ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର

ବଦଳିବ କି ଖଣ୍ଡପଡ଼ା ସମୀକରଣ? ଏକାଠି ହେଲେ ସୌମ୍ୟ-ଅନୁଭବ-ଗୟାଧର । ବଦଳିବ କି ଖଣ୍ଡପଡ଼ା ସମୀକରଣ । ୩ ନେତାଙ୍କ ଏକାଠି ହେବା ରାଜନୀତିରେ ହଇଚଇ ସୃଷ୍ଟି କରିଛି । ଖଣ୍ଡପଡ଼ା ପାଇଁ ସ୍ୱାଭିମାନର […]

ସୁଜିତ ମହାପାତ୍ରଙ୍କ ଟିକେଟ କଟିବା ପରେ ଭଙ୍ଗାରୁଜା

କଂଗ୍ରେସ କାର୍ଯ୍ୟାଳୟରେ ଭଙ୍ଗାରୁଜା ପୁରୀରେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀଙ୍କ ଭଙ୍ଗାରୁଜା । ସୁଜିତ ମହାପାତ୍ରଙ୍କୁ ଟିକେଟ୍ କାଟିବା ପରେ ଅସନ୍ତୁଷ୍ଟ ସମର୍ଥକ ଜିଲ୍ଲା କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଛନ୍ତି । ଏହାସହ ସୁଜିତଙ୍କ ସମର୍ଥକ ଉମା […]

ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି

ଖାଦ୍ୟରୁ ବାହାରିଲା ଝିଟିପିଟି, ୨୫ ଛାତ୍ରଛାତ୍ରୀ ଅସୁସ୍ଥ ପିଲାଙ୍କ ମଧ୍ୟାହ୍ନ ଭୋଜନରୁ ବାହାରିଲା ଝିଟିପିଟି। ଆଉ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ ଅସୁସ୍ଥ ହୋଇ ପଡ଼ିଲେ ୨୫ରୁ ଅଧିକ ପିଲା । ଏପରି ଏକ […]

ଫେବୃଆରୀ ୨୩ରୁ ମାର୍ଚ୍ଚ ୧୯ ଯାଏଁ ହେବ ନାଟମଣ୍ଡପ ମରାମତି କାମ

୨୩ରୁ ଆରମ୍ଭ ନାଟମଣ୍ଡପ ମରାମତି କାମ ଫେବୃଆରୀ ୨୩ ତାରିଖରୁ ନାଟମଣ୍ଡପ ଅବଶିଷ୍ଟ ମରାମତି କାର୍ଯ୍ୟ ଆରମ୍ଭ ହୋଇ ୧୯ ମାର୍ଚ୍ଚ ମଧ୍ୟରେ ନାଟମଣ୍ଡପ କାମ ଶେଷ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । […]

ପାଟ୍ରୋଲିଂ ବେଳେ ମହିଳା ଆଇଆଇସିଙ୍କୁ ମାଡ଼

ମହିଳା ଆଇଆଇସିଙ୍କୁ ମାଡ଼ ଘଟଣା, ପୁରୁଷ ଶୂନ୍ୟ ହେଲା ଗାଁ ଥାନା ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାରେ ୨୧ ଜଣଙ୍କୁ ଉଠାଇନେଲା ପୋଲିସ । ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି […]

ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍

ନୂଆ-ଓ ସ୍କଲାରସିପ୍ ଯୋଜନାରେ ମିଳିବ ସ୍କଲାରସିପ୍ ଯାଜପୁରରେ 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ନୂଆ-ଓ କାର୍ଯ୍ୟକ୍ରମରେ ସାମିଲ ହେବା ସହ ଛାତ୍ରଛାତ୍ରୀଙ୍କ ପାଇଁ କରିଛନ୍ତି ବଡ଼ ଘୋଷଣା । ନୂଆ-ଓ ସ୍କଲାରସିପ୍ ଯୋଜନାରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ […]

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା

ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଏହି ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱ-ନକ୍ଷତ୍ର ଅନୁଷ୍ଠିତ ହୋଇଛି । ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ […]

୧୭ରେ ଲୋକାର୍ପଣ, ଆଜିଠୁ ଆରମ୍ଭ ହୋଇଛି ମହାଯଜ୍ଞ

ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର ୧୭ ତାରିଖରେ ହେବ ପରିକ୍ରମା ପ୍ରକଳ୍ପର ଲୋକାର୍ପଣ । ଆଜିଠୁ ଆରମ୍ଭ ହୋଇଛି ମହାଯଜ୍ଞ । ତିନି ଦିନ ଧରି ଚାଲିବ ଏହି ହୋମଯଜ୍ଞ । ମନ୍ତ୍ରପାଠରେ କମ୍ପୁଛି ଶ୍ରୀକ୍ଷେତ୍ର […]

ପରିକ୍ରମା ପ୍ରକଳ୍ପ ଲୋକାର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି

ପୋଲିସ ଡିଜିଙ୍କ ଶ୍ରୀମନ୍ଦିର ସୁରକ୍ଷା ସମୀକ୍ଷା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକର୍ପଣର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କଲେ ପୋଲିସ ଡିଜି ଅରୁଣ ଷଡ଼ଙ୍ଗୀ । ଭିଡ଼କୁ ଦୃଷ୍ଟିରେ ରଖି ଚାରି ଥାକିଆ କଡ଼ା ସୁରକ୍ଷାରେ […]

ଆଜିଠୁ ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା

ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର ବରଗଡ଼ ପାଲଟିବ ମଥୁରା ନଗରୀ, ଅମ୍ବାପଲ୍ଲୀ ହେବ ଗୋପପୁର । ଜିରା ନଦୀ ପାଲଟିଯିବ ଯମୁନା, ଆଉ ବରଗଡ଼ ସହରବାସୀ ପାଲଟିଯିବେ ଜଣେ ଜଣେ […]

ଏବର୍ଷ ସାତକୋଶିଆକୁ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ

ସାତକୋଶିଆରେ ବଢ଼ିଛି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା ଏବର୍ଷ ସାତକୋଶିଆକୁ ଆସିନାହାଁନ୍ତି ନୂଆ ପ୍ରଜାତିର ପକ୍ଷୀ । ସାତକୋଶିଆରେ ବଢ଼ିଛି କୁମ୍ଭୀର, କମିଛି ପକ୍ଷୀଙ୍କ ସଂଖ୍ୟା। ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭ୍ୟୟାରଣ୍ୟର କୁମ୍ଭୀର ଓ […]