ରାଜ୍ୟକୁ ଗ୍ରାସ କରିବ କି ଡେଙ୍ଗୁ ?

ଜୁଲାଇରୁ ଅକ୍ଟୋବର ଡେଙ୍ଗୁର ପିକ୍ ପିରିୟଡ, ପ୍ରତିଦିନ ୨୫୦ ଡେଙ୍ଗୁ ରୋଗୀ ଚିହ୍ନଟ ! ରାଜ୍ୟରେ ଦିନକୁ ଦିନ ସ୍ୱାସ୍ଥ୍ୟ ବିଭାଗର ନିଦ ହଜାଉଛି ଡେଙ୍ଗୁ । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଘଟିବା […]

‘ସଚିବଙ୍କୁ କହିଲେ ବିଜେଡିକୁ କାହିଁକି ବାଧୁଛି’ ?

ସୌମ୍ୟଙ୍କ ବହିଷ୍କାର ପରେ ରାଜ୍ୟ ରାଜନୀତିରେ ହଇଚଇ ! ସତ କହି ଫସିଗଲେକି ସୌମ୍ଯରଞ୍ଜନ ପଟ୍ଟନାୟକ ? 5T ସଚିବଙ୍କୁ ସମାଲୋଚନା ପଡିଲାକି ମହଙ୍ଗା ? ସୌମ୍ୟଙ୍କୁ ହୋଇଥିଲା କି କାରଣ ଦର୍ଶାଅ ନୋଟିସ୍ […]

ଅଣଓଡ଼ିଆ କମ୍ପାନୀ ପ୍ରୀତିର ଅଭିଯୋଗ ଆଣିଲା ଛାତ୍ର କଂଗ୍ରେସ

ଗନ୍ଧରେ ଫାଟିପଡୁଛି କ୍ୟାପିଟାଲ ହସ୍ପିଟାଲ, ଆନ୍ଦୋଳନରେ ସଫେଇ କର୍ମଚାରୀ କ୍ୟାପିଟାଲ ହସ୍ପିଟାଲରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ । ଫଳରେ ହସ୍ପିଟାଲରେ ସଫେଇ ହୋଇନାହିଁ । ଦୁର୍ଗନ୍ଧରେ ଫାଟି ପଡ଼ୁଛି କ୍ୟାପିଟାଲ ହସ୍ପିଟାଲର ବିଭିନ୍ନ […]

କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ କୋଟି ୪0 ଲକ୍ଷ ଟଙ୍କା ମଞ୍ଜୁର

ଯାଜପୁର ରୋଡ୍-ଧାମରା ରେଳ ପ୍ରକଳ୍ପ ପାଇଁ ଫିଟିଲା ବାଟ ଯାଜପୁର ରୋଡ୍-ଧାମରା ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର । ଏନେଇ ପୂର୍ବତଟ ରେଳପଥର ଜେନେରାଲ ମ୍ୟାନେଜରଙ୍କୁ ଚିଠି ମାଧ୍ୟମରେ […]

ଆଜିଠୁ ପ୍ରବଳ ବର୍ଷା, ୧୯ଜିଲ୍ଲାକୁ ସତର୍କ ସୂଚନା

ଆସୁଛି ଦୁଇ ଦୁଇଟି ଲଘୁଚାପ ! ରାଜ୍ୟରେ ଜାରି ରହିଛି ଲଘୁଚାପର ପ୍ରଭାବ । ତେବେ ବଙ୍ଗୋପସାଗରରେ ଲଗାତର ଲଘୁଚାପ କ୍ଷେତ୍ର ପ୍ରଭାବରେ ଏବେ ବିଭିନ୍ନ ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା […]

ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି

ବଢିଲା ସୌରିନ ଭଟ୍ଟଙ୍କ ଅଡୁଆ ! ବଢୁଛି ସୌରିନ ଭଟ୍ଟଙ୍କ ଅଡୁଆ । ପୋଲିସ ସହ ଖେଳୁଛନ୍ତି ଲୁଚକାଳି ଖେଳ । ଯାହାକୁ ନେଇ ସୌରିନଙ୍କ ନାଁରେ ଲୁକ୍ ଆଉଟ୍ ନୋଟିସ୍ ଜାରି କରିଛି […]

‘ଆଜିଠୁ ମିଶନ ଇନ୍ଦ୍ରଧନୁ’

ମିଳିମିଳା ଓ ରୁବେଲାକୁ ଦମନ କରିବ ମିଶନ ଇନ୍ଦ୍ରଧନୁ ! ଏଣିକି ମିଳିମିଳା ଓ ରୁବେଲା ପରି ରୋଗରେ ପଡି ହଇରାଣ ହେବେନି ରାଜ୍ୟବାସୀ । କାହିଁକି ନା ଆଜିଠୁ ଆରମ୍ଭ ହୋଇଛି ମିଶନ […]

ମୁଖ୍ୟ ଶାସନ ସଚିବଙ୍କୁ ବି ଛାଡିଲାନି ଡେଙ୍ଗୁ !

ଡେଙ୍ଗୁରେ ଆକ୍ରାନ୍ତ ହୋଇ କ୍ୟାପିଟାଲ ହସ୍ପିଟାଲରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ! ସାରା ରାଜ୍ୟକୁ ଡେଙ୍ଗୁ ଗ୍ରାସ କରିଥିବା ବେଳେ ଏଥିରୁ ବର୍ତ୍ତିପାରିନାହାନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ । ମୁଖ୍ୟ […]

ନିଯୁକ୍ତି ପାଇବେ ୨୦ହଜାର ଶିକ୍ଷକ

୨୦ହଜାର ପ୍ରାଥମିକ ଶିକ୍ଷକ ପାଇଁ ବିଜ୍ଞପ୍ତି ପ୍ରକାଶ, ୧୩ରୁ ଆବେଦନ ନିଯୁକ୍ତି ପାଇବେ ୨୦ହଜାର ଶିକ୍ଷକ । ଏନେଇ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ୨୦ ହଜାର ପ୍ରାଥମିକ […]

ଆତ୍ମହତ୍ୟା ନିବାରଣ ଦିବସରେ ତିନି ତିନିଟି ଆତ୍ମହତ୍ୟା !

ବରଗଡ଼ରେ ଗୋଟିଏ ପରିବାରରୁ ତିନିଜଣଙ୍କ ଆତ୍ମହତ୍ୟା ଉଦ୍ୟମ, ଦୁଇ ମୃତ ! ବରଗଡ଼ରେ ଅଭାବନୀୟ ଘଟଣା । ଯାହା ଶୁଣିଲେ ଆପଣଙ୍କର ବି ଛାତି ଥର ଉଠିବ ।ଗୋଟିଏ ପରିବାରର ତିନି ତିନି ଜଣଙ୍କ […]

ବିଜେଡିକର୍ମୀଙ୍କୁ ନିର୍ମମ ଭାବେ ହତ୍ୟା !

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ବିଜେଡି କର୍ମୀଙ୍କୁ ମାରି ଫୋପାଡି ଦେଲେ ! ପୁଣି ରାଜ୍ୟର ରାଜନୈତିକ ହିଂସାର କରୁଣ ପରିଣତି । ବିଜେଡି କର୍ମୀଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଲ ତଳକୁ ଫୋପାଡ଼ି […]