ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ

‘TRP ପାଇଁ ମିଥ୍ୟା ଖବର ପରିବେଷଣ କରନ୍ତୁ ନାହିଁ’ ଯାଜପୁର ଜିଲ୍ଲାର ବ୍ୟାସନଗର ସ୍ଥିତ ବ୍ୟାସଦେବ ସଂସ୍କୃତି ଭବନ ପରିସରରେ ବ୍ୟାସ ପ୍ରିଣ୍ଟ ମିଡ଼ିଆ ଆସୋସିଏସନର ପଞ୍ଚମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l […]

ଆସୁଛି ବଡ଼ ଲଘୁଚାପ !

ବଙ୍ଗୋପସାଗରେ ଦାନାବାନ୍ଧୁଛି ଲଘୁଚାପ ! ରାଜ୍ୟରେ ହେବାକୁ ଯାଉଛି ପାଣିପାଗରେ ଏକ ବିଶେଷ ପରିବର୍ତ୍ତନ । ଆସୁଛି ଏକ ବଡ ବର୍ଷା । ବଙ୍ଗୋପସାଗରରେ ଦାନାବାନ୍ଧୁଛି ଲଘୁଚାପ । ସୂଚନା ଅନୁସାରେ ଆସନ୍ତା ୧୩ରୁ […]

ଶୀତରେ ଥରୁଛି ସାରା ଓଡ଼ିଶା !

୧୦ଡିଗ୍ରୀ ତଳେ ବିଭିନ୍ନ ସହର ! ଥରାଇଲାଣି ଶୀତ । ରାଜ୍ୟରେ ବର୍ତ୍ତମାନ ଜାରି ରହିଛି ଶୀତର ପ୍ରଭାବ । ୧୦ ଡିଗ୍ରୀ ତଳେ ରାଜ୍ୟର ପ୍ରାୟ ଅଧିକାଂଶ ସହରର ତାପମାତ୍ରା । ଉତ୍ତର-ପଶ୍ଚିମ […]

୨୨ ରୁ ଧାରଣା ଦେବ ଘରୋଇ ବସ୍‌ ମାଲିକ ସଂଘ

ପୁଣି ଆନ୍ଦୋଳନ ପାଇଁ ସଜବାଜ ବସ୍ ମାଲିକ ସଂଘ ଚଳିତ ମାସ ୧ରୁ କଳାହାଣ୍ଡି ଓ ଏହାର ଆଖପାଖ ୧୦ ଜିଲ୍ଲାରେ ଘରୋଇ ବସ ଚଳାଚଳ ବନ୍ଦ ନିଷ୍ପତ୍ତିରୁ ଓହରି ଯାଇଥିଲା ରାଜ୍ୟ ଘରୋଇ […]

ଉପବାଚସ୍ପତି ପଦରୁ ଇସ୍ତଫା ଦେଲେ ରଜନୀକାନ୍ତ

ମନ୍ତ୍ରୀ ହେବେ କି ରଜନୀକାନ୍ତ ? ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି | ତେବେ ଚର୍ଚ୍ଚା ହେଉଛି ସେ ମନ୍ତ୍ରୀ ପଦ ପାଇବେ । ଯେଉଁଥିପାଇଁ ସେ ଇସ୍ତଫା […]

ଫିଲ୍ମ ପ୍ରଯୋଜକଙ୍କୁ ମିଳିଲା ଜାମିନ

ଖସିଯିବେ କି ଟୁଟୁ ନାୟକ ! ମହିଳା ସାମ୍ବାଦିକ ଦେବସ୍ମିତା ରାଉତଙ୍କୁ ମାଡ଼ ମାରିବା ଓ ଅସଦାଚରଣ ଅଭିଯୋଗରେ ଗିରଫ ପ୍ରଯୋଜକ ଟୁଟୁ ଓରଫ୍ ସଞ୍ଜୟ ନାୟକଙ୍କୁ ମିଳିଲା ଜାମିନ | ଶନିବାର ଜାମିନ […]

ଧାରଣାରେ ଠିକାଦାର !

ଠିକାଦାରଙ୍କୁ ଠକିଦେଲା ବିନ୍ଧିଆ ଟେଲି ଲିଙ୍କସ୍ କମ୍ପାନୀ ! ବକେୟା ଟଙ୍କା ଦେବା ଦାବିରେ ଠିକାଦାରଙ୍କ ଧାରଣା । ପାଣିକୋଇଲି ସ୍ଥିତ ବିନ୍ଧିଆ ଟେଲି ଲିଙ୍କସ୍ କମ୍ପାନୀ କାର୍ଯ୍ୟାଳୟରେ ସମ୍ମୁଖରେ ଠିକାଦାର ମାନେ ଧାରଣା […]

ଷ୍ଟାଡିୟମ ଉନ୍ନତି ପାଇଁ ୧୫ଦିନରେ ଆନ୍ଦୋଳନ !

ମଶାଲ ଶୋଭାଯାତ୍ରା କରି ଅଭିନବ ଉପାୟରେ ଆନ୍ଦୋଳନ ! ଦୀର୍ଘଦିନ ଧରି ତେଜୁଛି ରାଜୀବ ଗାନ୍ଧୀ ଷ୍ଟାଡିୟମର ବିକାଶ ପାଇଁ ଆନ୍ଦୋଳନ । ଏହି ଆନ୍ଦୋଳନରେ ଦେଖିବାକୁ ମିଳିଛି ବରିଷ୍ଠ କ୍ରୀଡ଼ାବିତଙ୍କ ପକ୍ଷରୁ ମଶାଲ […]

ସମ୍ପର୍କରେ କଳଙ୍କ ଲଗାଇଲା ରାକ୍ଷସ ଦାଦା !

୩ବର୍ଷର ଝିଆରୀକୁ ଦୁଷ୍କର୍ମ କରି ହତ୍ୟା ! ଜଘନ୍ୟ ବିଭଶ୍ଚ ଅମାନୁଷିକତାର ନୂଆ କାହାଣୀ । ରାଜଧାନୀରେ ଲଜ୍ଜା । ଏଭଳି ଘଟନା ଯାହା ଆପଣ ଶୁଣିଲେ, ଧୈର୍ଯ୍ୟ ଧରିପାରିବେନି । ସମ୍ପର୍କରେ କଳଙ୍କ […]

ମହେଶ୍ୱରଙ୍କୁ ଗାର୍ଡ ଅଫ ଅନର

ସ୍ୱର୍ଗଦ୍ୱାରରେ ହେବ ମହେଶ୍ୱର ମହାନ୍ତିଙ୍କ ଶେଷକୃତ୍ୟ ସମ୍ପନ୍ନ ଚିର ନିଦ୍ରାରେ ବିଜେଡିର ଟାଣୁଆ ନେତା ମହେଶ୍ୱର ମହାନ୍ତି। ୬୭ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ବାଚସ୍ପତି ମହେଶ୍ବର ମହାନ୍ତିଙ୍କ ପରଲୋକ ହୋଇଛି। ତାଙ୍କ […]

ଢେଙ୍କାନାଳରୁ ବନ୍ଧା ହେଲେ ଡୁପ୍ଲିକେଟ୍ ଡାକ୍ତର

ସାବଧାନ ! ମାତିଛନ୍ତି ନକଲି ଡାକ୍ତର ନକଲି ଡାକ୍ତରଙ୍କୁ ବାନ୍ଧିଲା ପୋଲିସ । ଢେଙ୍କାନାଳ କଙ୍କଡାହାଡ଼ କେରଜୁଳି ଗାଁରୁ ଧରାପଡ଼ିଲା ନକଲି ଡାକ୍ତର । ଗିରଫ ନକଲି ଡାକ୍ତର ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ରାକେଶ […]