ରାଜଧାନୀରେ ବ୍ୟାସନଗର ମିଳିତ କ୍ରିୟାନୁଷ୍ଠାନ କମିଟି

ବ୍ୟାସନଗରରେ ହେଉଛି ଆନ୍ଦୋଳନ; ସମାଧାନର ବାଟ ଫିଟୁଛି ରାଜଧାନୀରେ କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୋୖରାଞ୍ଚଳର ନାଗରିକ କମିଟି ଦ୍ବାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି […]

ତପ୍ତପାଣି ଘାଟିରେ ୧୫ ଫୁଟ୍‌ ତଳକୁ ଖସିଲା ବାଇକ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ । ଭାରସାମ୍ୟ ହରାଇ ଲୁହା ବାରିକେଟକୁ ଧକ୍କା ଦେଇ ୧୫ ଫୁଟ୍‌ […]

‘ନିମ୍ନମାନର କାମ ଯୋଗୁଁ ଭୁଶୁଡିଲା ବ୍ରିଜ’

ହଠାତ ଭୁଶୁଡି ପଡିଲା ବ୍ରିଜ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ। ରସୁଲପୁର ନିକଟରେ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ […]

ଆହୁରି ଦୁଇଦିନ ପ୍ରବଳ ବର୍ଷିବ!

ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ଜାରି ରହିଛି ବର୍ଷା । ଏହା ପ୍ରଭାବରେ ଆସନ୍ତା ଦୁଇ ଦିନ ଯାଏ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ […]

ବୌଦ୍ଧ ପୋଲିସକୁ ବଡ଼ ସଫଳତା

ଲୁଟିଥିଲେ ଏବେ ଧରା ପଡିଲେ । ଅନଲାଇନକୁ ମାଧ୍ୟମ କରି ଲୁଟିନେଇଥିଲେ ୪୩ ଲକ୍ଷ ଟଙ୍କା । ଆଉ ପୋଲିସ ଆଖିରେ ଧୁଳି ଦେଇ ରଚିଥିଲେ ବଡ ଷଡଯନ୍ତ୍ର , ହେଲେ ଚୋର ଡାଳେ […]

ଡ୍ରେନ୍ ରେ ପଡି ଯୁବକଙ୍କ ମୃତ୍ୟୁ

କଟକରେ ଉଚ୍ଛୁଳା ଡ୍ରେନ୍ ନେଲା ଜୀବନ କଟକରେ ଡ୍ରେନରେ ପଡ଼ି ଗଲା ଜୀବନ। ବର୍ଷା ପାଣିରେ ଭର୍ତ୍ତି ଥିବା ଡ୍ରେନରେ ପଡ଼ି ୨୧ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ରାହୁଲ […]

ପିକ୍ଅପ୍ ଭ୍ୟାନ୍ ଡ୍ରାଇଭରକୁ ନିସ୍ତୁକ ମାଡ଼

ପରିବା ଭ୍ୟାନ୍ ଚାପରେ ଶିଶୁ ମୃତ ପରିବା ବୋଝେଇ ପିକଅପ୍ ଭ୍ୟାନ ଚାପାରେ ୪ ବର୍ଷର ଶିଶୁକନ୍ୟା ମୃତ । ଗଜପତି ଜିଲ୍ଲା ଅଡବା ଥାନା ଗଣ୍ଡାଗୁଡା ଗାଁରେ ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା […]

ଗଞ୍ଜେଇ କାରବାର ରୋକିବା ଉପରେ ଫୋକସ

ବିଭିନ୍ନ ସ୍ଥାନରୁ ବିପୁଳ ଗଞ୍ଜେଇ ଜବତ ଗଞ୍ଜେଇ କାରବାର ବିରୋଧରେ ରାଜ୍ୟ ପୋଲିସକୁ ମିଳିଛି ବିଭିନ୍ନ ସ୍ଥାନରେ ସଫଳତା । କନ୍ଧମାଳ ଫିରିଙ୍ଗିଆ ଥାନା ପୋଲିସ ଚାଲାଣ ପାଇଁ ପ୍ରସ୍ତୁତ ହେବା ବେଳେ ୫୧୫ […]

ବଦଳିଲା ପାଗ , ବୁଡାଇଲା ବର୍ଷା !

ଗତ ୨୪ଘଣ୍ଟା ଭିତରେ ବଦଳିଛି ରାଜ୍ୟର ପାଣିପାଗ। ଅଜିଠୁ ପ୍ରବଳ ବର୍ଷା । ସକାଳୁ ବର୍ଷାର ପ୍ରଭାବ ଟ୍ଵିନସିଟି କଟକ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏହା ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ […]

ପୁଣି ଅଜଣା ଜନ୍ତୁ ଆକ୍ରମଣ, ଗାଁରେ କୋକୁଆ ଭୟ!

ପୁଣି ମାତିଛି ଅଜଣା ଜନ୍ତୁ, ମାରୁଛି ମେଣ୍ଢା। ଅଜଣା ଜନ୍ତୁ ଆତଙ୍କରେ ଆତଙ୍କିତ ଲୋକେ । ରାତିର ନିର୍ଜନତାରେ ଆସି ମାରୁଛି ମେଣ୍ଢା । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଲକ […]

ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ଦଧିନଉତି

ରାଜଧାନୀ ସ୍ଥିତ ଶିବାଳୟରେ ଅଘଟଣ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ରାମେଶ୍ଵର ମନ୍ଦିରର ଦଧିନଉତି । ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡିଛି ଏହି ଦଧିନଉତି । ଆଜି ହେଉଥିବା ବର୍ଷା […]