୫ ଜଣଙ୍କୁ ମ୍ୟାରେଜ୍, ଟଚରେ ଥିଲେ ୪୯

ଗିରଫ ହେଲେ ୫ ସ୍ତ୍ରୀଙ୍କ ସ୍ଵାମୀ ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା । ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା । କିଛି ମହିଳାଙ୍କୁ ବିବାହ ମଧ୍ୟ […]

ହାଇଟେକ୍ ମେଡ଼ିକାଲ ବିସ୍ଫୋରଣ ଘଟଣାରେ ମୃତଦେହ ଚିହ୍ନଟ ଦ୍ୱନ୍ଦ୍ୱ

ମୃତ୍ୟୁରେ ଆମର କୌଣସି ଦୋଷ ନାହିଁ: ହସ୍ପିଟାଲ କର୍ତ୍ତୃପକ୍ଷ ହାଇଟେକ ମେଡିକାଲ ସାମ୍ନାରେ ଆଜି ଦେଖିବାକୁ ମିଳିଥିଲା ହାଇଡ୍ରାମା । ମୃତଦେହ ଚିହ୍ନଟରେ ଅସମ୍ବେଦନଶୀଳତା । ପ୍ରଥମେ କହିଲେ ଦିଲ୍ଲୀପ ସାମନ୍ତରାୟଙ୍କ ମୃତ୍ୟୁ ହୋଇଛି […]

ଠକିନେଲେ ୮କୋଟି, ୫ଜଣଙ୍କୁ ବାନ୍ଧିଲା ପୋଲିସ

କ୍ରେଡିଟ୍ କାର୍ଡରେ ୮ କୋଟି ଟଙ୍କା ଠକେଇ ମାତିଛନ୍ତି ସାଇବର ଅପରାଧୀ । ଆକାଉଣ୍ଟରୁ ଚଳୁ କରୁନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । କ୍ରେଡିଟ୍ କାର୍ଡ ମାଧ୍ୟମରେ ୮ କୋଟି ଠକେଇ ହୋଇଛି । […]

ଆଇଏସଆଇ ଲିଙ୍କ ଖୋଲିବ କ୍ରାଇମବ୍ରାଂଚ

ଆଜିଠୁ ୫ ଦିନିଆ ରିମାଣ୍ଡରେ ବୁଖାରୀ ଆଜିଠୁ ୫ ଦିନଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀ । ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଦେଇଛନ୍ତି ଅନୁମତି […]

୭ ଦିନିଆ ରିମାଣ୍ଡରେ ଲଲିତ ଝା

୭ ଦିନିଆ ରିମାଣ୍ଡରେ ଲଲିତ ଝାସଂସଦ ସୁରକ୍ଷାରେ ତ୍ରୁଟି ମାମଲା। ମୁଖ୍ୟ ଅଭିଯୁକ୍ତ ଲଲିତ ଝାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଲା ଦିଲ୍ଲୀ ପୋଲିସ । ଅନେକ ଦିନରୁ ଲଲିତ ଏହି ଯୋଜନା […]

ବଲାଙ୍ଗୀରରେ ଗଣତି ଶେଷ, ମିଳିଲା ୩୦୫ କୋଟି

୩ଟି ଜାଗାରୁ ମିଳିଲାଣି ୩୪୮ କୋଟି ବଲାଙ୍ଗୀରରେ ଶେଷ ହୋଇଛି ଟଙ୍କା ଗଣତି । ମିଳିଲା ୩୦୫ କୋଟି । ସୁଦପଡ଼ା ମଦ ବ୍ୟବସାୟୀଙ୍କଠାରୁ ମିଳିଥିଲା ୧୭୬ ଟି ବ୍ୟାଗ । ଏହି ଟଙ୍କା […]

ଯେତେ ଗଣିଲେ ବି ସରୁନି ଟଙ୍କା, ମେସିନ୍ ଥକି ପଡୁଛି

୧୦୬ ବସ୍ତାରୁ ମିଳିଲାଣି ୧୩୦ କୋଟି ଯେତେ ଗଣିଲେ ବି ସରୁନି ଟଙ୍କା । ମେସିନ୍ ଥକି ପଡୁଛି, କିନ୍ତୁ ଶେଷ ହେଉନି ମଦ ଟଙ୍କାର ପାହାଡ଼ । ବଲାଙ୍ଗିରରେ ମେଗା ଆଇଟି ରେଡରେ […]

ପଇସା ଗଣୁଛନ୍ତି ୨୫ଟି ମେସିନ୍ ସାଙ୍ଗକୁୁ ୫୦ ଷ୍ଟାଫ

ଟିଟଲାଗଡ଼ରୁ ମିଳିଲା ଆଉ ୧୧ କୋଟି, ବଲାଙ୍ଗୀରରେ ହାଇଦ୍ରାବାଦର ଆନାଲିସିସ୍ ଟିମ୍ ସରୁନି ଗଣତି । ଯୋଉଠି ହାତ ମାରିଲେ ସେଠୁ ବାହାରୁଛି ଟଙ୍କା । ଆଜି ଚତୁର୍ଥ ଦିନରେ ରେଡ କରିଥିଲା ଆଇଟି […]

ମଦ ବ୍ୟବସାୟରେ ଝାଡ଼ଖଣ୍ଡ ସାଂସଦ ଲିଙ୍କ

ନିର୍ବାଚନ ସହ ଟଙ୍କାର କୌଣସି ସଂପୃକ୍ତି ରହିଛି କି? ଟଙ୍କାର ପାହାଡ଼ରେ ଦୁର୍ନୀତି ଛାପ । ଶହ ଶହ କୋଟି ଟଙ୍କାରେ ରାଜନେତାଙ୍କ ସଂପୃକ୍ତି ଅଭିଯୋଗ । ଏବଂ ଟଙ୍କା ଗଣିଗଣି ମେସିନ୍ ହାଲିଆ […]

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା !

ରଗଡ଼ି ଜେଲରେ କଏଦୀ ମୃତ ! ଜେଲରେ ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ରଗଡି ସବଜେଲରେ ।ତେବେ ବିଚାରଧୀନ କଏଦୀଙ୍କ ଆତ୍ମହତ୍ୟା ହୋଇଥିବା ଖବର ଏବେ […]

ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢୁଛି ଦୁର୍ଘଟଣା ସଂଖ୍ୟା

୩ ଦିନରେ ଗଲାଣି ୩୦ ଜୀବନ ୩ ଦିନରେ ଗଲାଣି ୩୦ ଜୀବନ । ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢ଼ିବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ […]