ସାତକୋଶିଆରେ ଦୁଇ ହାତୀଙ୍କ ମୃତଦେହ ଠାବ !

କରେଣ୍ଟ ଲାଗି ଚାଲିଗଲା ଦୁଇ ହାତୀଙ୍କ ଜୀବନ ! ଦୁଇଟି ହାତୀର ମୃତ ଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ । ଆଜି ସକାଳୁ ହାତୀ […]

ମାଲକାନଗିରି ସୀମାନ୍ତରେ ଦୁଇ ମାଓବାଦୀ ନିହତ

ପୁଣି ସୁକୁମାରେ ଯବାନ-ମାଓବାଦୀ ମୁହାଁମୁହିଁ ! ଯବାନଙ୍କ ଗୁଳିରେ ନିହତ ହେଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଚର୍ଚ୍ଚିତ ଛତିଶଗଡ଼ର ସୁକୁମାରେ ପ୍ରତ୍ଯେକ ସମୟରେ ପୋଲିସ ମାଓବାଦୀ ମୁହାଁମୁହିଁ ଖବର […]

ଶପଥ ନେଲେ ଦୁଇ ନୂଆ ଜଷ୍ଟିସ୍

ଓଡ଼ିଶା ହାଇକୋର୍ଟରେ ଦୁଇ ନୂଆ ବିଚାରପତି ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଆଜି ଶପଥ ନେଇଛନ୍ତି ଦୁଇ ଜଷ୍ଟିସ । ଜଷ୍ଟିସ ଶିବଶଙ୍କର ମିଶ୍ର ଓ ଜଷ୍ଟିସ ଆନନ୍ଦ ଚନ୍ଦ୍ର ବେହେରା । ଉଭୟଙ୍କୁ ଶପଥ ପାଠ […]

ଯାଜପୁର ବିଛାଖଣ୍ଡିରେ ରକ୍ତଦାନ ଶିବିର , ୭୦ୟୁନିଟ ରକ୍ତ ସଂଗ୍ରହ

ରକ୍ତ ଦେବୁ ଅନ୍ୟର ଜୀବନ ବଞ୍ଚାଇବୁ ଯାଜପୁରରେ ଆୟୋଜିତ ହେଲା ରକ୍ତଦାନ ଶିବିର । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ବିଛାଖଣ୍ଡି ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରାଙ୍ଗଣରେ […]

୩ ମାସ ପରେ ବି ୨୮ ମୃତଦେହ ଖୋଜୁଛି ଠିକଣା

ଆଉ କେତେ ଦିନ ଅପେକ୍ଷା, ଏଯାଏଁ ଶବ ପାଉନି ପରିଚୟ ଆଉ କେତେ ଦିନ ଅପେକ୍ଷା । ଶବକୁ ଏଯାଏଁ ମିଳୁନି ଠିକଣା । ବାହାନଗା ରେଳ ଦୁର୍ଘଟଣାକୁ ୩ ମାସରୁ ଅଧିକ ସମୟ […]

F.M ମେଡିକାଲରେ ନିଆଁ , ଅଳ୍ପକେ ବର୍ତ୍ତିଲେ ରୋଗୀ

ACରେ ସର୍ଟ ସର୍କିଟ ଯୋଗୁଁ ମେଡିକାଲରେ ଲାଗିଲା ନିଆଁ ! ଏଫ ଏମ ମେଡିକାଲ କଲେଜ ହସ୍ପିଟାଲରେ ନିଆଁ । ଅଳ୍ପକେ ବର୍ତ୍ତିଲେ ରୋଗୀ । ସୂଚନା ଅନୁଯାୟୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କେମୋ […]

ହାତ ଧରିଲେ ପ୍ରବୋଧ ତିର୍କୀ

କଂଗ୍ରେସରେ ଆନୁଷ୍ଠାନିକ ଭାବେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ ପୂର୍ବରୁ ଚର୍ଚ୍ଚା ଆଉ ଏବେ ପୁରା ସ୍ପଷ୍ଟ । କଂଗ୍ରେସରେ ଅନୁଷ୍ଠାନିକ ଭାବେ ମିଶିଲେ ହକି ତାରକା ପ୍ରବୋଧ ତିର୍କୀ। ଭୁବନେଶ୍ୱର କଂଗ୍ରେସ ଭବନରେ […]

ଘୂର୍ଣ୍ଣିବଳୟ ନେବ ଲଘୁଚାପର ରୂପ !

ଆଗାମୀ ୨୪ ଘଣ୍ଟା ପ୍ରବଳ ବର୍ଷା ! ରାଜ୍ୟରେ ଦୁଇ ଦିନ ମଧ୍ୟରେ ପାଗରେ ପରିବର୍ତ୍ତନ ଆସିଛି । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟର କ୍ଷେତ୍ର ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି । ଫଳରେ […]

ମହାପ୍ରଭୁଙ୍କୁ ଲାଗି ହେବ ସୁବର୍ଣ୍ଣର ରାହୁରେଖା

ଆଜି ଶ୍ରୀମନ୍ଦିରରେ ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଲାଗି ହେବ ରାହୁରେଖା । ଆଜି ଭାଦ୍ରବ-କୃଷ୍ଣ ପଞ୍ଚମୀ ତିଥି ହୋଇଥିବା ବେଳେ ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ଅନୁଷ୍ଠିତ ହେବ […]

ମଝି ଆକାଶରୁ ଫେରି ଆସିଲା ବିମାନ !

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଭୁବନେଶ୍ଵରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ ! ମଝି ଅକାଶରେ ଖରାପ ହୋଇଗଲା ଭୁବନେଶ୍ବରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ । ପୁଣି ଫେରି ଆସି କଲା ଜରୁରୀ […]

୪୮ ଘଣ୍ଟା ମଧ୍ୟରେ ଲଘୁଚାପ ସମ୍ଭାବନା

ଆଗାମୀ ୨ ଦିନରେ ବଢିବ ବର୍ଷାର ପରିମାଣ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ ସମ୍ଭାବନା ରହିଛି । ଏହାର […]