ସ୍ବର୍ଗଦ୍ବାରରେ କାଠ ବଦଳରେ ଗୋବର ଘସିରେ ହେବ ଶବଦାହ

ଗୋବର ଘସିରେ ହେବ ଶବଦାହ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ। ଏନେଇ ଯୋଜନା ପ୍ରସ୍ତୁତି କରୁଛି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ। ପ୍ରାରମ୍ଭିକ ଆଲୋଚନା ଆରମ୍ଭ […]

ମନ୍ଦିରରେ ଉତ୍ସବ ପାଳନ ବେଳେ ଭୟଙ୍କର ବିସ୍ଫୋରଣ

ମନ୍ଦିରରେ ବାଣ ବିସ୍ଫୋରଣ, ୧୫୦ରୁ ଅଧିକ ଆହତ ବିଳମ୍ୱିତ ରାତିରେ କେରଳରେ ବଡ଼ ଧରଣର ଅଘଟଣ ଘଟିଛି। ଅଞ୍ଜୁତମ୍ବାଲମ୍ ଭାରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ଉତ୍ସବ ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟି ୧୫୦ରୁ […]

ଏକତାର ଶପଥ କରାଇ ନିଜେ ଦୌଡ଼ିଲେ ମୁଖ୍ୟମନ୍ତ୍ରୀ

ରାଜଧାନୀରେ ‘ରନ୍ ଫର୍ ୟୁନିଟି’ ରାଜଧାନୀରେ ରନ୍ ଫର୍ ୟୁନିଟି କାର୍ଯ୍ୟକ୍ରମ। ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ହୋଇଛି ରନ୍ ଫର୍ ୟୁନିଟି। ସର୍ଦ୍ଦାର […]

ମହାରାଷ୍ଟ୍ର ନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ

ମହାରାଷ୍ଟ୍ର ନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲାଗି ଆଜି ହେଉଛି ପ୍ରାର୍ଥୀପତ୍ର ଦାଖଲର ଶେଷ ଦିବସ । ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର୍‍ଙ୍କ […]

୮ କୋଟି ଟଙ୍କା ପାଇଁ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

୮ କୋଟି ପାଇଁ ସ୍ୱାମୀକୁ ହତ୍ୟା ତେଲେଙ୍ଗାନାରୁ ଜଣେ କଫି ବ୍ୟବସାୟୀ ରମେଶଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି କର୍ଣ୍ଣାଟକ ପୋଲିସ।ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ପତ୍ନୀ । […]

ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମହାରାଷ୍ଟ୍ର ନିର୍ବାଚନ: ନାମାଙ୍କନ ଏକନାଥ ସିନ୍ଦେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନାମାଙ୍କନପତ୍ର ଦାଖଲ କରିଛନ୍ତି। କୋପ୍ରି ପାଚପାଖାଡି ଆସନରୁ ଏକନାଥ ସିନ୍ଦେ ତାଙ୍କ ନାମାଙ୍କନପତ୍ର […]

ଦୁର୍ନୀତିଗ୍ରସ୍ତଙ୍କୁ ସିଏମ୍‌ଙ୍କ କଡ଼ା ଚେତାବନୀ

ଏ ସରକାର କେତେବେଳେ ବି ବାନ୍ଧିପାରେ: ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତଙ୍କୁ ସିଏମ୍‌ଙ୍କ କଡ଼ା ଚେତାବନୀ । ଏ ସରକାର କେତେବେଳେ ବି ବାନ୍ଧିପାରେ। ମୁଖ୍ୟମନ୍ତ୍ରୀ କହିଛନ୍ତି କ୍ୟାନସର ହେଲେ ଯେମିତି ସେ ଅଙ୍ଗକୁ କାଢ଼ି ଫୋପାଡ଼ି […]

ସରକାର ଆଣିବେ ଦେବାଳୟ ଯୋଜନା

ମଠ ମନ୍ଦିର ପାଇଁ ଆସିବ ନୂଆ ଯୋଜନା ମଠ ମନ୍ଦିର ସୁରକ୍ଷା ପାଇଁ ସରକାର ଆଣିବେ ଦେବାଳୟ ଯୋଜନା । ରକ୍ଷଣ ବେକ୍ଷଣ ସହ ପରିଚଳନା ସମସ୍ୟା ସମାଧାନ ପାଇଁ ନୂଆ ଯୋଜନା ଆଣୁଛନ୍ତି […]

ଆଜିଠୁ ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨

ଓଡ଼ିଶାରେ ଡେରିହେବ ଆୟୁଷ୍ମାନ ଯୋଜନା ଆଜିଠୁ ସାରା ଦେଶରେ ଆରମ୍ଭ ହେବ ଆୟୁଷ୍ମାନ ଭାରତ ପାର୍ଟ-୨। ୭୦ ବର୍ଷରୁ ଉର୍ଦ୍ଧ୍ୱ ସମସ୍ତ ବରିଷ୍ଠ ନାଗରିକଙ୍କୁ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ମିଳିବ ସ୍ୱାସ୍ଥ୍ୟ […]

ଜାଣନ୍ତୁ କେଉଁଦିନ ଦୀପାବଳୀ କେଉଁଦିନ କାଳୀପୂଜା ?

ଜାଣନ୍ତୁ କେଉଁଦିନ ଦୀପାବଳୀ କେଉଁଦିନ କାଳୀପୂଜା ? କେଉଁଦିନ ପାଳନ ହେବ କାଳୀପୂଜା ? କେଉଁଦିନ ପାଳିବେ ଦୀପାବଳି ଓ ପୟାଶ୍ରାଦ୍ଧ ? ରାଜ୍ୟରେ ପ୍ରଚଳିତ ଭିନ୍ନ ଭିନ୍ନ ପଞ୍ଜିକା ଓ କ୍ୟାଲେଣ୍ଡରରେ ଉଭୟ […]

‘ସଲମାନ ଖାନ୍‌ଙ୍କ ମାମଲରେ ଦୂରେଇ ରୁହ। ନଚେତ ମାରିଦେବୁ’

ସାଂସଦ ପପୁ ଯାଦବଙ୍କୁ ହତ୍ୟା ଧମକ ବିହାରର ପୁର୍ନିଆର ସାଂସଦ ପପୁ ଯାଦବଙ୍କୁ ଲରେନ୍ସଙ୍କ ଗ୍ୟାଙ୍ଗରୁ ଧମକ ଦିଆଯାଇଛି। କିଛି ଦିନ ପୂର୍ବରୁ ପପୁ ଯାଦବ ୨୪ ଘଣ୍ଟା ମଧ୍ୟରେ ଲରେନ୍ସଙ୍କ ନେଟୱାର୍କକୁ ସମାପ୍ତ […]