ବରଗଡ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ବରଗଡ ଧନୁଯାତ୍ରା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି ବରଗଡ ୭୭ତମ ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ଆଜି ଶୁଭ ସ୍ତମ୍ବ ସ୍ଥାପନ ହୋଇଛି । ପ୍ରଥମେ ମା’ ଇଷ୍ଟ ଦେବୀ ସମଲେଶ୍ୱରୀ ମନ୍ଦିରରେ ପୂଜାର୍ଚ୍ଚନା ପରେ […]

ଦୁନିଆ ଦେଖିଲା ନୌସେନାର ଦମ୍

ହେଲିକପ୍ଟର ଓ ଜେଟ୍‌ର ଗର୍ଜନରେ କମ୍ପିଲା ବ୍ଳୁ-ଫ୍ଳାଗ ବିଚ୍‌ ପ୍ରଥମ ଥର ପାଇଁ ନୌସେନା ଦିବସର ସାକ୍ଷୀ ବନିଲା ଶ୍ରୀକ୍ଷେତ୍ର । ପୁରୀ ସମୁଦ୍ରକୂଳ ପାଲଟିଲା ଜନସମୁଦ୍ର । ଯୁଦ୍ଧ ଜାହାଜରୁ କ୍ଷେପଣାସ୍ତ୍ର ମାଡ଼ର […]

ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ବୟାନ

‘ଜବରଦଖଲ ଜମି ଉପରେ ବୁଲିବ ବୁଲଡୋଜର’ ବିଧାନସଭାରେ ବଡ଼ ବୟାନ ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି […]

ବଡ଼ଦିନରେ ଆସିବ ସୁଭଦ୍ରା ଟଙ୍କା

ଡିସେମ୍ବର ୨୫ରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ୨୫ ଡିସେମ୍ବରରେ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା । ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଖାତାକୁ ଆସିବ । ଚତୁର୍ଥ ପର୍ଯ୍ୟାୟ ଟଙ୍କା ପଠାଇବାକୁ […]

ନୌସେନାର ପରାକ୍ରମ ଦିବସ, ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ପୁରୀରେ ନୌବୀରଙ୍କ ପରାକ୍ରମ ପୁରୀ ବ୍ଲୁ ଫ୍ଲାଗ ବିଚ୍‌ରେ ନୌସେନାର ପରାକ୍ରମ ଦିବସ। ଡେମୋର ଉଦ୍‌ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ କରି ପୁରୀରେ ପାଳିତ ହେଉଛି ନୌସେନା ଦିବସ । […]

୨ ଦିନ ପରେ ରାଜ୍ୟରେ ବଢିବ ଶୀତ

୨ ଦିନ ପରେ ରାଜ୍ୟରେ ବଢିବ ଶୀତ ୨ ଦିନ ପରେ ରାଜ୍ୟରେ ବଢିବ ଶୀତ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ରାଜ୍ୟର ଅଧିକାଂଶ ସ୍ଥାନରେ ୨ […]

ପୁରୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟରୁ ଚାଲି ଚାଲି ଯାଇ କଳା ଠାକୁରଙ୍କୁ ଦର୍ଶନ କଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତାଙ୍କ ସହ ମୁଖ୍ୟମନ୍ତ୍ରୀ […]

ପୁଣି ବଦ୍ରି ପାତ୍ରଙ୍କ ବିସ୍ଫୋରକ ବୟାନ

‘ଅନ୍ୟ ଦଳରୁ ନେତା ଧାର ଆଣି ଆମେ ଭୁଲ କରିଛୁ’ ପୁଣି ବିଜେଡିର ବରିଷ୍ଠ ନେତା ବଦ୍ରି ପାତ୍ରଙ୍କ ବିସ୍ପୋରକ ବୟାନ । ଗତକାଲି ପିଇବା ପାଣି ପ୍ରସଙ୍ଗରେ ବିସ୍ଫୋରକ ବୟାନ ଦେଇଥିବା ବଦ୍ରି, […]

ସଂସଦରରେ ଉଠିଲା ଚାଷୀ ପ୍ରସଙ୍ଗ

ଆଦାନୀ ଲାଞ୍ଚ ପ୍ରସଙ୍ଗ ଉଠାଇ ଲୋକସଭା ସାଂସଦଙ୍କ ବିରୋଧ ପ୍ରଦର୍ଶନ ସରଗରମ ସଂସଦ । ରେଲୱେ ଆମେଣ୍ଡମେଣ୍ଟ ବିଲ ୨୦୨୪ ଆଗତ କରିବାକୁ ବିଜେପି ପ୍ରସ୍ତୁତି କରିଛି । ରେଳ ଟିକେଟ ଉପରେ ରେଳ […]

ଅମୃତସର ସ୍ବର୍ଣ୍ଣ ମନ୍ଦିର ଦ୍ବାରରେ ସୁଖୱିରଙ୍କ ଉପରେ ଗୁଳିମାଡ଼

ସୁଖୱିର ସିଂ ବାଦଲଙ୍କୁ ଆକ୍ରମଣ ପଞ୍ଜାବ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ସିରୋମଣୀ ଅକାଳୀ ଦଳ ମୁଖ୍ୟ ସୁଖବୀର ସିଂ ବାଦଲଙ୍କୁ ଆକ୍ରମଣ । ଅମୃତସର ସ୍ବର୍ଣ୍ଣମନ୍ଦିର ବାହାରେ ସୁଖବୀର ସିଂ ବାଦଲଙ୍କ ଉପରକୁ ଗୁଳିମାଡ଼ […]

ରାହୁଲଙ୍କୁ ଅଟକାଇଲା ପୋଲିସ

‘ଆପଣଙ୍କ ଗାଡ଼ିରେ ପଛେ ନେଇ ଯାଆନ୍ତୁ, ମୋତେ ଯିବାକୁ ଦିଅନ୍ତୁ’ ଲୋକ ସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ସମ୍ଭଲ ଯାଉଛନ୍ତି। ସେପଟେ ପୋଲିସ ତାଙ୍କୁ ଗାଜିପୁର ସୀମାରେ ଅଟକାଇଛି। […]