ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ

ବିଜେଡି ଛାଡ଼ିଲେ ଦେବାଶିଷ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ । ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଇସ୍ତଫାପତ୍ର ପଠାଇଛନ୍ତି ଦେବାଶିଷ । […]

ନିର୍ବାଚନକୁ ନେଇ ବିଜେଡିର ବଡ଼ ଘୋଷଣା

ବିଜେଡି ଟିକେଟ ପାଇଁ ୧୦ହଜାର ଆବେଦନ ନିର୍ବାଚନ ଯେତେ ପାଖଉଛି ରାଜନୀତି ସେତେ ଗରମ ହେଉଛି । ନିର୍ବାଚନରେ ବିଜେଡି ପ୍ରାର୍ଥୀ ହେବାକୁ ଆଶାୟୀଙ୍କ ଲମ୍ବା ଲାଇନ୍ । ଦଳର ସାଂଗଠନିକ ସଂପାଦକ ପ୍ରଣବ […]

ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି

ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରିଲେ ଏବିଭିପି । ମାଟ୍ରିକ ପରୀକ୍ଷାରେ ବିଭ୍ରାଟକୁ ନେଇ ସୁଦାମ ମାର୍ଣ୍ଡିଙ୍କ ବାସଭବନ ଘେରାଉ କରାଯାଇଛି । ପରୀକ୍ଷା ପରିଚାଳନାରେ ସରକାର ବିଫଳ ହୋଇଥିବା […]

ନିର୍ବାଚନ କମିଶନଙ୍କ କଡ଼ା ନିର୍ଦ୍ଦେଶ

୩ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ ଥିବା ଅଫିସରଙ୍କ ହେବ ବଦଳି ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ୩ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ କାମ କରିଥିବା ଅଧିକାରୀଙ୍କୁ ବଦଳି ବେଳେ ନିୟମ କଡାକଡି କରାଯାଉ […]

ଇଲେକ୍ସନ ପୂର୍ବରୁ ବଡ଼ ଘୋଷଣା, ଗଠନ ହେଲା ୩୪ଟି ନୂଆ ଏନ୍‌ଏସି

୫ ମ୍ୟୁନିସିପାଲିଟି ୩୪ଟି ନୂଆ ଏନ୍‌ଏସି ଘୋଷଣା ଗଠନ ହେଲା ୩୪ଟି ନୂଆ ଏନ୍‌ଏସି । ୫ ଏନ୍‌‌ଏସିକୁ ମଧ୍ୟ ମ୍ୟୁନିସିପାଲିଟି ଭାବେ ଉନ୍ନୀତ ମଧ୍ୟ କରାଯାଇଛି । ରାଜ୍ୟରେ ଆଉ ୩୪ଟି ନୂଆ […]

ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର

ବଦଳିଲେ ବିଏମସି କମିଶନର, କାହିଁକି ଛୁଟିରେ ଗଲେ କୁଲାଙ୍ଗେ ବଦଳିଲେ ବିଏମସି କମିଶନର । ରାଜେଶ ପ୍ରଭାକର ପାଟିଲ ହେବେ ବିଏମସିର ନୂଆ କମିଶନର । ବିଏମ୍‌ସି କମିଶନର ବିଜୟ ଅମୃତ କୁଲାଙ୍ଗେ ଅଚାନକ […]

ଏମ.ଭି ଦେବୀ ଜାହାଜକୁ ନେଇ ହାଇକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ଏମ.ଭି ଦେବୀ ଜାହାଜକୁ ଆରେଷ୍ଟ କର: ହାଇକୋର୍ଟ ପାରାଦୀପରେ ଥିବା ଏମ.ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିଦେ୍ର୍ଦଶ । ପାରାଦୀପ ପିଆଇସିଟି ବର୍ଥରେ ବର୍ଥିଂ ହୋଇଥିବା ଜାହାଜ ଏମଭି ଦେବୀ । ମାମଲା […]

ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁ ଶ୍ରୀଜଗନ୍ନାଥ ଏହି ବେଶରେ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା […]

ତାତିରୁ ମିଳିଲା ଆଶ୍ୱସ୍ତି

ଝିପିଝିପି ବର୍ଷାରେ ଭିଜିଲା ଓଡ଼ିଶା ତାତିରୁ ମିଳିଲା ଆଶ୍ୱସ୍ତି । ଝିପିଝିପି ବର୍ଷାରେ ଭିଜିଲା ଓଡ଼ିଶା । ରାଜ୍ୟର କେତେକ ସ୍ଥାନରେ ସକାଳୁ ସକାଳୁ ଝିପିଝିପି ବର୍ଷା ସାଙ୍ଗକୁ କୋହଲା ପବନ ହେଉଥିବାର ଦେଖିବାକୁ […]

ଖୁବଶୀଘ୍ର ଆସିବ କାଳିଆ ଟଙ୍କା

ନିର୍ବାଚନ ପୂର୍ବରୁ ଆକାଉଣ୍ଟକୁ ଯାଇପାରେ କାଳିଆ କିସ୍ତି ଖୁବଶୀଘ୍ର ଆସିବ କାଳିଆ ଟଙ୍କା । ନିର୍ବାଚନ ପୂର୍ବରୁ ଆକାଉଣ୍ଟକୁ ଯାଇପାରେ କାଳିଆ କିସ୍ତି । କ୍ୟାବିନେଟରେ କାଳିଆ ଯୋଜନା ନିୟମର ସଂଶୋଧନ ଆଣିଛନ୍ତି ରାଜ୍ୟ […]

ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ

୨୬ରେ ଲୋକସେବା ଭବନ ଘେରିବ କଂଗ୍ରେସ ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ । ୨୬ ତାରିଖରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ । ଖଣି ଦୁର୍ନୀତି, ଦରଦାମ ବୃଦ୍ଧି, ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ଓ […]