ଦୁର୍ଘଟଣାରେ BSF ଯବାନଙ୍କ ମୃତ୍ୟୁ

ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦୁର୍ଘଟଣା ଗଞ୍ଜାମ ଜିଲ୍ଲାର ପିଛା ଛାଡୁନି ଦୁର୍ଘଟଣା । ଲଗାତାର ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ସାମ୍ନାକୁ ଆସୁଛି । ଅନ୍ୟପଟେ ଆସିକାରେ ବସ୍‌ ସହ ବାଇକ୍ ମୁହାଁମୁହିଁ […]

କୋଟିପତି ସରକାରୀ ବାବୁଙ୍କ ଘରେ ରେଡ୍

କେଉଁଠୁ ଆଣିଲେ ଏତେ ଟଙ୍କା, ପଚରାଉଚରା କରୁଛି ଭିଜିଲାନ୍ସ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣା ଜଳ ଯୋଗାଣ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ୍ । କିଶୋର ଚନ୍ଦ୍ର ସାହୁଙ୍କ ଭବାନୀପାଟଣା […]

ଖୋଲିଲା ହୀରାକୁଦର ଆଉ ୪ ଗେଟ

ଫୁଲୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେଉଁଥିପାଇଁ ପୁଣି ଖୋଲିଛି ହୀରାକୁଦ ଜଲଭଣ୍ଡାର ଆଉ୪ ଟି ଗେଟ । ଗତକାଲି ହୀରାକୁଦ ଜଲଭଣ୍ଡାର ୮ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲା । […]

ଓଡ଼ିଶା ହାଇକୋର୍ଟଙ୍କ ନୂଆ ରେକର୍ଡ

ଆଜି ଓଡ଼ିଶା ହାଇକୋର୍ଟର ପାଳନ ହେଉଛି ୭୫ବର୍ଷ ପୂର୍ତ୍ତି ଅବସର । ଏହାକୁ ଅନନ୍ୟ କରିବା ଲାଗି ୭୫ ମାମଲାର ରାୟ ପ୍ରକାଶ ହୋଇଛି । ଅର୍ଥାତ ଆଜି ଗୋଟିଏ ଦିନରେ ୭୫ଟି କେସକୁ […]

ମିଛ ପୋଲିସର ପରିଚୟ ଦେଇ ଲୁଟିଥିଲେ ୩୫ହଜାର !

ରାଜଧାନୀରେ ମାତିଛନ୍ତି ମିଛ ପୋଲିସ , କଥାଟି ଆପଣଙ୍କୁ ଟିକେ ଅଡୁଆ ଲାଗୁଥିବ ନିଶ୍ଚୟ । କିନ୍ତୁ ବାସ୍ତବରେ ଏପରି କିଛି ଘଟଣା ଏବେ ଦେଖିବାକୁ ସାମ୍ନାକୁ ଆସିଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି […]

ବଢୁଛି ହୀରାକୁଦ ଜଳସ୍ତର, ଖୋଲିଲା ଆଉ ୩ ଗେଟ

ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍। ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶର ମାତ୍ରା ବଢ଼ିବାରେ ଲାଗିଛି । ଜଳସ୍ତର ବଢୁଥିବାରୁ ଖୋଲାଗଲା ହୀରାକୁଦର ଆଉ ୩ଟି ଗେଟ୍ । ଜଳଭଣ୍ଡାରରେ […]

ଗଛରୁ ପଡ଼ି ନବମ ଶ୍ରେଣୀ ଛାତ୍ର ମୃତ

ରବିବାର ସ୍କୁଲ ଖୋଲିବାକୁ କିଏ ଦେଲା ଅନୁମତି ? ବଲାଙ୍ଗୀର ଜିଲ୍ଲା ଦେଓଗାଁର ଗାଇବାହଲରେ ଗଛରୁ ପଡି ଜଣେ ଛାତ୍ରଙ୍କ ମୃତ୍ୟୁ | ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ସ୍କୁଲ ଗେଟ ଚାବି ନେଇ ରବିବାର […]

ମଳ ମାସରେ ବି କାଉଡିଆଙ୍କ ଭିଡ଼

ଶିବ ମନ୍ଦିରରେ ଜଳାଭିଷେକ ପାଇଁ ଗହଳି ଆଜି ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର । ରାଜ୍ୟର ବିଭିନ୍ନ ଶୈବ ପୀଠରେ କାଉଡିଆଙ୍କ ଗହଳି ଦେଖିବାକୁ ମିଳୁଛି । ଭଦ୍ରକର ପ୍ରସିଦ୍ଧ ଶୈବ ପାଠ […]

ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ବାର

ପରିଚୟ ପତ୍ର ଦେଖାଇ ଦର୍ଶନ କରିବେ ପୁରୀବାସୀ ଆଜିଠୁ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର ସାଧାରଣ ଭକ୍ତଙ୍କ ପାଇଁ ଖୋଲା ହେଲା । କେବଳ ପୁରୀ ଲୋକ ଏହି ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ […]

ପୁରୀବାସୀଙ୍କ ପାଇଁ ଖୁସି ଖବର

କାଲିଠୁ ପୁରୀ ଲୋକଙ୍କ ପାଇଁ ଖୋଲିବ ପଶ୍ଚିମ ଦ୍ବାର କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, […]

ବନ୍ଦ ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ

କେମିତି ହେଲା ମୃତ୍ୟୁ, ପୋଲିସ କରୁଛି ତଦନ୍ତ ଭଡା ଘରୁ ମିଳିଲା ଡାକ୍ତରଙ୍କ ମୃତଦେହ | ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ ସେବା କେନ୍ଦ୍ରରେ ଡାକ୍ତର ଭାବେ କାମ କରୁଥିବା ମାଲାଦି ଭେଙ୍କଟ ଚନ୍ଦ୍ରଶେଖରଙ୍କ ମୃତଦେହ […]