ରାହୁଲଙ୍କୁ ସୁପ୍ରିମ୍ ଆଶ୍ବସ୍ତି

ଫେରିପାଇବେ ସାଂସଦ ପଦ, ଲଢ଼ିପାରିବେ ନିର୍ବାଚନ ରାହୁଲଙ୍କୁ ‘ସୁପ୍ରିମ’ ଆଶ୍ବସ୍ତି । ମୋଦି ସାଙ୍ଗିଆ ମାମଲାରେ ଦଣ୍ଡାଦେଶ ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ । ଦୁଇ ବର୍ଷ ଜେଲଦଣ୍ଡକୁ କାଏମ ରଖିଥିଲେ ହାଇକୋର୍ଟ । […]

ଜ୍ଞାନବ୍ୟାପିରେ ଆରମ୍ଭ ହେଲା ଏଏସଆଇର ସର୍ଭେ

ସର୍ଭେ ନେଇ ଆହ୍ଲାବାଦ କୋର୍ଟର ସବୁଜ ସଂକେତ ବହୁ ଚର୍ଚ୍ଚିତ ଜ୍ଞାନବାପି ମସଜିଦରେ ଆରମ୍ଭ ହୋଇଛି ସର୍ଭେ କାର୍ଯ୍ୟ । ଏହି ମସଜିଦର ସର୍ଭେ କାର୍ଯ୍ୟ ଏକ ମନ୍ଦିର ଉପରେ ମସଜିଦ ନିର୍ମିତ ହୋଇଛି […]

ରାଜ୍ୟପାଳଙ୍କୁ ବି ବାଧିଲା ଟମାଟୋ ଦର ବୃଦ୍ଧି

ଟମାଟୋ ନଖାଇ ସହାନୁଭୂତି ଦର୍ଶାଇଲେ ପଞ୍ଜାବ ରାଜ୍ୟପାଳ ସାରା ଦେଶରେ ଟମାଟୋ ଦର ବୃଦ୍ଧି ସମସ୍ତଙ୍କୁ ବାଧୁଛି । ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପଞ୍ଜାବରେ । ଟମାଟୋ ମହଙ୍ଗା ହେବାରୁ ପଞ୍ଜାବ […]

ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲଙ୍କ ଶୁଣାଣି

ପୂର୍ବରୁ କ୍ଷମା ମାଗିବାକୁ ମନା କରିଛନ୍ତି ରାହୁଲ ମୋଦି ସରନେମ୍ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କୁ ଜେଲଦଣ୍ଡ ମାମଲା । ଆଜି ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ । ଗତ ୧୮ ତାରିଖରେ ମାମଲାର ଶୁଣାଣି […]

ମଣିପୁରରେ ତେଜିଲା ହିଂସା !

ଜାଳିଦେଲେ ସୁରକ୍ଷାକର୍ମୀଙ୍କ ଶିବିର ! ପୁଣି ହିଂସାରେ ଥରିଲା ମଣିପୁର । ଏହି ହିଂସା ନେଇଛି ଉଗ୍ରରୂପ । ଅଶାନ୍ତ ହୋଇପଡିଛି ପୁରା ମଣିପୁର । ତେବେ ସେନା ଶିବିର ଜଳିଏଇଥିବା ଦେଖିବାକୁ ମିଳିଛି […]

ଭାରତର ସମୁଦ୍ରଯାନ ପ୍ରୋଜେକ୍ଟ

ସମୁଦ୍ର ଗର୍ଭରୁ ତଥ୍ୟ ଯୋଗାଡ କରିବ ସମୁଦ୍ରଯାନ ଭାରତର ସମୁଦ୍ରଯାନ ପ୍ରୋଜେକ୍ଟକୁ ନେଇ ଚର୍ଚ୍ଚା। ସମୁଦ୍ରର ଗଭୀର ଜଳ ରାଶି ଓ ଏହାର ସମ୍ପଦ ସମ୍ପର୍କରେ ତଥ୍ୟ ଯୋଗାଡ଼ ଏହି ମିଶନର ଲକ୍ଷ୍ୟ। ଏଥିପାଇଁ […]

ପୁଣି ବଢିଲା ରାଜୀବ ଗୌବାଙ୍କ କାର୍ଯ୍ୟକାଳ

ତୃତୀୟ ଥର ପାଇଁ ବଢିଲା କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ ପୁଣି ଥରେ ବଢିଲା କ୍ୟାବିନେଟ ସଚିବଙ୍କ କାର୍ଯ୍ୟକାଳ । କେନ୍ଦ୍ର ସରକାର ଆଜି ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ପୁଣି ବୃଦ୍ଧି କରିଛନ୍ତି । ଏହାକୁ […]

ଦେଶରେ ୨୦ ନକଲି ବିଶ୍ୱବିଦ୍ୟାଳୟ ଠାବ !

ଦିଲ୍ଲୀରେ ସର୍ବାଧିକ ୮ଟି ବିଶ୍ବବିଦ୍ୟାଳୟର ନାହିଁ ଖାତା ଖତିଆନ ଆପଣ କୌଣସି ବାହାର ଅର୍ଥାତ ରାଜ୍ୟ ବାହାରର ବିଶ୍ୱବିଦ୍ୟାଳୟ ତଥା ୟୁନିଭର୍ସିଟିରେ ପାଠ ପଢୁଛନ୍ତି କି , ତେବେ ଟିକେ ସାବଧାନ ହୋଇଯା’ନ୍ତୁ। କାହିଁକି […]

ହରିଆଣା ଦଙ୍ଗା, ମହିଳା ଜଜଙ୍କ ଗାଡ଼ି ଜାଳିଦେଲେ ଦୁବୃର୍ତ୍ତ

ଚରମ ସୀମାରେ ହରିଆଣା ଗୋଷ୍ଠୀ ସଂଘର୍ଷ ଦିନକୁ ଦିନ ଉଗ୍ର ହେଉଛି ହରିଆଣା ସାମ୍ପ୍ରଦାୟିକ ହିଂସା । ଦୁଇ ଗୋଷ୍ଠୀ ମଧ୍ୟରେ ହେଉଥିବା ଏହି ସଂଘର୍ଷ ଚରମ ସୀମରେ ପହଞ୍ଚିଛି । ତେବେ ସେଠାରୁ […]

କୁନୋରେ ବାଘ ମଡକ , ପୁଣି ଗଲା ଆଉ ଏକ ଚିତାର ଜୀବନ

୧୧ ମାସରେ ଗଲାଣି ୯ ଚିତାଙ୍କ ଜୀବନ ! ପୁଣି ଗଲା ଆଉ ଏକ ଚିତାର ଜୀବନ। କୁନୋ ଜାତୀୟ ଉଦ୍ୟାନରେ ଦେଖିବାକୁ ମିଳିଛି ଚିଟା ମଡକ । ଗୋଟିଏ ପରେ ଗୋଟିଏ ଚିତାଙ୍କ […]

ଆଜି ସୁପ୍ରିମକୋର୍ଟରେ କାଶ୍ମୀର ଶୁଣାଣି

ଧାରା ୩୭୦ ଉଚ୍ଛେଦ ମାମଲାର ଆଜି ଆସିବ ରାୟ ଜମ୍ମୁ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ମାମଲାରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପ୍ରଧାନ ବିଚାରପତିଙ୍କ ସହ ୫ ଜଣିଆ ବିଚାରପତିଙ୍କ ଖଣ୍ଡପୀଠ […]