୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା

୧୮ରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ୧୮ ତାରିଖରୁ କଂଗ୍ରେସର ସଂକଳ୍ପ ପଦଯାତ୍ରା ଆରମ୍ଭ ହେବାକୁ ଯାଉଛି । ପ୍ରଥମେ ଭୁବନେଶ୍ବର ବିମାନବନ୍ଦରରୁ ଲିଙ୍ଗିପୁର ପର୍ଯ୍ୟନ୍ତ ଏହି ପଦଯାତ୍ରା ହେବ । ଏହାପରେ ପୁଣି ଲିଙ୍ଗିପୁରରୁ […]

ପୁରୀରେ ଆଇପିଏଲ ଟ୍ରଫି

ପୁରୀରେ ଆଇପିଏଲ ଟ୍ରଫି ପୁରୀରେ ଆଇପିଏଲ ଟ୍ରଫି। ଆସନ୍ତା ମାର୍ଚ୍ଚରୁ ଆଇପିଏଲ୍ ମ୍ୟାଚ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ଆଇପିଏଲ ଟ୍ରଫିକୁ ଶ୍ରୀମନ୍ଦିର ଅଣାଯାଇ ମହାପ୍ରଭୁଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଛି। କୋଲକତା ନାଇଟ […]

ମହାକୁମ୍ଭରେ ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ

ମହାଶିବରାତ୍ରିରେ ହେବ ଅନ୍ତିମ ରାଜକୀୟ ସ୍ନାନ ମହାକୁମ୍ଭରେ ବୁଡ଼ ପକାଇଲେଣି  ୫୦ କୋଟି ଶ୍ରଦ୍ଧାଳୁ । ମହାକୁମ୍ଭରେ ପୌଷ ପୂର୍ଣ୍ଣିମା, ମକର ସଂକ୍ରାନ୍ତି, ମୌନୀ ଅମାବାସ୍ୟା, ବସନ୍ତ ପଞ୍ଚମୀ ଏବଂ ମାଘ ପୂର୍ଣ୍ଣିମାରେ ସ୍ନାନ […]

ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତ ଛିଟା

ଶ୍ରୀମନ୍ଦିରରେ ରକ୍ତ ଛିଟା, ମହାପ୍ରଭୁଙ୍କ ହେବ ବଡ଼ ମହାସ୍ନାନ ଶ୍ରୀମନ୍ଦିରରେ ଦେଖିବାକୁ ମିଳିଛି ରକ୍ତ ଛିଟା । ଶ୍ରୀଜିଉଙ୍କର ହେବ ବଡ଼ ମହାସ୍ନାନ । ଶ୍ରୀମନ୍ଦିର ଭିତର କାଠ ନିକଟରେ ରକ୍ତ ଛିଟା ଦେଖିବାକୁ […]

ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା, ୧୮ ଜଣଙ୍କର ମୃତ୍ୟୁ ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା । ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ […]

୧୭ ଏବଂ ୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

୧୭ ଏବଂ ୨୪ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଆଗାମୀ ଫେବୃଆରୀ ୧୭ ଏବଂ ୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ […]

ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ

ମୁଣ୍ଡପିଛା ଆୟରେ ଓଡ଼ିଶା ଏକାଦଶ ସ୍ଥାନରେ ଆସିଲା ଅର୍ଥନୈତିକ ସର୍ଭେ ରିପୋର୍ଟ। ବଜେଟ୍ ପୂର୍ବରୁ ଆସିଲା ୨୦୨୪-୨୫ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ। ଓଡ଼ିଶାର ଅଭିବୃଦ୍ଧି ହାର ୭.୨ ପ୍ରତିଶତ ରହିବା ନେଇ ସର୍ଭେ […]

ପ୍ରୋ ଲିଗ ମହିଳା ହକି, ଇଂଲଣ୍ଡକୁ ହରାଇଲା ଭାରତ

୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ ୩-୨ରେ ଇଂଲଣ୍ଡକୁ ହରାଇଲା ଭାରତ। କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରୋ ଲିଗ ମହିଳା ହକିର ଆଜି ପ୍ରଥମ ଦିନର ଦ୍ବିତୀୟ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଭାରତ ଇଂଲଣ୍ଡ […]

ଏଣିକି ଆଇଏଏସଙ୍କ ଛୁଟିରେ ଲାଗିବ ଲଗାମ

ଛୁଟି ନେବା ପୂର୍ବରୁ ଅନୁମତି ମାଗିବେ ଆଇଏଏସ ଏଣିକି ଆଇଏଏସଙ୍କ ଛୁଟିରେ ଲାଗିବ ଲଗାମ । ହେଡକ୍ବାର୍ଟର ଛାଡ଼ିବା ପୂର୍ବରୁ ହେଉ ବା କୌଣସି ପ୍ରକାର ଛୁଟି ନେବା ପୂର୍ବରୁ ହେଉ ମୁଖ୍ୟ ଶାସନ […]

ରାଜ୍ୟରେ ଏବେ ବି ବନ୍ଦ ହୋଇନି ବାଲ୍ୟବିବାହ

୬ ବର୍ଷରେ ରାଜ୍ୟରେ ୮ ହଜାର ୧୫୯ଟି ବାଲ୍ୟ ବିବାହ ରାଜ୍ୟରେ ଏବେ ବି ବନ୍ଦ ହୋଇନି ବାଲ୍ୟବିବାହ । ବିଧାନସଭାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଉତ୍ତରରୁ ଏହା ସ୍ପଷ୍ଟ ହୋଇଛି । ବିଜେଡି ବିଧାୟକ ବଦ୍ରି […]

ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର

ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର ସାର୍ବଜନୀନ ହେବ ରତ୍ନଭଣ୍ଡାରରେ ଅଳଙ୍କାର । ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବର୍ତ୍ତମାନ ରତ୍ନଭଣ୍ଡାର ମରାମତି କାମ ଚାଲୁ ରହିଛି । […]