ବିକାଶ ନା ଭୋଟ୍ ଚିନ୍ତା

ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ରାଜ୍ୟ ସରକାରଙ୍କ ଗୋଟିଏ ପରେ ଗୋଟିଏ ଯୋଜନା । କେଉଁଟି ଚାଲୁଛି ତ ଆଉ କେଉଁଟିର ଖାତା ଖତିଆନରୁ ନାଁ ଉଠିଗଲାଣି । କିନ୍ତୁ ଯୋଜନାର ସଂଖ୍ୟା ଦିନକୁ ଦିନ […]

ଶିଳ୍ପ କ୍ଷେତ୍ରରେ ଆଗେଇବ ଓଡ଼ିଶା, ନିଯୁକ୍ତି ପାଇବେ ୯୧୪୬

ଓଡ଼ିଶାର ଶିଳ୍ପ ବିକାଶର ଅଭିବୃଦ୍ଧି କରି ରାଜ୍ୟ ସ୍ତରୀୟ ଏକକ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA) ୩୨୬୬ କୋଟି ମୂଲ୍ୟର ୧୧ ଟି ପୁଞ୍ଜି ବିନିଯୋଗ ପ୍ରସ୍ତାବକୁ ଅନୁମୋଦନ କରିଛି | ଏହି ପ୍ରକଳ୍ପଗୁଡିକ […]

ମୁହଁଖୋଲିଲେ ଏମକେସିଜି ଛାତ୍ର

ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ଦୁଇ ମେଡିକାଲ ଛାତ୍ରଗୋଷ୍ଠୀ ବିବାଦ ଘଟଣା । ବୁର୍ଲା ଭିମସାର ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବ୍ରହ୍ମପୁର ଏମକେସିଜି କଲେଜ ଛାତ୍ର । ପ୍ରଥମ ଥର […]

ଘାଟିରେ ଓଲଟିଲା ବସ୍, ୧୫ ଆହତ

ଯାତ୍ରୀବାହୀ ବସ୍ କୁ ଧକ୍କା ଦେଲା ଟ୍ରକ୍ କେନ୍ଦୁଝର ଆନନ୍ଦପୁର ରାସ୍ତା ଗୋଡ଼ଭଙ୍ଗା ଘାଟିରେ ବସ୍‌ ଦୁର୍ଘଟଣା । ୧୫ ଯାତ୍ରୀ ଆହତ । ବସ୍‌ଟି ମୟୂରଭଞ୍ଜ ଜାମଦାରୁ ଭୁବନେଶ୍ବର ଯାଉଥିବା ସମୟରେ ଏକ […]

ଡକାୟତି ବେଳେ ମାଡି ବସିଲା ପୋଲିସ, ୬ ଗିରଫ

ଯାଜପୁର ରୋଡ ଥାନା ସୋଲେଇ ପଡିଆ ନିକଟରେ ଚଢ଼ାଉ। ଡକାୟତି ଉଦ୍ୟମ କରୁଥିବା ବେଳେ 6ଜଣ ଗିରଫ। ବାଇକ,ମୋବାଇଲ ସମେତ ମାରଣାସ୍ତ୍ର ଜବତ l ସୂଚନା ଅନୁଯାୟୀ ଗତ କିଛିଦିନ ହେବ ଯାଜପୁର ରୋଡ […]

ମୌସୁମୀ ଆସିଛି, ଗରମ କମିନି !

ରାଜ୍ୟ ପାଣିପାଗରେ ବଡ ପରିବର୍ତ୍ତନ, ମୌସୁମୀ ଆସିଛି କିନ୍ତୁ ଗରମ କମିନି। ସମସ୍ତଙ୍କ ଆଶା ଥିଲା ମୌସୁମୀ ଆସିବ ଗ୍ରୀଷ୍ମ ଦାଉରୁ ରକ୍ଷା କରିବ । ମୌସୁମୀ ଆସିଲା କିନ୍ତୁ ଏଯାଏଁ ତାତି କମିନି। […]

ଅବିବାହିତଙ୍କୁ ମନା ଗର୍ଭଗୃହ

ମଝି ଦେଉଳକୁ ମୋବାଇଲ ମନା ଶାରଳା ମନ୍ଦିରରେ ଆହୁରି କଡାକଡି ହୋଇଛି କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଛି କିଛି ନୂଆ ନିୟମ । ଏବେଠାରୁ ଗର୍ଭଗୃହକୁ ପ୍ରବେଶ କରିପାରିବେ ନାହିଁ ଅବିବାହିତ […]

୩ଅଭିଯୁକ୍ତଙ୍କୁ ମାରାଥନ ଜେରା

କାଲି ଗିରଫ କରିଥିଲା ଆଉ ଆଜି ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଜାରି ରହିଛି ସିବିଆଇର ତନାଘନା । ଗତକାଲି ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ […]

ରଥରେ ଚଢିଥିଲେ ଅଣସେବାୟତ, ରିଲ୍ସ ଭାଇରାଲ !

ସରିଗଲା ରଥଯାତ୍ରା । ହେଲେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ରଥ ଉପରେ ଅଣସେବାୟତ ବେଶରେ ଚଢିଥିଲେ ମାଳ ମାଳ ଭକ୍ତ ।ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି […]

ଆସିପାରିଲାନି ଆମ୍ବୁଲାନ୍ସ , ଅଧାବାଟରେ ପ୍ରସବ

ଆଜି ବି ଦେଖିବାକୁ ମିଳୁଛି କୋରାପୁଟର କରୁଣ ଚିତ୍ର। ନା ଅଛି ରାସ୍ତାଘାଟ, ନା ସୁବିଧା ସୁଯୋଗ। ଆଜି ବି ଖଟିଆରେ ବୁହା ହେଉଛନ୍ତି ରୋଗୀ। ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ । ୩ […]

ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର

ନୂଆରୂପ ପାଇବ ବ୍ରହ୍ମପୁରର ବୁଢୀଠାକୁରାଣୀ ମନ୍ଦିର । 5T ଜରିଆରେ ନୂଆ ରୂପ ପାଇବ ବ୍ରହ୍ମପୁରର ପ୍ରସିଦ୍ଧ ମା’ ବୁଢୀ ଠାକୁରାଣୀ ମନ୍ଦିର । ଏନେଇ ୧୮କୋଟି ୯୧ ଲକ୍ଷ ଟଙ୍କା ଅନୁମୋଦନ କରିଛନ୍ତି […]