ହାଇକୋର୍ଟରେ ପହଞ୍ଚିଲା ବର୍ଷା-ଅନୁଭବ ଘରୋଇ କଳି !

ବର୍ଷା ପ୍ରିୟଦର୍ଶନୀଙ୍କୁ ହାଇକୋର୍ଟଙ୍କ ନୋଟିସ ! ଏବେ ହାଇକୋର୍ଟକୁ ଗଲା ବର୍ଷା-ଅନୁଭବ ଘରୋଇ କଳି । ତଳକୋର୍ଟରେ ନିରାଶ ହେବା ପରେ ହାଇକୋର୍ଟର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ମହାନ୍ତି । ଆଉ ହାଇକୋର୍ଟ ମଧ୍ୟ […]

ଭିକାରୀଙ୍କୁ ରାସ୍ତାରୁ ଉଠାଇନେବ ବିଏମସି !

ରାଜଧାନୀରେ ବୁଲିପାରିବେନି ଭିକାରି, ଗାଇଡଲାଇନ ଆଣିଲା ବିଏମସି ! ଏଣିକି ରାସ୍ତାରେ ବୁଲିପାରିବେନି ଭିକାରୀ । ଭିକାରୀଙ୍କ ପାଇଁ ନୂଆ ଗାଇଡଲାଇନ ଆଣିଛି ବିଏମସି । ପାର୍ବଣରେ ଯେମିତି ରାସ୍ତା କଡରେ ବୁଲିବେନି ଭିକାରୀ […]

ଆଉ ନାହାନ୍ତି ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

୭୩ ବର୍ଷ ବୟସରେ ଆଖି ବୁଝିଲେ ପିପିଲିର ଟାଣୁଆ ନେତା ଯୁଧିଷ୍ଠିର ସାମନ୍ତରାୟ ଆରପାରିରେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ । ୭୩ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ […]

ଋଣ ସୁଝିପାରିଲେନି ବୋଲି ନେଲେ ଚରମ ନିଷ୍ପତ୍ତି !

ଯାଜପୁରରେ ଚାଷୀ ଆତ୍ମହତ୍ୟା ! ପୁଣି ଋଣ ସୁଝିପାରିଲେନି ଚାଷୀ ।ଚାଷରେ କ୍ଷତି ହେବାରୁ ବିଷ ପିଇ କଲେ ଆତ୍ମହତ୍ୟା ! ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ […]

ଯାଜପୁର ମୋବାଇଲ ସ୍କ୍ବାର୍ଡକୁ ସଫଳତା, ୬୩ କେଜି ଗଞ୍ଜେଇ ଜବତ

ଗଞ୍ଜେଇ ଚୋରାଚାଲାଣ ବେଳେ ମାଡି ବସିଲା ପୋଲିସ ପୁଣି ମୋବାଇଲ ସ୍କ୍ବାର୍ଡକୁ ବଡ ସଫଳତା । ଜବତ ହେଲା ୬୩ କେଜିରୁ ଊର୍ଦ୍ଧ୍ଵ ଗଞ୍ଜେଇ । ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାର୍ଡ ପକ୍ଷରୁ […]

ନବୀନ @୭୮…

ଶୁଭେଛୁଙ୍କ ସହ ଜନ୍ମଦିନ ପାଳିବେନି ନବୀନ ! ୭୮ ବର୍ଷରେ ପାଦ ଥାପିଲେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ତାଙ୍କ ଜନ୍ମଦିନ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ […]

ଆଜି ପବିତ୍ର ମହାଳୟା !

ପିତୃପୁରୁଷଙ୍କ ମୋକ୍ଷ ପ୍ରଦାନ ନେମନ୍ତେ ଚାଲିଛି ପିଣ୍ଡଦାନ ! ଆଜି ପବିତ୍ର ମହାଳୟା ତଥା ପିତୃପକ୍ଷର ଶେଷ ଦିନ । ଏହି ଅବସରରେ ପିତୃପୁରୁଷଙ୍କ ମୋକ୍ଷ ପ୍ରାପ୍ତି ପାଇଁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ । […]

ଆଜିଠୁ ଖୋଲିଲା ଶିମିଳିପାଳ

ପ୍ରଥମ ଦିନରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ଭିଡ଼ ! ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ। ସକାଳ ୬ଟାରୁ ଶିମିଳିପାଳ ଖୋଲିଥିବା ବେଳେ ପର୍ଯ୍ୟଟକଙ୍କ ଭିଡ ଲାଗିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଶିମିଳିପାଳର ଆୟତନ ୨୭ଶହ […]

ମା’ ସମଲେଇଙ୍କ ଧବଳମୁଖୀ ବେଶ

ମହାଳୟାରେ ମା’ ସମଲେଶ୍ବରୀଙ୍କ ସ୍ଵତନ୍ତ୍ର ପୂଜାବିଧି ପବିତ୍ର ମହାଳୟାରେ ଧବଳମୁଖି ବେଶରେ ଦର୍ଶନ ଦେଲେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀ । ଭୋର ୪ ଟାରୁ ମା’ଙ୍କ ଆଳତୀ ପରେ ଚାଲିଛି […]

ମହାଳୟା ଛୁଟି ଘୋଷଣା କଲେ ରାଜ୍ୟ ସରକାର

ଆସନ୍ତାକାଲି ସବୁ ସ୍କୁଲ ଛୁଟି ଆସନ୍ତାକାଲି ରାଜ୍ୟର ସବୁ ସ୍କୁଲ ଛୁଟି ଘୋଷଣା କରିଛି ରାଜ୍ୟ ଗଣଶିକ୍ଷା ବିଭାଗ । ମହାଳୟା ପାଇଁ ଏହି ଛୁଟି ଘୋଷଣା କରାଯାଇଛି । ଏଥିସହିତ ଦଶହରା ଛୁଟି ନେଇ ମଧ୍ୟ […]