ଅସୁସ୍ଥ ହୋଇପଡିଛନ୍ତି ପୂର୍ବତନ ବାଚସ୍ପତି ମହେଶ୍ଵର ମହାନ୍ତି

ମହେଶ୍ଵର ମହାନ୍ତିଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ! ଗୁରୁତର ହୋଇ ପଡିଛନ୍ତି ପୂର୍ବତନ ବାଚସ୍ପତି ମହେଶ୍ୱର ମହାନ୍ତି । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ବେଳେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ତାଙ୍କୁ ଚିକିତ୍ସା କରାଯାଉଛି […]

ପୋଲସରାରେ ନିଯୁକ୍ତ ହେଲେ ନୂଆ ବିଡିଓ

ନୂତନ ବିଡ଼ିଓଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଲେ ‘ବିପଦର ବନ୍ଧୁ’ ପୋଲସରା ନୂତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁରେଶ କୁମାର ଜାନୀଙ୍କୁ ଭେଟି ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ‘ବିପଦର […]

ସହିଦ୍ ରେଣ୍ଡୋ ମାଝୀ ମେଡିକାଲ କଲେଜ ଉଦଘାଟିତ

କଳାହାଣ୍ଡି ପ୍ରତିଷ୍ଠା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଗିଫ୍ଟ ପ୍ରତିଷ୍ଠା ଦିବସରେ କଳାହାଣ୍ଡି ଜିଲ୍ଲାବାସୀଙ୍କ ପାଇଁ ଦୁଇଟି ବଡ଼ ଘୋଷଣା । କଳାହାଣ୍ଡି ଯାଇ ରୂପାନ୍ତରଣ ପ୍ରକ୍ରିୟାକୁ ଆଗେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜିଲ୍ଲାବାସୀଙ୍କୁ […]

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ

ଉଦଘାଟିତ ହେବ ରେଣ୍ଡୋ ମାଝୀ ମେଡିକାଲ କଲେଜ ଆଜି କଳାହାଣ୍ଡି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଆସି ପୂର୍ବାହ୍ନ ୧୧.୩୦ମି.ରେ ସରକାରୀ ମେଡିକାଲ କଲେଜର ଅସ୍ଥାୟୀ ହେଲିପ୍ୟାଡ୍‌ରେ […]

ବ୍ୟାସନଗରରେ ଶୁଭାରମ୍ଭ ହେଲା ରୟାଲଷ୍ଟାଗ ପାନୀୟ ଜଳ

ଏଥର ଶୁଦ୍ଧ ଜଳ ପିଇବେ ବାଟୋଇ ! ଯାଜପୁର ଜିଲ୍ଲା ବ୍ୟାସନଗରରେ ଶୁଭାରମ୍ଭ ହେଲା ରୟାଲ ଷ୍ଟାଗ ପାନୀୟ ଜଳ l ବ୍ୟାସନଗର ଚୋରଦା ବାଇପାସ ସ୍ଥିତ ତାରିଣୀ ମନ୍ଦିରରେ ପୂଜାର୍ଚନା କରି ସହର […]

ଷ୍ଟାଡିୟମ ଉନ୍ନତି ଦାବିରେ ଅଡି ବସିଛନ୍ତି କ୍ରୀଡାବିତ !

କ୍ରିଡାବିତଙ୍କ ଆନ୍ଦୋଳନରେ ସାମିଲ ହେଲା କୋରେଇ ବିଜେପି ଓ କଂଗ୍ରେସ ! ଯାଜପୁର ଜିଲ୍ଲା ବ୍ୟାସନଗର ରାଜୀବ ଗାନ୍ଧୀ ଷ୍ଟାଡିୟମରେ ଚାଲିଛି କ୍ରୀଡ଼ାବିତଙ୍କ ଆନ୍ଦୋଳନ। ଏହି ଆନ୍ଦୋଳନରେ ସାମିଲ ହେଲା କୋରେଇ ବିଜେପି ଓ […]

ନୂଆପଡ଼ାରେ ମାତିଛି ମଣିଷଖିଆ ବାଘ !

୮ବର୍ଷର ନାବାଳକକୁ ମାରି ଖାଇଲା ବାଘ ! ପୁଣି ନୂଆପଡ଼ାରେ ବାଘ ମାତିଛି । ବାଘକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଛି । ଖାଲି ବାଘ ମାତିନି ବରଂ ଏ ବାଘ ପୁଣି […]

ଆଜି ନୂଆ ରାଜ୍ୟପାଳଙ୍କ ଶପଥ ପାଠ

ଦାୟିତ୍ଵ ଗ୍ରହଣ କରିବେ ରାଜ୍ୟପାଳ ରଘୁବର ଦାସ ଆଜି ଶପଥ ନେବେ ଓଡ଼ିଶାର ନବ ନିଯୁକ୍ତ ରାଜ୍ୟପାଳ ରଘୁବର ଦାସ । ଗତକାଲି ଓଡ଼ିଶାରେ ପହଞ୍ଚି ମହାପ୍ରଭୁଙ୍କ ଦର୍ଶନ କରି ରାଜଭବନରେ ରାତ୍ରି ଯାପନ […]

କାହିଁକି ହେଲା ଏତେ ବଡ଼ ଦୁର୍ଘଟଣା ?

ରେଳ ଦୁର୍ଘଟଣା ପଛରେ କିଏ ? ବାହାନଗା ଟ୍ରେନ ଦୁର୍ଘଟଣା ପରେ ପୁଣି ଛାତି ଥରାଇ ଦେଲା ଆନ୍ଧ୍ରରେ ଘଟିଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା । ବାହାନଗା ପରି ସମାନ ଢଙ୍ଗରେ ହେଲା […]

ସ୍ବାଧିନତାର ୭୫ବର୍ଷ ପରେ ବି ମିଳୁନି ମୌଳିକ ସୁବିଧା !

ଗାଁକୁ ରାସ୍ତା ନାହିଁ ବୋଲି ୪ କିଲୋମିଟର ବୁହାହେଲା ଶବ ! ଦେଶ ସ୍ଵାଧୀନତାକୁ ବିତିଗଲାଣି ୭୫ ବର୍ଷ । ହେଲେ ଆଜି ବି ଅବହେଳିତ ଅବସ୍ଥାରେ ଅଛନ୍ତି ବହୁ ଗ୍ରାମବାସୀ । ଗାଁକୁ […]

ଆନ୍ଧ୍ର ଟ୍ରେନ୍ ଟ୍ରାଜେଡି, ବଢୁଛି ମୃତକଙ୍କ ସଂଖ୍ୟା !

ଟ୍ରେନ୍ ଦୁର୍ଘଟଣା-୧୪ମୃତ, ୫୦ରୁ ଊର୍ଦ୍ଧ୍ଵ ଆହତ ! ବାହାନଗା ଟ୍ରେନ ଟ୍ରାଜେଡି ପରେ ପୁଣି ସଭିଙ୍କୁ ଦୋହଲାଇ ଦେଇଛି ଓଡ଼ିଶା-ଆନ୍ଧ୍ର ସୀମାନ୍ତବର୍ତୀ ଅଞ୍ଚଳରେ ହୋଇଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣା । ସତେ ଯେମିତି ଲୌହ […]