ଅପରାଧ ଓଡ଼ିଶା ଜିଲ୍ଲା ୩ଅଭିଯୁକ୍ତଙ୍କୁ ମାରାଥନ ଜେରା Jajati express Reporter July 8, 2023 0 କାଲି ଗିରଫ କରିଥିଲା ଆଉ ଆଜି ରିମାଣ୍ଡରେ ନେଇ ମାରାଥନ ଜେରା କରୁଛି ସିବିଆଇ। ବାହାନଗା ଟ୍ରେନ୍ ଟ୍ରାଜେଡିକୁ ନେଇ ଜାରି ରହିଛି ସିବିଆଇର ତନାଘନା । ଗତକାଲି ଗିରଫ ହୋଇଥିବା ୩ ଅଭିଯୁକ୍ତଙ୍କୁ […]
ଅପରାଧ ଓଡ଼ିଶା ଜିଲ୍ଲା ରଥରେ ଚଢିଥିଲେ ଅଣସେବାୟତ, ରିଲ୍ସ ଭାଇରାଲ ! Jajati express Reporter July 8, 2023 0 ସରିଗଲା ରଥଯାତ୍ରା । ହେଲେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ରଥ ଉପରେ ଅଣସେବାୟତ ବେଶରେ ଚଢିଥିଲେ ମାଳ ମାଳ ଭକ୍ତ ।ପୁଣି ଶ୍ରୀଅଙ୍ଗକୁ ଛୁଇଁବା ସହ ଶ୍ରୀବିଗ୍ରହଙ୍କ ପାଖରେ ବସି […]
ଅପରାଧ ଓଡ଼ିଶା ଜିଲ୍ଲା ବାହାନଗା ଟ୍ରେନ ଟ୍ରାଜେଡି, ୩ଜଣଙ୍କୁ ବାନ୍ଧିଲା ସିବିଆଇ Jajati express Reporter July 7, 2023 0 ବହୁ ଚର୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା । ୩ ଜଣ ରେଳ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ । ୨ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନଙ୍କ ସମେତ ଟେକ୍ନିସିଆନ ପପୁ […]
ଅପରାଧ ଓଡ଼ିଶା ଜିଲ୍ଲା ଲାଞ୍ଚ ନେଉଥିଲେ ପୁଲିସ ବାବୁ, ମାଡ଼ି ବସିଲା ଭିଜିଲାନ୍ସ Jajati express Reporter July 6, 2023 0 ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ। ଯାଜପୁର ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ ଚନ୍ଦ୍ର ସେନାପତି। ପୋଲିସ ବାବୁଙ୍କୁ ଘାରିଥିଲା ଲାଞ୍ଚ କାରବାର। ତେବେ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର […]
ଅପରାଧ ଓଡ଼ିଶା ଜିଲ୍ଲା ଫାଙ୍କିଥିଲା, ଏବେ ଘାଣ୍ଟି ହେଉଛି ! Jajati express Reporter July 6, 2023 0 ଖୋଲୁଚି DN ଗ୍ରୁପ୍ ର ମହା କେଲେଙ୍କାରୀ। ଦୀର୍ଘ ଦିନ ଧରି ଆୟକର ଫାଙ୍କିବା ଅଭିଯୋଗରେ DN ଗ୍ରୁପ୍ ଉପରେ ଜାରି ରହିଛି ଚଢାଉ । ଦ୍ବିତୀୟ ଦିନରେ ବି ଆଇଟି ରେଡ୍ ଜାରି […]
ଅପରାଧ ଦେଶ ଉଗ୍ର ହେଉଛି ମଣିପୁର ହିଂସା ! Jajati express Reporter July 5, 2023 0 ଦିନକୁ ଦିନ ଉଗ୍ର ହେଉଛି ମଣିପୁରରେ ହିଂସା। ମଣିପୁରର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ହୋଇଛି ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ […]
ଅପରାଧ ଓଡ଼ିଶା ଜିଲ୍ଲା ଦୁଇ ବସ ମୁହାଁମୁହିଁ ଧକ୍କା, ୧୬ ଗୁରୁତର Jajati express Reporter July 5, 2023 0 ପୁଣି ଦୁଇ ବସ ମୁହାଁମୁହିଁ ଧକ୍କା। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ତାମୁଳିଆ ବ୍ରିଜ ଉପରେ । ବାଲେଶ୍ବରରୁ ବାରିପଦା ଅଭିମୁଖେ ଯାଉଥୁବା ଅଜୟ ବସ୍ ଏବଂ ଭୁବନେଶ୍ବରରୁ ବାଲେଶ୍ବର ଅଭିମୁଖେ ଆସୁଥୁବା […]
ଅପରାଧ ଓଡ଼ିଶା ବିଜେବି ଓ ମହର୍ଷି କଲେଜରେ ମାରପିଟ୍ Editor July 5, 2023 0 ବିଚ୍ ରାସ୍ତାରେ ଛାତ୍ରଙ୍କୁ ଗୋଡାଇ ଗୋଡାଇ ହାଣିଲେ ରାଜଧାନୀରେ ପୁଣି ଛାତ୍ର ଅଶାନ୍ତି ଦେଖାଦେଇଛି । ଭିନ୍ନ ଭିନ୍ନ କାରଣକୁ କେନ୍ଦ୍ର କରି ଦୁଇ ପ୍ରମୁଖ କଲେଜ ବିଜେବି ଓ ମହର୍ଷିରେ ଦୁଇ ଛାତ୍ରଗୋଷ୍ଠୀ […]
ଅପରାଧ ଓଡ଼ିଶା ଜିଲ୍ଲା ଭିମସାର ଓ ଏମକେସିଜି ଛାତ୍ର ଗୋଷ୍ଠୀ ବିବାଦ Editor July 5, 2023 0 ଫାୟାର ଏକ୍ସଟିଂଗୁଇସ୍ ମାଡ଼ କ’ଣ ଠିକ୍ ? ଦୁଇ ଛାତ୍ରଗୋଷ୍ଠୀ ବିବାଦ । ଥାନାରେ ମାମଲା ରୁଜୁ ହେବା ପରେ ସାମାନ୍ୟ ଶାନ୍ତ ପଡିଛି ସ୍ଥିତି । ବୁର୍ଲା ଭୀମସାରରେ ଦୁଇ ମେଡ଼ିକାଲ୍ ଛାତ୍ର […]
ଅପରାଧ ଓଡ଼ିଶା ଜିଲ୍ଲା ରଥଯାତ୍ରାରେ ଚୋରି, ୮୭ ଗିରଫ ! Jajati express Reporter July 4, 2023 0 ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୮୭ ଲୁଟେରାଙ୍କୁ ଗିରଫ କରିଛି ପୋଲିସ। ବିଶ୍ଵର ସବୁଠୁ ବଡ ଯାତ୍ରା ହେଉଛି ପୁରୀରେ ହେଉଥିବା ବିଶ୍ଵ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା । ଏହି […]
ଅପରାଧ ଓଡ଼ିଶା ଜିଲ୍ଲା ଫେରାର ହୋଇଗଲେ କି ବିଦ୍ୟାଭାରତୀ ? Jajati express Reporter July 4, 2023 0 ACF ସୌମ୍ୟ ରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ନେଉଛି ନୂଆମୋଡ଼ । କୁଆଡେ ଫେରାର ହୋଜ୍ଯାଇଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ। ଆଉ ବିଦ୍ୟାଭାରତୀଙ୍କୁ ଖୋଜି ପାଉନି ପୁଲିସ। କୋର୍ଟଙ୍କ ଜାମିନ ବିହୀନ ଗିରଫ ପରୱାନା […]