କ୍ୟାପିଟାଲ ହସ୍ପିଟାଲରେ ଶିଶୁ ଅଦଳବଦଳ ଅଭିଯୋଗ

ଜଣେ ଆଟେଣ୍ଡାଣ୍ଟକୁ ସସପେଣ୍ଡ କଲା ବିଭାଗ ଭୁବନେଶ୍ୱର ୟୁନିଟ-6 ସ୍ଥିତ କ୍ୟାପିଟାଲ ହସ୍ପିଟାଲ୍‌ରେ ଶିଶୁ ଅଦଳବଦଳ ଅଭିଯୋଗ ଘଟଣା । ଏହି ଘଟଣାରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ୱାର୍ଡର ଆଟେଣ୍ଡାଣ୍ଟଙ୍କୁ ସସ୍‌ପେଣ୍ଡ କରିଛନ୍ତି […]

ଅକାଳରେ ଚାଲିଗଲା ଶିକ୍ଷକଙ୍କ ଜୀବନ

ଘାଟିରେ ଓଲଟିଲା ବସ୍, ଚାଲିଗଲା ଶିକ୍ଷକଙ୍କ ଜୀବନ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ପୁଣି ଘଟିଛି ଅଘଟଣ । କ୍ରୀଡ଼ା ଉତ୍ସବରେ ଯୋଗ ଦେବାକୁ ଯିବାବେଳେ ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ବସ୍ । ଦୁର୍ଘଟଣାରେ […]

ହରଡ଼ଘଣାରେ ବିଜେଡି ନେତା ପ୍ରଭାତ ବିଶ୍ଵାଳ !

ସିସୋର ଚିଟଫଣ୍ଡ ମାମଲାରେ ବିଶ୍ଵାଳ ଦମ୍ପତିଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି ଦିନକୁ ଦିନ ବଢିବାରେ ଲାଗିଛି ବିଜେଡି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଡ଼ୁଆ । ସିସୋର ଚିଟଫଣ୍ଡ ସଂସ୍ଥାରେ […]

ଆଜି ସ୍ଵାଭାବିକ ହୋଇଛି ବିଧାନସଭା

ଗୃହରେ କୃଷି, ଗଣଶିକ୍ଷା, ଉଚ୍ଚଶିକ୍ଷା, ପଶୁ ସମ୍ପଦ ଓ ଯୋଗାଣ ବିଭାଗର ଆଲୋଚନା ଶାସକ ବିରୋଧୀଙ୍କ ହୋହଲ୍ଲା ନାରାବାଜି ଭିତରେ ଚାଲିପାରୁନଥିଲା ଗୃହ । ଏମିତିକି ଗତକାଲି ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ […]

ବାମନ ବେଶରେ ଦର୍ଶନ ଦେବେ ମହାବାହୁ

ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ  ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ସ୍ଵତନ୍ତ୍ର ବେଶ। ବଳି ବାମନ ବେଶରେ ଆଜି ଦର୍ଶନ ଦେବେ ଶ୍ରୀଜୀଉ। କାଲି ସୁନିଆରେ ସ୍ଵତନ୍ତ୍ର ନୀତିକାନ୍ତି ପରେ ଆଜି ମହାବାହୁଙ୍କ ଏକ […]

ଫେରିଯିବ ମୌସୁମୀ

୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

ସଇତାନ ସାଙ୍ଗ ନେଲେ ସାଙ୍ଗର ଜୀବନ !

ଟଙ୍କା ନଦେବାରୁ ସାଙ୍ଗକୁ ପଥରରେ ଛେଚି ହତ୍ୟା ! ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ସାଙ୍ଗକୁ ପଥରରେ ଛେଚି ହତ୍ୟା କଲେ ସାଙ୍ଗ । ଏଭଳି ଅଭାବନୀୟ ଲୋମଟାଙ୍କୁରା ଘଟଣା ଘଟିଛି […]

ଆଜି ସୁନିଆ, ଶ୍ରୀମନ୍ଦିର ଓ ଶ୍ରୀନଅରରେ ସ୍ଵତନ୍ତ ନୀତିକାନ୍ତି

ଗଜପତି ମହାରାଜାଙ୍କ ୬୭ଅଙ୍କ ପ୍ରବେଶ ଆଜି ଶ୍ରୀମନ୍ଦିରରେ ପାଳିତ ହେବ ବିଶେଷ ପର୍ବ ସୁନିଆ । ତେବେ ଶ୍ରୀମନ୍ଦିରର ସମସ୍ତ ପର୍ବ ପର୍ବାଣୀ ମଧ୍ୟରେ ସୁନିଆର ବିଶେଷତ୍ଵ ବେସ ଟିକେ ନିଆରା । ଆଜିଠାରୁ […]

ଚାଲିପାରୁନି ଗୃହ, ଫେଲ ମାରିଲା ସର୍ବଦଳୀୟ ବୈଠକ !

ଅପରାହ୍ନ ୪ଯାଏଁ ଗୃହ ମୁଲତବୀ ଆଜି ତୃତୀୟ ଦିନରେ ବି ଚାଲିପାରୁନି ବିଧାନସଭା । ବିଭିନ୍ନ ପ୍ରସଙ୍ଗ ଉଠାଇ ବିରୋଧୀ ଗୃହରେ ହୋହଲ୍ଲା ହଟ୍ଟଗୋଳ କରିଥିବା ଦେଖିବାକୁ ମିଳିଥିଲା। ଗୃହରେ ସ୍ଵାଭାବିକ ସ୍ଥିତି ନହେବାରୁ […]

ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗର ଶୁଣାଣି ଆଜି ହାଇକୋର୍ଟରେ ରତ୍ନଭଣ୍ଡାର ପ୍ରସଙ୍ଗରେ ହେବ ଶୁଣାଣି । ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତିକୁ ନେଇ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ । ଜଷ୍ଟିସ ଶୁଭାଶିଷ ତାଳପତ୍ର ଓ ଜଷ୍ଟିସ […]

କେବେ ସମାଜରୁ ସରିବ ଅନ୍ଧବିଶ୍ବାସ

ଗୁଣିଆ ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା ଅନ୍ଧବିଶ୍ୱାସର ଅନ୍ଧାରୀଗଳିରୁ ବାହାରିପାରୁନି ଏ ମଣିଷ । ଗୋଟିଏ ପରେ ଗୋଟିଏ ଅଭାବନୀୟ ଘଟଣଆ ଘଟି ଗଡୁଛି ନିରୀହଙ୍କ ମୁଣ୍ଡ । କୁସଂସ୍କାରର ଜାଲ ଭିତରେ ଛନ୍ଦି ହୋଇ […]