୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା

‘ପ୍ରତୀକ୍ଷା’କୁ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଅନୁପମ ପଟ୍ଟନାୟକଙ୍କ ଫିଲ୍ମ ‘ପ୍ରତୀକ୍ଷା’କୁ ମିଳିଛି ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ବାପା-ପୁଅ ସମ୍ପର୍କ ଉପରେ […]

ରହସ୍ୟ ଖୋଜୁଛି ରୋଭର !

ଚନ୍ଦ୍ରପୃଷ୍ଠର ଟିକନିକ ତଥ୍ୟ ଖୋଜିବ ପ୍ରଜ୍ଞାନ ସଭିଙ୍କ ନଜର ଥିଲା କେତେବେଳେ ଚନ୍ଦ୍ରପୃଷ୍ଠରେ ପାଦ ଦେବ ଚନ୍ଦ୍ରଯାନ। ଆଉ ସେ ଇଚ୍ଛା ସଭିଙ୍କ ସାକାର କରିଛି ବିକ୍ରମ ଲ୍ୟାଣ୍ଡର । ସଫ୍ଟ ଲ୍ୟାଣ୍ଡିଂ ପରେ […]

ଆରମ୍ଭ ହେଲା କାଉଣ୍ଟଡାଉନ, ଜହ୍ନରେ ପାଦ ଥାପିବ ଚନ୍ଦ୍ରାୟନ-3 !

୫ଟା ୪୫ରୁ ଆରମ୍ଭ ହେବ ଲ୍ୟାଣ୍ଡିଂ ପ୍ରକ୍ରିୟା ! ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଆରମ୍ଭ ହୋଇସାରିଲାଣି କାଉଣ୍ଟଡାଉନ । ଇସ୍ରୋ ପକ୍ଷରୁ ଦିଆଯାଇଥିବା ଭାରତୀୟ ସମୟ ସନ୍ଧ୍ୟା ୬ଟା ବାଜି […]

ଜି୨୦ ଶିଖର ସମ୍ମିଳନୀ ପାଇଁ ସରକାର ଖର୍ଚ୍ଚ କରୁଛନ୍ତି ବିପୁଳ ଅର୍ଥ

ଅତିଥିଙ୍କ ପାଇଁ କିଣାହୋଇଛି ୫୦ଟି ବୁଲେଟ୍‌ପ୍ରୁଫ୍‌ ଅଡି ଜି୨୦ ଶିଖର ସମ୍ମିଳନୀ ପାଇଁ ଏବେଠୁ ପ୍ରସ୍ତୁତି । ଏହି ସମ୍ମିଳନୀରେ ଯୋଗ ଦେବାକୁ ଆସୁଥିବା ଅତିଥିମାନଙ୍କ ପାଇଁ ଭାରତ ସରକାର ୪୦୦ କୋଟିରୁ ଅଧିକ […]

“ହେଲୋ ବନ୍ଧୁ ତୁମକୁ ସ୍ଵାଗତ”

ଚନ୍ଦ୍ରଯାନ-3କୁ ସ୍ଵାଗତ କଲା ଚନ୍ଦ୍ରଯାନ-2 ଆଉ ମାତ୍ର କିଛି କ୍ଷଣର ଅପେକ୍ଷା । ଯେତେବେଳେ ସାରା ବିଶ୍ଵ କରିବ ଭାରତର ଜୟଗାନ। ସେ ସେ ସମୟ ଆଉ ବେଶୀ ଦୂର ନୁହେଁ । କାହିଁକି […]

ନୀତିଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ !

ପ୍ରାର୍ଥୀ ନାଁ ଘୋଷଣା କଲା ଜେଡିୟୁ, କଂଗ୍ରେସରୁ କିଏ ? ନୀତିଶ କୁମାର ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ! ଏକଥା ଆମ କହୁନୁ ଏନେଇ ନାଁ ଘୋଷଣା କରିଛି ଜେଡିୟୁ । ଆଗାମୀ ତଥା […]

ଓଡ଼ିଶା କଂଗ୍ରେସକୁ ଠକିଦେଲା କି ଏଆଇସିସି !

ଏଆଇସିସି କାର୍ଯ୍ୟକାରିଣୀ କମିଟିରେ ନାହିଁ ଓଡ଼ିଶା ନେତାଙ୍କ ନାଁ ! ରାଜନୀତିର ରଣନୀତି ଆରମ୍ଭ କରିଛି ଜାତୀୟ କଂଗ୍ରେସ । ମଇଦାନକୁ ଓହ୍ଳାଇବାକୁ ତିଆରି ହେଉଛି ବ୍ଲୁ-ପ୍ରିଣ୍ଟ । ସେପଟେ ଦଳକୁ ମଜଭୁତ କରିବା […]

ସଫଳତାର ସହ ସରିଲା ଦ୍ବିତୀୟ ଡିବୁଷ୍ଟିଂ

ପୂର୍ଣ୍ଣ ସଫଳତା ପାଇଁ ଦିନକର ଅପେକ୍ଷା ଦିନକ ପରେ ଚନ୍ଦ୍ରରେ ଲ୍ୟାଣ୍ଡ କରିବ ଚନ୍ଦ୍ରଯାନ ୩ । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ […]

ଆଜିଠୁ କମିବ ପିଆଜ ଦର 

ପିଆଜ କିଲୋକୁ ୨୫ ଟଙ୍କା, ଜାଣନ୍ତୁ କେଉଁଠି ମିଳୁଛି ଶସ୍ତା ପିଆଜ ଆଜିଠୁ କମିବ ପିଆଜ ଦର । ଖୁଚୁରାରେ କିଲୋ ପ୍ରତି ୨୫ ଟଙ୍କାରେ ପିଆଜ ବିକ୍ରି ହେବ । ଏହାର ଲାଭ […]

ଭାରତକୁ ପ୍ରଶଂସା କଲେ ଜର୍ମାନୀ ମନ୍ତ୍ରୀ

ୟୁପିଆଇ ସିଷ୍ଟମକୁ ପ୍ରଶଂସାରେ ପୋତିପକାଇଲେ ଜର୍ମାନୀ ମନ୍ତ୍ରୀ ଜର୍ମାନୀର ଡିଜିଟାଲ ଏବଂ ପରିବହନ ମନ୍ତ୍ରୀ ଭୋଲକର ୱିସିଂ ମଧ୍ୟ ଭାରତର  ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟଇଣ୍ଟରଫେସ୍ ବା ୟୁପିଆଇର ଜଣେ ପ୍ରସଂଶକ ପାଲଟିଯାଇଛନ୍ତି […]

କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ

ନେପାଳରେ କମିଲା ଟଙ୍କାର ବିନିମୟ ମୂଲ୍ୟ, ଚିନ୍ତାରେ ବ୍ୟବସାୟୀ ଓ ପର୍ଯ୍ୟଟକ ନେପାଳର ଖୁଚୁରା ବଜାରରେ କମିଲା ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ । ୩୦ ବର୍ଷ ପରେ ଅଚାନକ ଏଭଳି ହୋଇଛି । […]