ଚୋରା କାଠ ଚାଲାଣ ବେଳେ ମାଡିବସିଲା ଯାଜପୁର ବନବିଭାଗ

ଜବତ ହେଲା ୧୪୫ସିଫ୍ଟ କାଠ, ଡ୍ରାଇଭର ଗିରଫ ! ବନ ବିଭାଗକୁ ବଡ ସଫଳତା , କାଠ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । ଯାଜପୁର ରୋଡ ବନ ବିଭାଗ ଓ ପୋଲିସ […]

ଭିଜିଲାନ୍ସ ଜାଲରେ ପୂର୍ବତନ ସରପଞ୍ଚ

ମନରେଗା କାମରେ କରିଥିଲେ ବ୍ୟାପକ ଘୋଟାଲା ! ଭିଜିଲାନ୍ସ ଜାଲରେ ଫସିଛନ୍ତି ଦୁଲଣାପୁର ପୂର୍ବତନ ସରପଞ୍ଚ । ତେବେ ଏହି ପୂର୍ବତନ ସରପଞ୍ଚ ବାବୁଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ । ଆଜି ଏକା […]

NHRCରେ ହୋମଗାର୍ଡ ଆତ୍ମହତ୍ୟା ଘଟଣା, ଡିଆଇଜି ଦେବେ ୩୦ଲକ୍ଷ !

ଡିଆଇଜିଙ୍କ ପତ୍ନୀଙ୍କ ଅତ୍ୟାଚାର ପାଇଁ କରିଥିଲେ ଆତ୍ମହତ୍ୟା ଉଦ୍ୟମ ନିର୍ଯାତନା ଅସହ୍ୟ ନେଇ ଟ୍ରେନ୍‌ ଆଗକୁ ଡେଇଁ ନିଜ ଦୁଇ ଗୋଡ଼ ହରାଇଥିବା ହୋମଗାର୍ଡଙ୍କ ଘଟଣା । ଜାତୀୟ ମାନବାଧିକାର କମିଶନରେ ଦାୟର ହେଲା […]

ଫିଟିଲା ଗୁମର, ଶାଶୁର ତଣ୍ଟି କାଟିଥିଲା ବୋହୁ

ବୋହୁର ପରକୀୟା ପ୍ରୀତି ଜାଣିଜାଇଥିଲେ ଶାଶୁ ! ପରକୀୟା ପ୍ରୀତିର କରୁଣ ପରିଣତି । ଲୁଚି ଲୁଚି ପରକୀୟା ପ୍ରୀତିରେ ମାତିଥିଲା ବୋହୁ । ଆଉ ଭାବୁଥିଲା ଏକଥା କେହି ଜାଣିପାରୁନାହାନ୍ତି । ହେଲେ […]

ଏକା ସାଙ୍ଗରେ ଝୁଲିପଡିଲେ ମାଆପୁଅ !

ଆତ୍ମହତ୍ୟା ନା ହତ୍ୟା, କାରଣ ଖୋଜୁଛି ପୋଲିସ ! ଏକସଙ୍ଗେ ଝୁଲି ପଡିଲେ ମାଆ ପୁଅ ! ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ସହରର ଅଇଁଠାପାଲି ଥାନା ଟାଙ୍ଗରପାଲିରେ । […]

ଫେରାର ଥିଲେ ବିଡିଓ, ୮ବର୍ଷ ପରେ ବାନ୍ଧିଲା ଭିଜିଲାନ୍ସ !

ବିଡିଓ ହେବ ତ ଏମିତି ! ସରକାରୀ ବାବୁଙ୍କ କଳାକାର୍ନାମା । ପୁରା ଦୁର୍ନୀତିର ଗନ୍ତାଘର ପାଲଟିଥିଲେ ବାବୁ ଜଣଙ୍କ । ସରକାରୀ ଧନ ହଡପ କରିବା ସହ ୭ଟି ମାମଲାରେ ଫସି ଫେରାର […]

କାଉଡ଼ିଆଙ୍କ ଉପରେ ମାଡିଗଲା କାର, ଦୁଇ ମୃତ !

ଅଧା ରହିଗଲା ଶିବ ଦର୍ଶନ ! ଅଧା ରହିଗଲା ଶିବ ଦର୍ଶନ । ହଠାତ ମାଡି ଆସିଲା କାଳ ଆଉ ଅଧା ରାସ୍ତାର ନେଇଗଲା ଜୀବନ । ପାଣି ଭାର ନେଇ ଯାଉଥିବା ବେଳେ […]

ପୋଲିସ ଓ ଅପରାଧୀଙ୍କ ମଧ୍ୟରେ ହଣାକଟା, ୪ ଗିରଫ

ଅପରାଧୀକୁ ଧରିବାକୁ ଯାଇ ହାତୁଡିରେ ଛେଚା ଖାଇଲା ପୋଲିସ ମୋଷ୍ଟ ଓ୍ବାଣ୍ଟେଡ୍ ଅପରାଧୀକୁ ଧରିବାକୁ ଯାଇ ଛେଚା ଖାଇଲା ପୋଲିସ । ବଟି ଆଦାୟ, ମରଣାନ୍ତକ ଆକ୍ରମଣ, ଡକାୟତି, ଅସ୍ତ୍ରଶସ୍ତ୍ର କାରବାର, ହତ୍ୟା ଉଦ୍ୟମ […]

ନୁହ ହିଂସାକାଣ୍ଡକୁ ନେଇ ପୋଲିସର ଗୁରୁତ୍ବପୂର୍ଣ୍ଣ ବୟାନ୍

ମୋନୁ ମାନେସର ବିରୋଧରେ ନାହିଁ କୌଣସି ପ୍ରମାଣ ହରିୟାଣାର ନୁହ ହିଂସା ଅଭିଯୁକ୍ତ ମୋନୁ ମାନେସର ସଂପର୍କରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛି ହରିୟାଣା ପୋଲିସ । ପୋଲିସ କହିବା ଅନୁସାରେ,  ଉତ୍ତେଜନାମୂଳକ ଭାଷଣକୁ […]

ଏତେ ସୁରକ୍ଷା ଭିତରେ କେମିତି ହେଲା କାଳିମାଡ଼ ?

ସଚିବଙ୍କୁ କାଳିମାଡ଼, ଦାୟୀ କିଏ ? ସତ୍ୟବାଦୀରେ 5T ସଚିବ ଭି.କେ ପାଣ୍ଡିଆନଙ୍କୁ କାଳିମାଡ ଘଟଣା। ଅଭିଯୁକ୍ତ ଭାସ୍କର ସାହୁ ଏବେ ପୋଲିସ ହେପାଜତରେ । ହେଲେ ଏହି ଘଟଣା ପରେ ସରଗରମ ହୋଇଛି […]

ହିଂସାର ହବ୍ ପାଲଟିଛି ମଣିପୁର !

ପୁଣି ମଣିପୁରରେ ହିଂସାରେ ଗଲା ୩ ଜୀବନ ! ହିଂସାର କେନ୍ଦ୍ରବିନ୍ଦୁ ପାଲଟିଥିବା ମଣିପୁରରେ ଏବେବି ବି ଲାଗି ରହିଛି ହିଂସାର ତାଣ୍ଡବ । ପ୍ରତିଟି ମୁହୂର୍ତ୍ତରେ ହିଂସାର ଗୋଟିଏ ଗୋଟିଏ ଉଗ୍ରରୂପ ଦେଖିବାକୁ […]