ଲକ୍ଷ୍ୟସ୍ଥଳ ଏବେ ନିକଟତର

ସଫଳତାର ଗୋଟିଏ ପାଦ ପଛରେ ଚନ୍ଦ୍ରଯାନ-୩ ଚନ୍ଦ୍ରଯାନ-୩ର କକ୍ଷପଥ ପରିବର୍ତ୍ତନ କରାଯାଇଛି। ଏହା ପୂର୍ବରୁ ମହାକାଶଯାନଟି ଏକ ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରର ପରିକ୍ରମା କରୁଥିଲା ଯାହାର ଚନ୍ଦ୍ରଠାରୁ ଦୂରତମ ଦୂରତା ଥିଲା ୧,୪୩୭ କିମି। […]

୯୫୪ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ

୪ ଓଡ଼ିଆଙ୍କୁ ମିଳିବ ପୋଲିସ ପଦକ ସାହସିକତା ପାଇଁ ଓଡ଼ିଶାର ୪ ଜଣଙ୍କୁ ପୋଲିସ ପଦକ । ସୁବେଦାର ପ୍ରହ୍ଲାଦ ହିମିରିକା, SI ସନ୍ତୋଷ କୁମାର ଗୁରୁ, କମାଣ୍ଡୋ ସୁନୀଲ ବରିହା ଓ ସୁଜିତ […]

ଉଦ୍ୟାନ ଉତ୍ସବ-୨କୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି

କାଲିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଅମୃତ ଉଦ୍ୟାନ ଆଜି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ବିଧିବଦ୍ଧ ଭାବେ ଉଦ୍ୟାନ ଉତ୍ସବ-୨କୁ ଉଦ୍‌ଘାଟନ କରିଛନ୍ତି । ଉଦ୍ୟାନ ଉତ୍ସବ-୨ ଅନ୍ତର୍ଗତ ଅଗଷ୍ଟ ୧୬ ତାରିଖରୁ ସେପ୍ଟେମ୍ବର ୧୭ […]

ଲଗାଣ ବର୍ଷା ଯୋଗୁଁ ଚାରିଧାମ ଯାତ୍ରା ସ୍ଥଗିତ

ହିମାଚଳପ୍ରଦେଶରେ ୨୪ ଘଣ୍ଟାରେ ଗଲାଣି ୫୦ରୁ ଅଧିକ ଜୀବନ ହିମାଚଳପ୍ରଦେଶରେ ଗତ ୪୮ ଘଣ୍ଟା ଧରି ଲଗାତାର ଭୀଷଣ ବର୍ଷା । ବର୍ଷା କାରଣରୁ ସାରା ରାଜ୍ୟରେ ଅନେକ ଜନଜୀବନ ନଷ୍ଟ ହୋଇଛି । […]

ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ

ମନମୋହନ ସିଂହଙ୍କ ରେକର୍ଡର ସମକକ୍ଷ ହେବେ ମୋଦି ଆଜି ୭୭ତମ ସ୍ବାଧୀନତା ଦିବସ । ଏହି ଅବସରରେ ଐତିହାସିକ ଲାଲ୍‌କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ସହିତ ଲାଲ୍‌କିଲ୍ଲାରେ […]

ସ୍ବାଧୀନତା ଦିବସ ଅବସରରେ ରାଷ୍ଟ୍ରପତିଙ୍କ ସମ୍ବୋଧନ

ଭାରତ ହେଉଛି ଗଣତନ୍ତ୍ରର ଜନନୀ: ରାଷ୍ଟ୍ରପତି ୭୭ତମ ସ୍ବାଧୀନତା ଦିବସ ପାଳନ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ସେ ଅଭିଭାଷଣରେ କହିଛନ୍ତି ପ୍ରତ୍ୟେକ ଭାରତୀୟଙ୍କର ବିଭିନ୍ନ ପରିଚୟ ରହିଛି […]

ମୁନ୍ ମିସନ ପରେ ସନ୍ ମିସନ

ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଲଞ୍ଚ ହୋଇପାରେ ଆଦିତ୍ୟ-ଏଲ୧ ମୁନ୍ ମିସନ ପରେ ସନ୍ ମିସନ । ଖୁବ୍ ଶୀଘ୍ର ସୂର୍ଯ୍ୟକୁ ମିସନ ଆରମ୍ଭ କରିବ ଇସ୍ରୋ । ଏନେଇ ପ୍ରସ୍ତୁତ ହୋଇଛି ଆଦିତ୍ୟ-ଏଲ୧ । […]

ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ

ଶିବ ମନ୍ଦିର ଧସି ୯ ମୃତ, ୨୦ରୁ ୨୫ଜଣ ମାଟି ତଳେ ଫସିଥିବା ଅନୁମାନ ହିମାଚଳ ପ୍ରଦେଶରେ ବାଦଲଫଟା ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ । ଭୂସ୍ଖଳନ ଯୋଗୁ ଶିମଲାର ଏକ […]

ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩

ପାଖେଇ ଆସୁଛି ସଫଳତା, ଚନ୍ଦ୍ରର ନିକଟତର ହେଲା ଚନ୍ଦ୍ରଯାନ-୩ ଆଜି ଚନ୍ଦ୍ରର ଆହୁରି ନିକଟତର ହେବ ଚନ୍ଦ୍ରଯାନ-୩ । ଦିନ ୧୧ଟାରୁ ସାଢେ ୧୨ଟା ମଧ୍ୟରେ ଚତୁର୍ଥ କକ୍ଷପଥ ପରିବର୍ତ୍ତନ କରିବ ଚନ୍ଦ୍ରଯାନ-୩ । […]

ଶତ୍ରୁଙ୍କ ନିଦ ହଜାଇବାକୁ ଆସିଗଲା ଶକ୍ତିଶାଳୀ ‘ହେରୋନ୍ ଡ୍ରୋନ୍’

ରିମୋଟରେ ଭାରତ ରଚିବ ବିଧ୍ୱଂସ୍ତଲୀଳା ବଢିଲା ବାୟୁସେନାର ଶକ୍ତି । ଏଣିକି ରିମୋଟରେ ବିଧ୍ୱଂସ୍ତଲୀଳା ରଚିବ ଭାରତ । ଆଗାମୀ ଦିନରେ ଯଦି ଭାରତୀୟ ସେନାକୁ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍ ପରି ଘଟଣା ପାଇଁ […]