ଆଜିଠୁ ୫ ଦିନିଆ ବାହାର ରାଜ୍ୟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଦିଲ୍ଲୀ, ରାଜସ୍ଥାନ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ଆଜିଠୁ ୫ ଦିନିଆ ବାହାର ରାଜ୍ୟ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦିଲ୍ଲୀ ଓ ରାଜସ୍ଥାନ ଗସ୍ତ କରିବେ ମୋହନ ମାଝୀ । ଆଜିଠୁ […]

ଆମ୍ବେଦକର ବିବାଦରେ ସ୍ପଷ୍ଟୀକରଣ ରଖିଲେ ଅମିତ ଶାହ

ଇସ୍ତଫା ଦେବିନି: ଅମିତ ଶାହ ରାଜ୍ୟସଭାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମ୍ବିଧାନ ପ୍ରଣୟତା ବିଆର ଆମ୍ବେଦକରଙ୍କ ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ତାଙ୍କ ବୟାନକୁ ବିରୋଧୀ ଜୋରଦାର ବିରୋଧ […]

ଏକ ଦେଶ, ଏକ ନିର୍ବାଚନ ବିଲ୍ ପାଇଁ ୩୧ ଜଣିଆ କମିଟି

ଜେପିସିରେ ପ୍ରିୟଙ୍କା, ଭର୍ତ୍ତୃହରି ଓ ସମ୍ବିତ ପାତ୍ର ଏକ ଦେଶ, ଏକ ନିର୍ବାଚନ ବିଲ୍ ଏବେ ଜେପିସିକୁ ପଠାଯାଇଛି। ଏହି କମିଟି ବିଲ୍ ଉପରେ ତମାମ ଆଲୋଚନା କରିବା ପରେ, ଏହାର ଏକ ରିପୋର୍ଟ […]

ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର

ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ବୈଷ୍ଣବ ଚରଣ ସାମଲଙ୍କୁ ମିଳିବ ସାହିତ୍ୟ ଏକାଡେମୀ ପୁରସ୍କାର । ‘ଭୂତି ଭକ୍ତି ବିଭୂତି’ […]

ଦୁଇ ମାସରେ ସରିବ ଆବାସ ସର୍ଭେ: ମନ୍ତ୍ରୀ

‘ଦୁଇ ମାସରେ ସରିବ ଆବାସ ସର୍ଭେ’ ଦୁଇ ମାସରେ ସରିବ ଆବାସ ସର୍ଭେ ।ଏବେ ଗ୍ରାମାଞ୍ଚଳରେ ସର୍ଭେ ଆରମ୍ଭ ହୋଇଛି । ଗ୍ରାମ ସଭା ମାଧ୍ୟମରେ ପ୍ରତି ଗାଁରେ ସଚେତନତା କରାଯାଉଛି । ଲୋକଙ୍କୁ […]

କ୍ରିକେଟ୍‌ରୁ ଅବସର ନେଲେ ଅଶ୍ୱିନ

ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ୱିନ । ଗାବା ଟେଷ୍ଟ ପରେ ସେ ଅବସର ଘୋଷଣା କରିଛନ୍ତି ସ୍ପିନ୍‌ ଲିଜେଣ୍ଡ ଆର୍‌ ଅଶ୍ୱିନ୍। ୩୮ […]

ସମନ ପରେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ

ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବିଷ୍ଣୁପଦ ସିବିଆଇ ସମନ ପରେ ଦିଲ୍ଲୀ ଯାଇଥିଲେ ବିଷ୍ଣୁପଦ ସେଠୀ । ହାଜର ନହୋଇ ହୋଟେଲରେ ଥିଲେ ଆଇଏଏସ ବିଷ୍ଣୁପଦ । ୧୧ରୁ ୧୩ ତାରିଖ ଯାଏଁ […]

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ଇଡିର ରେଡ୍

ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ ପ୍ରମିଳା ମଲ୍ଲିକଙ୍କ ଭାଇଙ୍କ ଘରେ ରେଡ୍ । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ଭାଇ କ୍ଷୀରୋଦ ମଲ୍ଲିକଙ୍କ ଘରେ ଇଡିର ରେଡ୍ । ୨୩୧ […]

ପ୍ରିୟଙ୍କାଙ୍କ ବ୍ୟାଗକୁ ନେଇ ସଂସଦରେ ହଙ୍ଗାମା

ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ପାଲେଷ୍ଟାଇନ, ବାଂଲାଦେଶ ବ୍ୟାଗ୍ ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ବ୍ୟାଗ୍। କେତେବେଳେ ପାଲେଷ୍ଟାଇନ ଲେଖାଥିବା ବ୍ୟାଗ୍ ତ ଆଉ କେତେବେଳେ ବାଂଲାଦେଶ ଲେଖାଥିବା ଥିବା ବ୍ୟାଗକୁ ନେଇ ଦେଖାଦେଇଛି ବିବାଦ। କଂଗ୍ରେସ ଏମ୍‌ପି ପ୍ରିୟଙ୍କା […]

ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ

ମନୋଜଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ IAS ସ୍ତରରେ ଅଦଳବଦଳ । ବିବାଦ ପରେ ପଦରୁ ହଟିଲେ ଆଇଏଏସ୍ ବିଷ୍ଣୁପଦ ସେଠୀ । ଆଇଏଏସ୍‌ ମନୋଜ ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଦାୟିତ୍ଵ ମିଳିଛି […]

ଆକ୍ସନ ମୁଡ୍‌ରେ ମୋହନ ସରକାର

ପଦରୁ ବିଦା ହେଲେ ବିଷ୍ଣୁପଦ ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର । ଆଜି ତାଙ୍କୁ ୩ଟି ଯାକ ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି […]