ବୁଧବାର ହେବ ଶ୍ରୀଜିଉଙ୍କ ବନକଲାଗି

ସନ୍ଧ୍ୟା ୬ରୁ ରାତି ୧୧ ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ଆସନ୍ତାକାଲି ହେବ ଶ୍ରୀଜିଉଙ୍କ ବନକଲାଗି । ଏଥିପାଇଁ ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ରାତି ୧୧ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।ଦ୍ବିତୀୟ ଭୋଗମଣ୍ଡପ […]

ସାଳନ୍ଦୀରେ କାଉଡିଆ ନିଖୋଜ ଘଟଣା, ମିଳିଲା ମୃତଦେହ

୨୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ ସାଳନ୍ଦୀରେ ଭାସିଯାଇ କଉଡିଆଙ୍କ ନିଖୋଜ ଘଟଣା, ଆଜି ମିଳିଲା ମୃତଦେହ। ଗତକାଲି ବୋଲବମ ଯାଇ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ ଦୁଇ ଯୁବକ। […]

କମିଲା ହୀରାକୁଦ ଜଳସ୍ତର, ବନ୍ଦ ହେଲା ୧୦ ଗେଟ୍

ଏବେ ୧୦ଟି ଗେଟରେ ଚାଲିଛି ବନ୍ୟାଜଳ ନିଷ୍କାସନ ଧୀରେଧୀରେ କମୁଛି ହୀରାକୁଦର ଜଳସ୍ତର , କମୁଛି ବିପଦ। ହିରାକୁଦରେ ଜଳସ୍ତର ହ୍ରାସ ପାଇଥିବାରୁ ବନ୍ଦ ହୋଇଛି ୧୦ଟି ଗେଟ୍ । ଜଳଭଣ୍ଡାରରେ ବନ୍ୟା ଜଳ […]

ଶପଥ ନେଲେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି

ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ହେଲେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ନେଲେ ଓଡ଼ିଶା ହାଇକୋର୍ଟର ୩୩ ତମ ମୁଖ୍ୟ ବିଚାରପତି ଜଷ୍ଟିସ ଶୁଭାଶିଷ ତାଳପତ୍ର । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ […]

୬୧ ବର୍ଷ ପରେ ପୂରଣ ହେବ କଳାହାଣ୍ଡିବାସୀଙ୍କ ସ୍ବପ୍ନ

ଉତ୍କେଲାରୁ ଉଡ଼ିବ ଉଡ଼ାଜାହାଜ କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଉତ୍କେଲା ଗ୍ରାମରେ ଥିବା ଉଡ଼ାଜାହାଜ ପଡ଼ିଆରୁ ବିମାନ ଉଡ଼ାଣ ପାଇଁ ମିଳିଲା ଅନୁମତି । ଆଜି ଦିଲ୍ଲୀସ୍ଥିତ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ବା […]

ବିଦ୍ୟୁତ୍ ବିଲ୍ ଅଧିକ ଆସିବାକୁ ମିଟର ରିଡରଙ୍କୁ ହତ୍ୟା

ମିଟର ରିଡରଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା ବିଦ୍ୟୁତ ବିଲ୍ ଅଧିକ ଆସୁଥିବାରୁ ମିଟର ରିଡିଂ କରିବା ପାଇଁ ଆସିଥିବା ଏଜେଣ୍ଟଙ୍କୁ ହାଣି ହତ୍ୟା କଲେ ଉପଭୋକ୍ତା। ଏଭଳି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ଗଞ୍ଜାମ […]

ଫିରିଙ୍ଗିଆ ଥାନାର ଦୁଇ ହୋମଗାର୍ଡ ସସପେଣ୍ଡ

କାଲି ଥାନାରେ ନିଆଁ, ଆଜି ବଦଳିଲେ ଆଇଆଇସି ଗଞ୍ଜେଇ ଚାଲାଣରେ ପୁଲିସର ସଂପୃକ୍ତି ଅଭିଯୋଗ । ଶନିବାର ଫିରିଙ୍ଗିଆ ଥାନାରେ ଲୋକେ ନିଆଁ ଲଗାଇ ଦେବା ସହ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ବେଳେ […]

ନକଲି ସାର୍ଟିଫିକେଟ କାରବାର, ଅଧ୍ୟାପକ ଗିରଫ

କଲେଜ ସାର୍ ଦେଉଥିଲେ ନକଲି ସାର୍ଟିଫିକେଟ୍ ନକଲି ସାର୍ଟିଫିକେଟ୍ କରାଇଦାବାକୁ କହି ନେଉଥିଲେ ଲକ୍ଷାଧିକ ଟଙ୍କା । ପୋଲିସ ଜାଣିବା ପରେ ବନ୍ଧା ହେଲେ ଅଧ୍ୟାପକ । ଏଭଳଇ ଚିତ୍ର ଦେଖିବାକୁ ମିଳିଛି ଖୋର୍ଦ୍ଧା […]

ଜୋର ଧରିଲା ଯାଜପୁର ରୋଡ଼-ଧାମରା ରେଳପ୍ରକଳ୍ପ ଦାବି

ଦିଲ୍ଲୀ ଯନ୍ତରମନ୍ତରରେ ଗର୍ଜିଲା ରେଳପ୍ରକଳ୍ପ ସଂଗ୍ରାମ ସମିତି ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ କଲା ସଂଗ୍ରାମ ସମିତି।ଦୀର୍ଘଦିନ ଧରି ଯାଜପୁର ରୋଡ଼- ଧାମରା ରେଳପଥ ପ୍ରକଳ୍ପ ପାଇଁ ଏହି ସମିତି ଦାବି କରିଆସୁଥିଲେ ମଧ୍ୟ […]

RI ଙ୍କୁ ନିସ୍ତୁକ ମାଡ଼

ମାଫିଆଙ୍କ ମାଡ଼ରେ ଫାଟିଲା RI ଙ୍କ ମୁଣ୍ଡ ଆରଆଇଙ୍କ ମୁଣ୍ଡ ଫଟାଇଲେ ମାଫିଆ । ତଦନ୍ତ ପାଇଁ ଯାଇଥିବା ବେଳେ ନିର୍ଘାତ ମାଡ଼ ମାରିଲେ ମାଫିଆ । ଆରଆଇଙ୍କ ମୁଣ୍ଡ ଫଟାଇ ଦେଇଛନ୍ତି ମାଫିଆ […]

ଜଳଗର୍ଭରେ ବ୍ୟାସ ସରୋବର !

ଚଳୁ ହେଇଯିବ କି ୫୭କୋଟିର ପ୍ରୋଜେକ୍ଟ ! ବନ୍ୟା ପାଣିରେ ଉବୁଟୁବୁ ଯାଜପୁର, ତେବେ ଜିଲ୍ଲାର ବିଭିନ୍ନ ସ୍ଥାନ ଏବେ ଜଳମଗ୍ନ ଥିବା ବେଳେ ଥରେ ନଜର ପକାନ୍ତୁ ଏହି ଅଞ୍ଚଳ ଉପରେ। ଦେଖିଲେ […]