ସର୍ବଦଳୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସୂଚନା

ଅପରେସନ୍ ସିନ୍ଦୂର, ୧୦୦ ଆତଙ୍କୀ ସଫା ଭାରତର ଅପରେସନ୍ ସିନ୍ଦୂରରେ ଅତି କମରେ ୧୦୦ ଆତଙ୍କୀ ହୋଇଛନ୍ତି ନିପାତ। ସର୍ବଦଳୀୟ ବୈଠକରେ ଏହି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ଦିଲ୍ଲୀ ସଂସଦ […]

ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ପାକିସ୍ତାନର ଟାର୍ଗେଟ୍‌

ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ ଭାରତର ୧୫ଟି ସହରକୁ ପାକିସ୍ତାନର ଟାର୍ଗେଟ୍‌ । ଏ ନେଇ ସ୍ପଷ୍ଟ କଲା ପ୍ରତିରକ୍ଷା ମନ୍ତ୍ରାଳୟ। ଉତ୍ତର ଓ ପଶ୍ଚିମ ପ୍ରାନ୍ତରରେ ଥିବା ସହରକୁ ଟାର୍ଗେଟ୍‌ । […]

ଅପରେସନ୍ ସିନ୍ଦୂରରେ ସହିଦ ହୋଇଗଲେ ଦିନେଶ

ଅପରେସନ୍ ସିନ୍ଦୂରରେ ସହିଦ ହୋଇଗଲେ ଦିନେଶ ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତ ଏବଂ ପାକିସ୍ତାନ ସେନା ମଧ୍ୟରେ ଗୁଳିବିନିମୟ ଚାଲିଛି । ଏହି ଗୁଳିମାଡ଼ରେ ଜଣେ ଭାରତୀୟ ସେନାର ଜଣେ ସୈନିକ ସହିଦ ହୋଇଥିଲେ । […]

୧୧ ଟାରେ ବସିବ ସର୍ବଦଳୀୟ ବୈଠକ

ଅପରେସନ ସିନ୍ଦୂରକୁ ନେଇ ଆଜି ସର୍ବଦଳୀୟ ବୈଠକ ଅପରେସନ ସିନ୍ଦୂରକୁ ନେଇ ଆଜି ସର୍ବଦଳୀୟ ବୈଠକ । ଅପରେସନ ସିନ୍ଦୂରକୁ ନେଇ ଭାରତୀୟ ସେନା ବାହିନୀଙ୍କ ପ୍ରଶଂସା କରିଛି କେନ୍ଦ୍ର କ୍ୟାବିନେଟ। ସେନାବାହିନୀ ଦ୍ୱାରା […]

ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ

ଶାନ୍ତି ସମାଧାନ ପାଇଁ ଭାରତ ଓ ପାକିସ୍ତାନକୁ ଆମେରିକାର ଅପିଲ ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ। ଶାନ୍ତି ମାଧ୍ୟରେ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନକୁ ଅପିଲ କରିଛନ୍ତି […]

ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କ ବୈଠକ

ସତର୍କ ରୁହ ସୀମାବର୍ତ୍ତୀ ରାଜ୍ୟ: ଅମିତ୍ ଶାହ ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ […]

ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର

ଜାରି ହେଲା ଆକ୍ରମଣ ପୂର୍ବ ଓ ପରର ଦୃଶ୍ୟ ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର । ପାକିସ୍ତାନ ମୁରିଦକେ ସ୍ଥିତ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ଲୋଇବାର ଆଡ୍ଡା ମାଟିରେ ମିଶିଛି । […]

ରାଜ୍ୟରେ ଆହୁରି ବଢ଼ିବ ତାତି

ରାଜ୍ୟରେ ୪୫ ଡିଗ୍ରି ଛୁଇଁବ ପାରଦ ରାଜ୍ୟରେ ଆହୁରି ବଢ଼ିବ ତାତି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼ ପରି ସହର […]

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ରାଜ୍ୟ କ୍ୟାବିନେଟ୍‌ରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ଶାସନ […]

ପାକ୍‌ ସେନା ପୋଷ୍ଟ୍‌ ଧ୍ବଂସ

ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ। ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ […]

୧୫ ମିନିଟ୍ ପାଇଁ ବ୍ଲାକ୍ ଆଉଟ୍ ହେବ ଦିଲ୍ଲୀ

ବ୍ଲାକ୍ ଆଉଟ୍ ହେବ ରାଜଧାନୀ ଦିଲ୍ଲୀ ଆଜି ଅନ୍ଧାର ହୋଇଯିବ ପୁରା ରାଜଧାନୀ। ଜଳିବନି ଲାଇଟ୍। ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ। ରାତି ୮ଟାରୁ ୮ ଟା ୧୫ ପର୍ଯ୍ୟନ୍ତ ରହିବ […]