ବିଜେଡି ବିରୋଧରେ ଅମିତ ଶାହଙ୍କ ରଣହୁଙ୍କାର

ଶାହ ଦେଲେ ବିଜୟମନ୍ତ୍ର ଶାହ ଦେଲେ ବିଜୟମନ୍ତ୍ର। ଓଡ଼ିଶାରେ କିଭଳି ସରକାର ଗଢ଼ିବ ବିଜେପି। ସେନେଇ କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ ଶାହ । ଗୁରୁବାର ଓଡ଼ିଶା ଗସ୍ତରେ ଆସି ସୋନପୁରରେ ବିଶାଳ ଜନସଭାକୁ […]

କଂଗ୍ରେସ ଟିକେଟ୍ କାଟିବା ପରେ ବିଜେପିରେ ସାମିଲ ହେଲେ ପ୍ରବୋଧ ତିର୍କୀ

ବିଜେପିରେ ମିଶିଲେ ପ୍ରବୋଧ ତିର୍କୀ ପଦ୍ମ ଧରିଲେ ପୂର୍ବତନ ହକି ଟିମ୍‌ ଅଧିନାୟକ ପ୍ରବୋଧ ତିର୍କୀ। ଟିକେଟ୍ କାଟିବା ପରେ ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପ୍ରବୋଧ । ତଳସରା ବିଧାନସଭା ଆସନ ପାଇଁ […]

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ। ପୂର୍ବରୁ ହାଇକୋର୍ଟ […]

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ରଥଯାତ୍ରା ପାଇଁ ନୟାଗଡ଼ରୁ ଆସିଲା ରଥକାଠ ପୁରୀରେ ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ନୟାଗଡ଼ ବନବିଭାଗ ମହିପୁର ଅଂଚଳରୁ ୨୫ଟି ରଥକାଠ ପୁରୀରେ ପହଞ୍ଚିଛି । ୨୫ଟି କାଠ ମଧ୍ୟରେ ୨୩ଟି ୪୦ […]

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜି ସରିବ ନାମାଙ୍କନ

ଆଜି ନାମଙ୍କନର ଶେଷ ଦିନ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରିବ ନାମାଙ୍କନ ଦାଖଲ । ସୂଚନା ଅନୁସାରେ ଏପର୍ଯ୍ୟନ୍ତ ୪ଟି ଲୋକସଭା ଆସନ ପାଇଁ ୨୩ ଜଣ ପ୍ରାର୍ଥୀ ପ୍ରାର୍ଥୀପତ୍ର […]

ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିିନିମୟ

ଏନକାଉଣ୍ଟରରେ ୨ ମାଓବାଦୀ ନିହତ ବୌଦ୍ଧ କଣ୍ଟାମାଳ ଥାନା ପଢେଲ ଡ୍ୟାମ୍ ନିକଟ ଜଙ୍ଗଲରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ଭୋରରୁ […]

ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍

‘୨୫ ବର୍ଷର ପାପ ପେଡ଼ି, କେତେଦିନ ସହିବା, ପରିବର୍ତ୍ତନ ଆଣିବା ’ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପି ଆଣିଛି ଚାର୍ଜସିଟ୍। ରାଜ୍ୟ କାର୍ଯ୍ୟାଳୟରେ ଏହା ଲୋକାର୍ପିତ ହୋଇଛି। ‘୨୫ ବର୍ଷର ପାପ ପେଡ଼ି, କେତେଦିନ […]

ଆଗୁଆ ଖରାଛୁଟି ଯୋଗୁଁ ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ

ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ ଆଗୁଆ ଖରାଛୁଟି ଯୋଗୁଁ ପିଲାଙ୍କୁ ମିଳିବ ୧୨ ଦିନର ମଧ୍ୟାହ୍ନ ଭୋଜନ । ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟ ସରକାର ସ୍କୁଲ ଗୁଡ଼ିକୁ ଆଗୁଆ ଖରା […]

କାଲି ସୋନପୁରରେ ଶାହଙ୍କ ବିଶାଳ ଜନସଭା

କାଲି ଓଡ଼ିଶା ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସୋନପୁରରେ ଜନସଭାକୁ କରିବେ ସମ୍ବୋଧନ । ଏହା ପୂର୍ବରୁ ଆସିଛି ଅମିତ ଶାହଙ୍କ ଓଡ଼ିଶା […]

ବାପାଙ୍କ ସ୍ଥାନରେ ଲଢିବେ କି ଝିଅ ସୋଫିଆ?

ନିର୍ବାଚନ ଲଢିପାରନ୍ତି ମୋକିମଙ୍କ ଝିଅ ବାପା ମହମ୍ମଦ ମୋକିମଙ୍କ ସ୍ଥାନର ନିର୍ବାଚନ ଲଢିବେ କି ଝିଅ ସୋଫିଆ? ଏନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ନିର୍ବାଚନ ଲଢି ପାରିବେ ନାହିଁ କଟକ […]

ପ୍ରଚାର ମୈଦାନରକୁ ଓହ୍ଲାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପ୍ରଚାର ସଭା ମଞ୍ଚରୁ ବିରୋଧୀଙ୍କୁ ନବୀନଙ୍କ ଟାର୍ଗେଟ ହିଞ୍ଜିଳିରେ ପ୍ରଚାର ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଜୟ ଜଗନ୍ନାଥ ଓ ଜୟ ମା’ ତାରିଣୀଙ୍କ ନାଁ ନେଇ […]