ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ

ଆଜି ପବିତ୍ର ମାଘ ପୂର୍ଣ୍ଣିମା ଆଜି ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଗଜୋଦ୍ଧାରଣ ବେଶ ଅନୁଷ୍ଠିତ ହେବ । ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି […]

ଚଳିତବର୍ଷ ବଢିଛି ପକ୍ଷୀଙ୍କ ସଂଖ୍ଯା

ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ ମହାନଦୀ ଗଣ୍ଡରେ ୩ ହଜାର ୯୧୫ଟି ପକ୍ଷୀ । ଅନୁଗୁଳ ଜିଲ୍ଲା ସାତକୋଶିଆର ମହାନଦୀ ଗଣ୍ଡରେ ଚଳିତବର୍ଷ ମୋଟ୍ ୩ ହଜାର୯୧୫ଟି ପକ୍ଷୀ ଗଣନା କରାଯାଇଛି […]

୨୭ ବର୍ଷ ପରେ ପ୍ରଥମ ଥର ପାଇଁ ରବିବାରରେ ବଜେଟ ଉପସ୍ଥାପନ

ଆଜି ଉପସ୍ଥାପନ ହେବ କେନ୍ଦ୍ର ବଜେଟ ଆଜି ଉପସ୍ଥାପନ ହେବ କେନ୍ଦ୍ର ବଜେଟ । ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦୀର୍ଘ ୨୭ […]

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର

ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ହେଲେ ସୁନେତ୍ରା ପାୱାର । ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ରା । […]

ଢେଙ୍କାନାଳ ଗଜମରାରେ ସ୍ଥାପନ ହେବ ବଡ଼ ପ୍ରକଳ୍ପ

୧୨ଟି ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଢେଙ୍କାନାଳ ଗଜମରାରେ ସ୍ଥାପନ ହେବ ବଡ଼ ପ୍ରକଳ୍ପ । ଓଡ଼ିଶାରେ ନିର୍ମାଣ ହେବ ପ୍ରତିରକ୍ଷା ଓ ଏରୋସ୍ପେସ ସାମଗ୍ରୀ । ୧୭ ହଜାର ୨୫୦ କୋଟି ଟଙ୍କା […]

ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା

CBI ଅଧିକାରୀଙ୍କ ନାଁରେ CBI ର ଏତଲା CBI ଅଧିକାରୀଙ୍କ ନାଁରେ CBI ର ଏତଲା । ପଦାରେ ପଡ଼ିଲା ଲାଞ୍ଚ କାରବାର ପଛର କାରନାମା । ସୁନ୍ଦରଗଡ଼ ଏମସିଏଲରେ ଦିଲ୍ଲୀ ସିବିଆଇ ଚଢ଼ଉ […]

ଦେଶାନ୍ତର ହେଲେ ୩ ବାଂଲାଦେଶୀ

ଦେଶାନ୍ତର ହେଲେ ୩ ବାଂଲାଦେଶୀ ଦେଶାନ୍ତର ହେଲେ ୩ ବାଂଲାଦେଶୀ । ପ୍ରଶାସନ ପକ୍ଷରୁ ଅନୁପ୍ରବେଶକାରୀ ଯାଞ୍ଚ ଅଭିଯାନ ବେଳେ ଏହି ୩ ଜଣ ଚିହ୍ନଟ ହୋଇଥିଲେ । ୬୫ ବର୍ଷୀୟ ମୁମତାଜ ଖାନ, […]

ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଦୁର୍ଘଟଣା

ପିସିଆର ଭ୍ୟାନକୁ ଧକ୍କାଦେଲା କାର ପିସିଆର ଭ୍ୟାନକୁ ଧକ୍କାଦେଲା କାର । ରାତି ଅଧରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଦୁର୍ଘଟଣା। ପିସିଆର ଭ୍ୟାନ୍ ଡ୍ରାଇଭର ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁରୁତର […]

୨୦ ତାରିଖରେ ରାଜ୍ୟ ବଜେଟ୍

ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ଆସନ୍ତା ଫେବୃୟାରୀ ୧୭ରୁ ଆରମ୍ଭ ହେବ ବିଧାନସଭା ବଜେଟ ଅଧିବେଶନ। ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ବଜେଟ ଅଧିବେଶନ। ବଜେଟ୍ ଅଧିବେଶନ ଏପ୍ରିଲ ୮ ପର୍ଯ୍ୟନ୍ତ ଚାଲିବ। […]

୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍

ମର୍ମନ୍ତୁଦ ଦୁର୍ଘଟଣା, ୫ଜଣଙ୍କ ମୃତ୍ୟୁ ମର୍ମନ୍ତୁଦ ଦୁର୍ଘଟଣା । ୩ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ । ଛାତିଥରା ଦୁର୍ଘଟଣା ଘଟିଛି ବ୍ରହ୍ମପୁରରେ । ବ୍ରହ୍ମପୁର ଗୋଶାଣୀ ନୁଆଁ […]

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ

ରାୟଗଡାରେ ଝାଡ଼ାବାନ୍ତି ଆତଙ୍କ, ଜଣେ ଛାତ୍ରୀ ମୃତ ଝାଡ଼ାବାନ୍ତି ଆତଙ୍କ । ଜଣେ ଛାତ୍ରୀ ମୃତ, ୪୦ରୁ ଅଧିକ ଆକ୍ରାନ୍ତ । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ନଳିନୀ ବିଦ୍ୟାମନ୍ଦିରରେ ଝାଡ଼ାବାନ୍ତି ଆତଙ୍କ । […]