ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଲେ ଦେବୀ

ବିଜେଡିରେ କେଉଁଠି ବି ନାହିଁ ଅସନ୍ତୋଷ: ଦେବୀ ମିଶ୍ର ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛି ବିଜେଡି । ବିଜୁ ଜନତା ଦଳର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ଯେ, ସେ ବିଜେଡିରେ […]

ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ

ବିଜେଡିରେ ନେତାମାନେ ଅଣନିଃଶ୍ୱାସୀ ହୋଇଗଲେଣି: ପ୍ରସନ୍ନ ପାଟ୍ଟଶାଣୀ ନବୀନ ଓ ପାଣ୍ଡିଆନଙ୍କୁ ନେଇ ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀଙ୍କ ବିସ୍ଫୋରକ ବୟାନ । ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ହେଉଛି । ଦଳରେ ନେତାମାନେ […]

ରଥଯାତ୍ରା ପାଇଁ ଆସିଲା ରଥ ଦଉଡି଼

ପୁରୀରେ ପହଞ୍ଚିଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି଼ ପୁରୀରେ ପହଞ୍ଚିଲା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ ଦଉଡି଼ । ଓଡ଼ିଶା କତା ନିଗମ ଏହି ଦଉଡ଼ି ଶ୍ରୀମନ୍ଦିର ପ୍ରଶାସନକୁ ଯୋଗାଇ […]

ଶ୍ରୀକ୍ଷେତ୍ରରେ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ନରେନ୍ଦ୍ର ପୁଷ୍କରିଣୀରୁ ବାହାର କରାଗଲା ବୁଡି ରହିଥିବା ନନ୍ଦା,ଭଦ୍ରା ଆସନ୍ତା ୩୦ ତାରିଖ ଅକ୍ଷୟ ତୃତୀୟା ଅବସରରେ ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ଚନ୍ଦନଯାତ୍ରା।  ଗତବର୍ଷ ଚନ୍ଦନଯାତ୍ରା ପରେ ନରେନ୍ଦ୍ର ପୁଷ୍କରିଣୀରେ ବୁଡି ରହିଥିବା […]

ଖାଲି ପଡ଼ିଥିବା ୧୧୩୪ଟି ପଦ ପୂରଣ ପାଇଁ ହେବ ଉପନିର୍ବାଚନ

ଖୁବଶୀଘ୍ର ରାଜ୍ୟରେ ହେବ ପଞ୍ଚାୟତ ଉପନିର୍ବାଚନ ଖୁବଶୀଘ୍ର ରାଜ୍ୟରେ ହେବ ପଞ୍ଚାୟତ ଉପନିର୍ବାଚନ । ୧ ହଜାର ୧୩୪ଟି ଆସନରେ ଉପନିର୍ବାଚନ ନିମନ୍ତେ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । […]

ଝାରସୁଗୁଡ଼ାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର

ଦୁଷ୍କର୍ମ ମାମଲାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର ଝାରସୁଗୁଡ଼ାରେ ୨ ଅଭିଯୁକ୍ତକୁ ଏନକାଉଣ୍ଟର । ଝାରସୁଗୁଡ଼ା ବେଲପହାଡ଼ ରାସ୍ତାରେ ଏନକାଉଣ୍ଟର । ଦୁଇ ଅଭିଯୁକ୍ତ ସେକ ଆଶିଷ, ଅଭିଷେକ ବାରିକକୁ ଏନକାଉଣ୍ଟର । ଦୁଇ ଅଭିଯୁକ୍ତ […]

ପୁରୀରେ ସାଂସଦ ଓ ବିଧାୟକ ନେବେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର

ବିଜେପି ବିଧାୟକ, ସାଂସଦଙ୍କୁ ଗୁରୁମନ୍ତ୍ର ଦେବେ ଜେପି ନଡ୍ଡା ଆଜିଠୁ ପୁରୀରେ ସାଂସଦ ଓ ବିଧାୟକ ନେବେ ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର । ସଙ୍ଗଠନ ଓ ସରକାରଙ୍କ ମଧ୍ୟରେ ଉତ୍ତମ ସମନ୍ଵୟ ପାଇଁ […]

ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି

୨୯ ଜଣ OAS ଅଧିକାରୀଙ୍କୁ ମିଳିଲା ପଦୋନ୍ନତି ରାଜ୍ୟ ସରକାର ଓଏଏସ ସ୍ତରରେ ବଡ଼ ଧରଣର ପଦୋନ୍ନତି ଦେଇଛନ୍ତି । ଏକକାଳୀନ ୨୯ ଜଣ ଓଏଏସ୍ ଅଧିକାରୀଙ୍କର ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ହୋଇଛି […]

ଅହଂଭାବ ଯୋଗୁଁଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ

ଅହଙ୍କାର ଅଟକାଇଛି ୩ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଅହଂଭାବ ଯୋଗୁଁଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ। ଏବେ ଓଡ଼ିଶାରେ ବିଜେପି ସରକାର ଆସିଥିବାବେଳେ ଆଜିଠାରୁ ଏଠାରେ […]

୧୮ ଦିନିଆ ରିମାଣ୍ତରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ତ ତହବୁର ରାଣା

୧୮ ଦିନିଆ ରିମାଣ୍ତରେ ତହବୁର ରାଣା ୧୮ ଦିନିଆ ରିମାଣ୍ତରେ ଗଲା ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ତ ତହବୁର ରାଣା । ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଶୁଣାଣି ପରେ, ଜାତୀୟ ତଦନ୍ତକାରୀ ସଂସ୍ଥା […]

ଓଡ଼ିଶାକୁ ମିଳିଲା ଆୟୁଷ୍ମାନ୍ ଭାରତ

ଓଡ଼ିଶାରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ ଓଡ଼ିଶାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା । ରାଜ୍ୟର ସାଢ଼େ ୩ କୋଟି ଲୋକ […]