ବିଶ୍ଵପ୍ରସିଦ୍ଧ ବାଲିଯାତ୍ରା ପାଇଁ ତାରିଖ ଘୋଷଣା

ନଭେମ୍ବର୨୭ରୁ ଡିସେମ୍ବର୪ ଯାଏଁ କଟକ ବାଲିଯାତ୍ରା ବିଶ୍ଵପ୍ରସିଦ୍ଧ କଟକର ବାଲିଯାତ୍ରା ପାଇଁ ନିର୍ଦ୍ଧାରିତ ହେଲା ତାରିଖ । ଆସନ୍ତା ନଭେମ୍ବର୨୭ ତାରିଖରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରା। ନଭେମ୍ବର୨୭ରୁ ଆରମ୍ଭ ହୋଇ […]

ଗଜପତିରେ ଗଡ଼ିଲା ଲକ୍ଷ୍ମୀ ବସ୍

ଗଜପତିରେ ଲକ୍ଷ୍ମୀ ଯୋଜନା ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲାରେ ଗଡ଼ିଲା ଲକ୍ଷ୍ମୀ ବସ୍ । ଏଥର ଆଉ ଅସୁବିଧାର ସମ୍ମୁଖୀନ ହେବେନି ଗଜପତିବାସୀ । ଗଜପତି ଜିଲ୍ଲାରେ ଆରମ୍ଭ ହୋଇଛି ବହୁ ପ୍ରତିକ୍ଷିତ […]

ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ

୨୪ରୁ ଉପକୂଳରେ ବର୍ଷିବ ! ଧୀରେ ଧୀରେ ବଦଳୁଛି ରାଜ୍ୟ ପାଣିପାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧିରେ ଧିରେ ଘନୀଭୂତ ହେଉଛି ।ପ୍ରାୟ ୨୪ଘଣ୍ଟା ମଧ୍ୟରେ ଏହି ଘୂର୍ଣ୍ଣିବଳୟ ଏକ […]

ଆସୁଛନ୍ତି ମା’ ଜଗତଜନନୀ

ଆଜି ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା ଆଜି ଧରାପୃଷ୍ଠରେ ଅବତରଣ କରିବେ ମହାମାୟା ଜଗତଜନନୀ । ମା’ଙ୍କ ଅଗମନକୁ ବେସ ଉତ୍କଣ୍ଠାରା ସହ ଚାହିଁ ରହିଛନ୍ତି ସଭିଏଁ । ଝଲସି ଉଠୁଛି ଗାଁଠୁ ସହର […]

ଦୁର୍ଗାପୂଜା ପାଇଁ କମିସନରେଟ ପୋଲିସର ତୟାରି

ପୂଜା ପାଇଁ କଟକରେ ନିୟୋଜିତ ହେବେ ୫୫ ପ୍ଲାଟୁନ ଫୋର୍ସ ! ଦୁର୍ଗାପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି କମିସନରେଟ ପୋଲିସ । କାଲିଠାରୁ ଦୁର୍ଗାପୂଜା ଆରମ୍ଭ ହେଉ ଥିବାରୁ କଟକ ସହର […]

ଆଉ ଗଡିବନି ବସ୍, ଯାତ୍ରୀ ହେବେ ହନ୍ତସନ୍ତ !

କାଲିଠୁ ସାରା ରାଜ୍ୟରେ ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ କାଲିଠୁ ରାଜ୍ୟରେ ଗଡିବନି ବସ୍ । ରାଜ୍ୟରେ ଘରୋଇ ବସ୍ ତରଫରୁ ଦିଆଯାଇଛି ଧର୍ମଘଟ ଡାକରା । ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ୍ […]

ଦଶହରାରେ ବର୍ଷିବ !

ବର୍ଷା ପାଇଁ ଫିକା ପଡ଼ିବ ଦଶହରା ! ଏଥର ଦଶହରାରେ ଭିଜିବ ଓଡ଼ିଶା ! ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । […]

‘ଲକ୍ଷ୍ମୀ’ ବସରେ ଅଭାବନୀୟ ଦ୍ରୁଶ୍ଯ !

ଝରକା ଦେଇ ଚଢିଗଲେ ବଣ୍ଡା ମହିଳା ! ବସରେ ଅଭାବନୀୟ ଘଟଣା । ଝରକା ଦେଇ ‘ଲକ୍ଷ୍ମୀ’ ବସ୍‌ରେ ଚଢ଼ିଲେ ମହିଳା ଜଣଙ୍କ । ଏଭଳି କିଛି ଦ୍ରୁଶ୍ଯ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା […]

ଓଡ଼ିଶାର ରାଜ୍ୟପାଳ ପଦରେ ରଘୁବର ଦାସ

ରଘୁବରଙ୍କୁ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଘୁବର ଦାସ ହେଲେ ଓଡିଶାର ନୂଆ ରାଜ୍ୟପାଳ । ରାଷ୍ଟ୍ରପତି ଭବନରୁ ଜାରି ହେଲା ସୂଚନା ।ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ମିଳିଛି ନୂଆ […]

ପ୍ରଦୂଷିତ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ

ଦିଲ୍ଲୀ ପରେ ଏବେ ବିଷ ହେଲାଣି ଭୁବନେଶ୍ବର ପବନ ପ୍ରଦୂଷିତ ହେଉଛି ଭୁବନେଶ୍ୱର ବାୟୁମଣ୍ଡଳ । ବାୟୁ ଦୂଷିତ ହେବା ଯୋଗୁଁ ଅସ୍ୱାସ୍ଥ୍ୟକର ହୋଇପଡ଼ିଛି ପରିବେଶ । ଭୁବନେଶ୍ୱରବାସୀ ଯେତିକି ଅମ୍ଳଜାନ ନେଉ ନାହାନ୍ତି, […]