ନିର୍ବାଚନ ଫଳାଫଳ ପରଠୁ ମିଳୁନି ପାଣ୍ଡିଆନ ଦେଖାଦର୍ଶନ

ପାଣ୍ଡିଆନଙ୍କ ବିନା ବସିଥିଲା ବୈଠକ କୁଆଡେ ଗଲେ ଭିକେ ପାଣ୍ଡିଆନ । ନିର୍ବାଚନ ଫଳାଫଳ ପରଠୁ ମିଳୁନି ଦେଖାଦର୍ଶନ । ନା ବୁଧବାର ମୁଖ୍ୟମନ୍ତ୍ରୀ ଇସ୍ତଫା ଦେବା ବେଳେ ନବୀନ ପଟ୍ଟନାୟକଙ୍କ ସାଥିରେ ଥିଲେ […]

କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ?

କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ? ଏବେ କିଏ ନେବ ନବୀନ ସ୍ଥାନ ? କିଏ ହେବ ଓଡ଼ିଶାର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀ ?ଦୌଡ଼ରେ ଅନେକ ବରିଷ୍ଠ ଏବଂ ଅଭିଜ୍ଞ ନେତା । […]

ବିଜେପିକୁ ଫେରିଲେ ହିମାଂଶୁ ଶେଖର ସାହୁ

ସ୍ୱାଧୀନରୁ ଜିତିଲେ ବିଜେପିକୁ ଫେରିଲେ ଟିକେଟ ନ ପାଇ ସ୍ୱାଧୀନ ଲଢିଲେ । ଦଳ ନିଲମ୍ବନ କଲା । କିନ୍ତୁ ବିଜୟ ପରେ ପୁଣିଥରେ ଦଳକୁ ଫେରିଲେ ଧର୍ମଶାଳାରୁ ବିଜୟୀ ହୋଇଥିବା ସ୍ୱାଧୀନ ବିଧାୟକ […]

ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି?

କୁଆଡ଼େ ଗଲେ ପାଣ୍ଡିଆନ? କୁଆଡ଼େ ଗଲେ ପାଣ୍ଡିଆନ? ନବୀନଙ୍କ ଇସ୍ତଫା ବେଳେ ଦେଖାଦେଲେନାହିଁ । ସବୁବେଳେ ନବୀନଙ୍କ ପାଖରେ ଥିବା ବ୍ୟକ୍ତି ଏବେ ଗାୟବ କାହିଁକି? ଶେଷ ମୁହୂର୍ତ୍ତରେ କାହିଁକି ରହିଲେ ନାହିଁ ପାଣ୍ଡିଆନ? […]

କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ

କର୍ଣ୍ଣାଟକରୁ ଠାବ ହେଲେ ଡାକ୍ତର ଅମ୍ଳାନ ୫ ଦିନ ତଳେ ନିଖୋଜ ହୋଇଥିବା ଡାକ୍ତର ଅମ୍ଳାନ ଭୋଇ ଶେଷରେ ଠାବ ହୋଇଛନ୍ତି। ମାଲକାନଗିରିରୁ ନିଖୋଜ ହୋଇଥିବା ଡାକ୍ତର ଅମ୍ଲାନ କର୍ଣ୍ଣାଟକାରୁ ଠାବ ହୋଇଛନ୍ତି। କାଲିମେଳା […]

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ

ଇସ୍ତଫା ଦେଲେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ । ରାଜଭବନରେ ପହଞ୍ଚି ନିଜର ଇସ୍ତଫାପତ୍ର ରାଜ୍ୟପାଳକୁ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଜେଡିର ବରିଷ୍ଠ ନେତାଙ୍କ ସହ ଆଲୋଚନା […]

ପ୍ରଥମ ଥର ହାରିଲେ ନବୀନ ପଟ୍ଟନାୟକ

କଣ୍ଟାବାଞ୍ଜିରୁ ନବୀନ ପରାଜିତ ପ୍ରଥମ ଥର ପାଇଁ ହାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଣ୍ଟାବାଞ୍ଜି ନିର୍ବାଚନମଣ୍ଡଳୀରୁ ସେ ହାରିଛନ୍ତି। ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କଠାରୁ ତାଙ୍କୁ ପରାସ୍ତ କରିଛନ୍ତି। ବିଜୟ ପରେ ବିଜେପି ସମର୍ଥକଙ୍କ […]

ବିଜେଡି ଗଡରେ ବିଜୟୀ ହେଲା ବିଜେପି

ଦିଗପହଣ୍ଡିରେ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର ଦିଗପହଣ୍ଡିରେ ଦମ୍ ଦେଖାଇଲା ବିଜେପି । ବିଜେଡି ଗଡରେ ବିଜୟୀ ହେଲା ବିଜେପି । ବିଜେଡିର ପ୍ରାର୍ଥୀ ବିପ୍ଳବ ପାତ୍ରଙ୍କୁ ହରାଇ ବିଜୟୀ ହେଲେ ସିଦ୍ଧାନ୍ତ ମହାପାତ୍ର […]

ଓଡ଼ିଶା ଫଳାଫଳକୁ ନେଇ ମୋଦୀଙ୍କ ପୋଷ୍ଟ

ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୋଦି ଓଡ଼ିଶା ବିଧାନସଭା ଫଳାଫଳକୁ ନେଇ ସୋସିଆଲମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପୋଷ୍ଟ । ମୋଦୀ ପୋଷ୍ଟ କରି ଲେଖିଛନ୍ତି, ଓଡ଼ିଶା ଧନ୍ୟବାଦ । ଓଡ଼ିଶା ସଂସ୍କୃତିକୁ ନେଇ […]

ନବାଗତଙ୍କଠାରୁ ହାରିଲେ ବିଜେଡିର ୧୨ମନ୍ତ୍ରୀ

ହାରିଲେ ୧୨ ମନ୍ତ୍ରୀ ଚଳିତ ନିର୍ବାଚନରେ ରାଜ୍ୟର ୧୨ଜଣ ମନ୍ତ୍ରୀ ପରାଜିତ ହୋଇଛନ୍ତି । ବିଜେପିର ସମସ୍ତ ନବାଗତ(କେବେବି ବିଧାୟକ କି ସାଂସଦ ହୋଇନାହାନ୍ତି)ଙ୍କଠୁ ଏହି ମନ୍ତ୍ରୀମାନେ ପରାଜିତ ହୋଇଛନ୍ତି । ୧୧ଜଣ ମନ୍ତ୍ରୀ […]

ଜିତିଲେ ଜୟନାରାୟଣ, ହାରିଲେ ରୋହିତ

ପଞ୍ଚମ ଥର ପାଇଁ ଜିତିଲେ ଜୟନାରାୟଣ ମିଶ୍ର। ସେ ତାଙ୍କ ନିକଟତର ପ୍ରତିଦ୍ୱନ୍ଦ୍ୱୀ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ କରିଛନ୍ତି। ଜୟନାରାୟଣ ବିଜେୟୀ ହେବା ପରେ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ […]