ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ଗୋଟିଏ ପୋଲିଂ ବୁଥ୍‌ରେ ସର୍ବାଧିକ ୧୨୦୦ ଭୋଟର୍‌ ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରିବା ସହ ଭୋଟରଙ୍କୁ ଅଧିକ ସୁବିଧା ଦେବା ପାଇଁ ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା […]

ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ

କାହିଁକି ଆଉଟ୍‌ସୋର୍ସିଂ ସଂସ୍ଥାକୁ ଦିଆଯାଇଛି କାମ: ମୁଖ୍ୟମନ୍ତ୍ରୀ ବାହାର ଠିକାଦାରଙ୍କୁ ‘ମୋହନ’ ଛାଟ।ଆଉଟସୋର୍ସିଂ ସଂସ୍ଥାକୁ ହଟାଇବାକୁ ଯୋଜନା। ଆଉଟ୍‌ସୋର୍ସିଂ ସଂସ୍ଥାକୁ ଠାବ କରିବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ […]

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି  ।  ପାରମ୍ପରିକ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ତାଙ୍କୁ ଭେଟିଛନ୍ତି ରାଜ୍ୟପାଳ । […]

ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ

ରାଜ୍ୟରେ ଆହୁରି ୪ଶହରୁ ୫ଶହ ରାଇସ୍ ମିଲ୍‌ର ଆବଶ୍ୟକତା ରହିଛି ରାଜ୍ୟରେ ରାଇସ୍ ମିଲ୍ ଓ ଚାଉଳ ରପ୍ତାନୀ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ । ମିଲ୍‌ ଅଭାବରୁ ଧାନ ଉଠାଇବାରେ ଅସୁବିଧା ହେଉଛି […]

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବଡ଼ ସୂଚନା

ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ ରାଜ୍ୟରେ ପ୍ରତିଷ୍ଠା ହେବ ୯ଟି ନୂଆ ମେଡିକାଲ୍ କଲେଜ୍ । ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ବଡ଼ ସୂଚନା। ରାଜ୍ୟରେ ଆଉ ୯ଟି ନୂଆ […]

ଇପିଏଫଓ ସବସ୍କ୍ରାଇବରମାନଙ୍କ ପାଇଁ ଏକ ଖୁସି ଖବର

ଇପିଏଫଓ : ଅଟୋ-ସେଟେଲମେଣ୍ଟ ଲିମିଟ୍ ୫ ଲକ୍ଷକୁ ବୃଦ୍ଧି ଇପିଏଫଓ ସବସ୍କ୍ରାଇବରମାନଙ୍କ ପାଇଁ ଏକ ଖୁସି ଖବର। ଇପିଏଫଓ ଆଗୁଆ ଦାବି ପାଇଁ ଅଟୋ-ସେଟେଲମେଣ୍ଟ ସୀମା ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ […]

ଯାତ୍ରୀଙ୍କୁ ଭାରତୀୟ ରେଳବାଇର ବଡ଼ ଝଟକା

ଜୁଲାଇ ୧ରୁ ବଢିବ ଟ୍ରେନ ଟିକେଟ ଦାମ୍ ଦୀର୍ଘ ବର୍ଷ ପରେ ଭାରତୀୟ ରେଳବାଇ ଟ୍ରେନ ଭଡ଼ାକୁ ବୃଦ୍ଧି କରି ଯାତ୍ରୀଙ୍କୁ ଏକ ବଡ଼ ଝଟକା ଦେଇଛି। ବର୍ଦ୍ଧିତ ଖର୍ଚ୍ଚ ଏବଂ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ […]

ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

କାଲି ମହାକାଶକୁ ଯିବେ ଶୁଭାଂଶୁ ଆସନ୍ତାକାଲି ମହାକାଶ ଯିବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା । ଏକାଧିକଥର ବାତିଲ ପରେ ବୁଧବାର ମଧ୍ୟାହ୍ନରେ ଉଡ଼ାଣ ଭରିବ ସ୍ପେଶ୍‌ ଏକ୍ସର ମିଶନ୍ ଆକ୍ସିଅମ୍ -ଫୋର୍ । […]

ଚୋରି ହୋଇନି ମହାପ୍ରଭୁଙ୍କ ମୋଦକ: ପୃଥ୍ୱୀରାଜ ହରିଚନ୍ଦନ

ମୋଦକ ଚୋରି ଅଭିଯୋଗର ସତ୍ୟତା ନଥିବା କହିଲେ ଶ୍ରୀମନ୍ଦିର ପ୍ରଶାସକ ମହାପ୍ରଭୁଙ୍କ ମୋଦକ ଚୋରି ପ୍ରସଙ୍ଗରେ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ।  ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରିପୋର୍ଟ ମାଗିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ […]

ରଥଯାତ୍ରା ଯାଏଁ ପ୍ରବଳ ବର୍ଷା

୧୧ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରଥଯାତ୍ରା ଯାଏଁ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଦକ୍ଷିଣ ଉତ୍ତରପ୍ରଦେଶର ମଧ୍ୟଭାଗରେ […]

ସାମାଜିକ ସୁରକ୍ଷା ସଚେତନତା ଅଭାବ ନେଇ ରାଜ୍ୟପାଳଙ୍କ ଉଦ୍‌ବେଗ

୯୫ ପ୍ରତିଶତ ଲୋକେ ଜାଣିନାହାନ୍ତି ସରକାରୀ ଯୋଜନା: ରାଜ୍ୟପାଳ କେନ୍ଦ୍ରର ବିଭିନ୍ନ ଜନହିତକର ଯୋଜନା ବିଷୟରେ ଜାଣିନାହାନ୍ତି ରାଜ୍ୟର ସରକାରୀ ଅଧିକାରୀ। ବିଭିନ୍ନ ଜିଲ୍ଲାରେ ସମୀକ୍ଷା ବୈଠକ ବେଳେ ଯୋଜନା ବିଷୟରେ ପଚାରିଲେ କେହି […]