ଆଜିଠୁ ଶ୍ରୀମନ୍ଦିରରେ ଦୋଳ ଉତ୍ସବ ଆରମ୍ଭ

ଚାଚେରୀ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ ଆଜି ପବିତ୍ର ଫଗୁ ଦଶମୀ। ଶ୍ରୀମନ୍ଦିରରେ ଏ ନେଇ ଆଜି ଠାରୁ ଦୋଳୋତ୍ସବର ଅୟମାରମ୍ଭ। ଫାଲଗୁନ ଶୁକ୍ଳ ଦଶମୀଠାରୁ ଆରମ୍ଭ ଏହି ପର୍ବ ଦୋଳ ପୂର୍ଣ୍ଣିମାରେ ଶେଷ […]

ମେଣ୍ଟକୁ ନେଇ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ଼ ବୟାନ

ସରକାର ଗଢିବାକୁ ହେଲେ ବିଜେପିର ଆବଶ୍ୟକତା ନାହିଁ: ଭି.କେ ପାଣ୍ଡିଆନ ବିଜେଡି ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ବଡ଼ ବୟାନ । ନେଟୱାର୍କ ୧୮ କନକ୍ଲେଭରେ ସାମିଲ ହୋଇ […]

କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଆଶ୍ୱସ୍ତି

ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଲଗାଇଲେ ସର୍ବୋଚ୍ଚନ୍ୟାୟାଳୟ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ମିଳିଛି ଆଶ୍ୱସ୍ତି । ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି […]

ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କଲେ ସୋମାଲିକା

ପୁଣି ହାଇକୋର୍ଟ ଗଲେ ସୋମାଲିକା ପୁଣି ହାଇକୋର୍ଟ ଗଲେ ସୋମାଲିକା । ପୁଲିସର ନିଷ୍କ୍ରିୟତା ନେଇ ହାଇକୋର୍ଟରେ ମାମଲା କଲେ ବିଜେଡି ବିଧାୟକ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା । ମାମଲାରେ ବିଧାୟକ ବିଜୟ […]

ଡିଜି କ୍ୟାମ୍ପ ଅଫିସରେ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ

ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ବୈଠକ ନିର୍ବାଚନ ପାଇଁ ଓଡ଼ିଶା ପୋଲିସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଡିଜି କ୍ୟାମ୍ପ ଅଫିସରେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ବୈଠକରେ ଗୁଇନ୍ଦା […]

ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ

‘ମେଣ୍ଟକୁ ନେଇ ନାହିଁ ଦ୍ୱନ୍ଦ୍ୱ’ ସାଂସଦ ଜୁଏଲ ଓରାମଙ୍କ ବଡ଼ ବୟାନ । କହିଲେ, ମେଂଟ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା କେନ୍ଦ୍ରକୁ ପଠାଯାଇଛି । କେନ୍ଦ୍ର ଯାହା […]

ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ

ସୁପ୍ରିମକୋର୍ଟ ଗଲେ ମହମ୍ମଦ ମୋକିମ  ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ । ବିଧାୟକ ଭାବେ ମୋକିମଙ୍କ ନିର୍ବାଚନ ବିଜୟକୁ ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଅସିଦ୍ଧ ଘୋଷଣା କରିଥିଲେ । […]

ଇଡି ଅଧିକାରୀ କହି ଲୁଟୁଥିଲେ ୨ଭାଇ

ଏସଟିଏଫ ଜାଲରେ ୨ ଠକ ନିଜକୁ ଇଡି ଅଧିକାରୀ କହି ଶହ ଶହ ଲୋକଙ୍କ ଠାରୁ ଠକିଥିବା ଦୁଇ ଅଭିଯୁକ୍ତ ଗିରଫ । କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କଫୋର୍ସ କଲା ଗିରଫ । ୨ ଅଭିଯୁକ୍ତ […]

ଦଳର ନିଷ୍ପତ୍ତି ଅନୁସାରେ ଟିକେଟ ବଣ୍ଟନ ହେବ: ନୃସିଂହ ସାହୁ

‘ଠିକ ସମୟରେ ପ୍ରାର୍ଥୀ ଘୋଷଣା ହେବ’ ରାଜ୍ୟରେ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ପାଇଁ ବିଜେପି ଘନଘନ ବୈଠକ କରୁଥିବାବେଳେ ବିଜେଡି ନେତା ନିଜ ଦଳର ପ୍ରାର୍ଥୀ ତାଲିକା ନେଇ ମତ ରଖିଛନ୍ତି । ଠିକ୍ […]

କେଉଁ ଆସନରୁ କିଏ ହେବେ ପ୍ରାର୍ଥୀ?

ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ! ବିଜେପିର ନିର୍ବାଚନୀ ରଣନୀତି ପ୍ରସ୍ତୁତି । ନିର୍ବାଚନ କମିଟି ବୈଠକରେ ମାନସମନ୍ଥନ । ୧୪୭ ବିଧାନସଭା ୨୧ ଲୋକସଭା ଆସନକୁ ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି । ସବୁ […]

ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର

ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର ରାଜ୍ୟ କ୍ୟାବିନେଟର ୭ବିଭାଗର ୧୪ ପ୍ରସ୍ତାବ ଉପରେ ମୋହର । ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ । ମୁଖ୍ୟମନ୍ତ୍ରୀ ନବୀନ […]