିୟଙ୍କା

କଂଗ୍ରେସ ଶିବିରରେ ଖୁସିର ଲହରୀ, ଓଡ଼ିଶା ଆସୁଛନ୍ତି ରାହୁଲ ଓ ପ୍ରିୟଙ୍କା ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ । ଅକ୍ଟୋବର ଶେଷ ସପ୍ତାହରେ ଓଡ଼ିଶା ଗସ୍ତରେ ଆସି ବିଭିନ୍ନ […]

ଆଜି ବି ଭିଜିବ ସାରା ଓଡ଼ିଶା

୨୭ରୁ କମିବ ବର୍ଷାର ପରିମାଣ ଆଜି ବି ଭିଜିବ ସାରା ରାଜ୍ୟ । ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହିତ ବର୍ଷା ନେଇ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । […]

ପଙ୍କରେ ପଦ୍ମ ରମେଶ , ଚୀନରେ ଜିତିଲେ ସ୍ଵର୍ଣ୍ଣ ପଦକ

ଏସୀୟ ୱୁସୁ ଚାମ୍ପିଅନସିପରେ ଭାରତର ନାଁ ରଖିଲେ ରମେଶ ଯାଜପୁର ପାଇଁ ଗୌରବ ଆଣିଲେ ରମେଶ ମୁଣ୍ଡା । ସବ୍-ଜୁନିଅର ଏସୀୟ ୱୁସୁ ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତି ସାରା ଦେଶର ନାଁ ଉଚ୍ଚ […]

୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ବାପା-ପୁଅ ସମ୍ପର୍କ ଉପରେ […]

ପୁରୀରେ ଫୁଟିଲା ଗୁଳି, ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ଆହତ

ପୁରୀ ପୋଲିସର ଏନକାଉଣ୍ଟର ପୁଣି ପୁରୀରେ ଫୁଟିଲା ଗୁଳି । ବାଶେଳୀ ସାହି ପୋଲିସର ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନୁ ବରାଳର ଗୋଡରେ ବାଜିଛି ଗୁଳି । ତେବେ ଏନକାଉଣ୍ଟର କରାଯାଇଥିବାବେଳେ ସେ ଆହତ […]