ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସଫଳ

ଆଉ ହେବନି ଘରୋଇ ବସ୍ ଧର୍ମଘଟ ଖାରବେଳ ଭବନରେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ ହୋଇଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଚାଲିଥିବା […]

ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ

ଚିଲିକାରେ ନିଖୋଜ ବିକ୍ରମଙ୍କ ମୃତଦେହ ଉଦ୍ଧାର ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ତାଙ୍କର ମୃତଦେହ […]

ହାଟରେ ଡବଲ ମର୍ଡର

କୁନ୍ଦୁଲି ହାଟରେ ଗଡ଼ିଲା ମୁଣ୍ଡ କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା […]

ଆଜି ଭଷାଣୀ, ଘରୁ ସାବଧାନରେ କାଢନ୍ତୁ ଗାଡ଼ି

ଟ୍ୱିନସିଟିରେ ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ ! ଟ୍ୱିନସିଟିରେ ଘରୁ ଗାଡ଼ି ବାହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହଲେ ଗଣିବାକୁ ପଡିପାରେ ଫାଇନ୍ । ଭସାଣି ପାଇଁ ଟ୍ୱିନସିଟିରେ ସବୁ ପ୍ରସ୍ତୁତି ଶେଷ […]

ଭସାଣ ଶେଷ ଯାଏଁ ଗଡିବନି ଗାଡ଼ି !

ଭସାଣୀ ପାଇଁ ନୂଆ ଗାଇଡଲାଇନ୍ ସାରା ରାଜ୍ୟ ସମେତ ଭୁବନେଶ୍ବରରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି । ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ […]

ଭି.କେ.ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି

କାଲି ଅବସର ଆଜି ପ୍ରମୋସନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ପୂର୍ବତନ 5-T ସଚିବ ଭି.କେ.ପାଣ୍ଡିଆନ । ସୋମବାର ଭି.କେ ପାଣ୍ଡିଆନ ଅବସର ନେଲେ ଆଉ ଆଜି ତାଙ୍କୁ ମିଳିଛି […]

ଉପକୂଳ ଛୁଇଁବ ବାତ୍ୟା

ଗଭୀର ଅବପାତ ରୂପ ନେଲା ‘ହାମୁନ’ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ‘ହାମୁନ’ । ସମୁଦ୍ର ଭିତରେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବ […]

ପଲ୍ଲୀଠୁ ଦିଲ୍ଲୀ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା

ମହାମାୟାଙ୍କ ମହାଦଶମୀ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ […]

ଓଡ଼ିଶା ଉପରେ ନାହିଁ ବାତ୍ୟା ପ୍ରଭାବ

ବାତ୍ୟା ରୂପ ନେଲା ”ହାମୁନ” ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ହାମୁନର ରୂପ ନେଇଛି । ଇରାନ ପକ୍ଷରୁ ଏହାର ନାମକରଣ କରାଯାଇଛି । ଏହା ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି […]

ଚାଲିଛି ମହାମାୟାଙ୍କ ମହାଷ୍ଟମୀ ପୂଜା

ଶାକ୍ତିପୀଠରେ ଚାଲିଛି ମାଆଙ୍କ ସନ୍ଧି ପୂଜା ଆଜି ମହାମାୟାଙ୍କ ମହାଷ୍ଟମୀ । ଚାଲିଛି ମାଆଙ୍କ ସନ୍ଧି ପୂଜା । ମା’ଙ୍କ ଆଗମନରେ ଗାଁରୁ ସହର ଉତ୍ସବମୁଖର ହୋଇଥିବା ବେଳେ ସବୁ ମଣ୍ଡପରେ ମାଆଙ୍କ ଦର୍ଶନ […]

ନିଆରା ପରମ୍ପରା ମା’ ମାଣିକେଶ୍ବରୀଙ୍କ ଛତର ଯାତ୍ରା

ଚାଲିଛି ମାଆ ମାଣିକେଶ୍ବରୀଙ୍କ ଗୁପ୍ତନୀତି ! ଧୁମଧାମରେ ଚାଲିଛି ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କଳାହାଣ୍ଡି ଭବାନୀପାଟଣା ସହର ଫାଶୀ ଡଙ୍ଗର ଜେନାଖାଲରେ ଚାଲିଛି ମାଆ ମାଣିକେଶ୍ୱରୀଙ୍କ ଗୁପ୍ତ ରୀତିନୀତି । […]