ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ଼ରେ ବିଏମସି

ମୁକୁଳା ଡ୍ରେନ ଉପରେ ମାସକ ଭିତରେ ସ୍ଲାବ ପଡ଼ିବ ଭୁବନେଶ୍ୱର ସ୍ଥିତ ୟୁନିଟ୍-୩ ମସଜିଦ୍‌ କଲୋନୀରେ ଡ୍ରେନ ପାଣିରେ ଭାସି ଜଣେ ନାବାଳକର ମୃତ୍ୟୁ ପରେ ଆକ୍ସନ ମୁଡ୍‌କୁ ଆସିଛି ଭୁବନେଶ୍ୱର ମହାନଗର ନିଗମ( ବିଏମସି)। ରାଜଧାନୀରେ ଥିବା […]

କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ

ଯେପରି ପାଇଥିଲେ ସେପରି ଫେରାଇବେ କ୍ୱାର୍ଟର ଆବଣ୍ଟିତ ହୋଇଥିବା ସରକାରୀ କ୍ୱାର୍ଟର ଭଙ୍ଗା ଘଟଣାରେ ମୁହଁ ଖୋଲିଲେ ପ୍ରଣବ ପ୍ରକାଶ ଦାଶ । ବିଜେଡିର ସାଂଗଠନିକ ସମ୍ପାଦକ ତଥା ପୂର୍ବତନ ବିଧାୟକ କହିଛନ୍ତି, ୧୫ […]

ଅଣ୍ତରଗ୍ରାଉଣ୍ତରେ ଚାଲିଥିଲା କ’ଣ ?

ବବିଙ୍କ ସରକାରୀ ଘରେ ଭଙ୍ଗାରୁଜା ବିଜେଡି ନେତା ବବି ଦାସଙ୍କ ସରକାରୀ ଘରେ ଚାଲିଛି ଭଙ୍ଗାରୁଜା । ତେବେ କାହିଁକି ଭଙ୍ଗାରୁଜା ଚାଲିଛି ଏବଂ ଅଣ୍ଡରଗ୍ରାଉଣ୍ଡରେ କ’ଣ ଚାଲିଥିଲା, ସେ ନେଇ ଖୋଳତାଡ଼ ଚାଲିଛି। […]

ରତ୍ନଭଣ୍ଡାରକୁ ନେଇ ବଡ଼ଖବର

ଖୁବଶୀଘ୍ର ଖୋଲିବ ରତ୍ନଭଣ୍ଡାର: ମନ୍ତ୍ରୀ ରତ୍ନଭଣ୍ଡାର ଖୋଲିବା ନେଇ ପ୍ରକ୍ରିୟା ଜାରି ରହିଛି ଖୁବଶୀଘ୍ର ଏହାକୁ ଖୋଲାଯିବ ଏବଂ ଏଥିରେ ଥିବା ସବୁ ବହୁମୂଲ୍ୟ ଅଳଙ୍କାରକୁ ଗଣତି କରାଯିବ ବୋଲି କହିଛନ୍ତି ଆଇନ ମନ୍ତ୍ରୀ […]

ରାଜ୍ୟରେ ମାଡ଼ୁଛି ସଂକ୍ରମଣ ରୋଗ

ରାଜ୍ୟରେ ମାଡ଼ୁଛି ସଂକ୍ରମଣ ରୋଗ, ସ୍ଥିତି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟରେ ସଂକ୍ରମଣ ରୋଗ ମାଡି ଚାଲିଛି । ଡିପଥେରିଆ, ଜଣ୍ଡିସ ଓ ଜାପାନିଜ ଏନସେଫାଲାଇଟିସ୍ ଭଳି ରୋଗ ଏବେ ଚିନ୍ତା ବଢାଇଛି । […]

ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜେଡି

ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜେଡି ଲୋକସଭାରେ ମୂଳପୋଛ ହୋଇଥିଲେ ବି ରାଜ୍ୟସଭାରେ ପ୍ରମୁଖ ବିରୋଧୀ ଭୂମିକା ଲିଭାଇବ ବିଜୁ ଜନତା ଦଳ । ଦଳର ୯ ସାଂସଦ ଓଡିଶାର ସ୍ୱାର୍ଥ ପ୍ରସଙ୍ଗରେ […]

ପାପଭାର ବଢ଼ିବା ପରେ ଅହଂକାରର ପତନ ହେଲା: ମୋହନ ମାଝୀ

ବିଜେଡିକୁ କଟାକ୍ଷ କଲେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ସଭାରେ ବିଜେଡିକୁ କଟାକ୍ଷ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କହିଲେ, ମମିତା ମେହେରା ଓ ପରୀ ମାମଲାରେ ନ୍ୟାୟ ଦିଆଗଲାନି, ପାପଭାର ବଢ଼ିବା ପରେ […]

ଭାଙ୍ଗିଯିବ କି ବିଜେଡି?

ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା? ଭାଙ୍ଗିଯିବ କି ବିଜେଡି? ନବୀନଙ୍କୁ ଘାରିଛି କି ଦଳ ଭାଙ୍ଗିଯିବା ଚିନ୍ତା? ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ପରେ ଏବେ ଏମିତି କିଛି ଚର୍ଚ୍ଚା ଜୋର […]

ସୁଭଦ୍ରା ଯୋଜନା ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ

୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ ସୁଭଦ୍ରା ଯୋଜନା ନେଇ ଉପ-ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା […]

କାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ

କାଲିଠୁ ରାଜ୍ୟରେ ସ୍ୱାଭାବିକ ସ୍କୁଲ ଆସନ୍ତାକାଲିଠୁ ରାଜ୍ୟରେ ସ୍ୱାଭାବିକ ଭାବେ ଖୋଲିବ ସ୍କୁଲ । ରାଜ୍ୟରେ ପାଣିପାଗ ବଦଳିବା ହେତୁ, ସ୍କୁଲ ସ୍ୱାଭାବିକ ଚାଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ […]

୨୬ରୁ ବଢିବ ବର୍ଷା, ୯ ଜିଲ୍ଲାକୁ ୟେଲୋ ଆଲର୍ଟ

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ । ଭୁବନେଶ୍ୱର ସମେତ ସାରା ଓଡ଼ିଶାରେ ମୌସୁମୀ ସକ୍ରିୟ ନେଇ ସୂଚନା ଦେଇଛି ଆଂଚଳିକ ପାଣିପାଗ କେନ୍ଦ୍ର । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି […]