ଫାଇନ ଗଣିଲେ ହିଟ୍ ମ୍ୟାନ୍

ଅଧିକ ସ୍ପିଡ୍ ରେ ଗାଡ଼ି ଚଳାଇ ଫାଇନ୍ ଦେଲେ ରୋହିତ ପଡିଆରେ ତାଙ୍କ ବ୍ୟାଟ୍ କଥା କୁହେ । ଆଉ ରାସ୍ତାରେ ତାଙ୍କ ଗାଡ଼ି ମାନେନି ବୋଲ । ମୁମ୍ବାଇ-ପୁନେ ଏକ୍ସପ୍ରେସ ୱେରେ କାର୍ […]

ଆଜି ମଇଦାନରେ ଆମ୍ନାସାମ୍ନା ହେବେ ଭାରତ-ବାଂଲା

ଆଜି ପୁଣେରେ ହାଇଭୋଲଟେଜ୍ ମ୍ୟାଚ୍ ! ଆଜି ବିଶ୍ବକପରେ ମୁହାଁମୁହିଁ ହେବେ ଭାରତ-ବାଂଲାଦେଶ । ପୁଣେରେ ଦିନ ୨ଟାରେ ଉଭୟଙ୍କ ମଧ୍ୟରେ ଖେଳାଯିବ ଏହି ହାଇଭୋଳଟେଜ ମ୍ୟାଚ୍ । ଯାହାକୁ ନେଇ କ୍ରୀଡାପ୍ରେମୀଙ୍କ ମଧ୍ୟରେ […]

ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ୍ ଙ୍କ ପରିବାର ଦୋଷୀ ସାବ୍ୟସ୍ତ

ସାତ ବର୍ଷ ଜେଲ୍ ଯିବେ ଆଜମ୍ ଙ୍କ ପୁରା ପରିବାର ଜେଲ୍‌ ଗଲେ ସମାଜବାଦୀ ପାର୍ଟି ନେତା ତଥା ପୂର୍ବତନ ମନ୍ତ୍ରୀ ଆଜମ ଖାନ୍‌ଙ୍କ ପୂରା ପରିବାର । ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ […]

ଜାମ୍ମୁକାଶ୍ମୀରରେ ଭୟଙ୍କର ଭୁସ୍ଖଳନ !

ଜମ୍ମୁକାଶ୍ମୀରରେ ସ୍ଥିତି ସଙ୍ଗୀନ ! ଜାମ୍ମୁକାଶ୍ମୀରରେ ଭୟଙ୍କର ଭୁସ୍ଖଳନ । ଭୀଷଣ ବର୍ଷା ଯୋଗୁଁ ଜାମ୍ମୁକାଶ୍ମୀରରେ ବଡ ଧରଣର ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଭୂସ୍ଖଳନ ପାଇଁ ଜାତୀୟ ରାଜପଥ-୪୪ରେ ଅବରୋଧ ଅବସ୍ଥା […]

ସମଲିଙ୍ଗୀ ବିବାହକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ

”ଆଇନ ତିଆରି କରିପାରିବନି, ଆଇନକୁ ବ୍ୟାଖ୍ୟା କରିପାରିବ କୋର୍ଟ” ସମଲିଙ୍ଗୀ ବିବାହକୁ ନେଇ ବଡ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏହାର ବୈଧୀକରଣକୁ ନେଇ ସୁପ୍ରିମ୍‌କୋର୍ଟ ସଂରକ୍ଷିତ ରଖିଥିବା ରାୟ ପ୍ରକାଶ ପାଇଛି […]

ସଞ୍ଜିବନୀ ସାଜିଛି ଅପରେସନ ‘ଅଜୟ’

ଏଯାଏଁ ଉଦ୍ଧାର ହେଲେଣି ୨୭୪ ଭାରତୀୟ ! ଜୋରଦାର ଚାଲିଛି ଅପରେସନ ଅଜୟ । ଇସ୍ରାଏଲ ଘମାଘୋଟ ଲଢେଇ ଭିତରୁ ବଞ୍ଚିବାର ରହ ନେଇ ସ୍ଵଦେଶ ଫେରୁଛନ୍ତି ଭାରତୀୟ । ଆଉ ଜୀବନ ଫେରିପାଇବା […]

ତେଲ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ !

ପଶ୍ଚିମବଙ୍ଗ ହାୱଡ଼ାରେ ଖାଇବା ତେଲ ଗୋଦାମରେ ନିଆଁ ! ପଶ୍ଚିମବଙ୍ଗରେ ଭୟଙ୍କର ଅଗ୍ନିକାଣ୍ଡ । ପଶ୍ଚିମବଙ୍ଗରେ ହାୱଡ଼ାରେ ସକାଳୁ ସକାଳୁ ଘଟିଛି ବଡ଼ ଧରଣର ଅଗ୍ନିକାଣ୍ଡ। ଏକ ଖାଇବା ତେଲ ଗୋଦାମରେ ନିଆଁ ଲାଗି […]

କିଏ ଜିତିବ ଆଜିର ମ୍ୟାଚ୍, ଭାରତ ନା ପାକିସ୍ତାନ ?

ଆରମ୍ଭ ହେଲା କାଉଣ୍ଟ ଡାଉନ, କିଛି ସମୟ ପରେ ଭାରତ-ପାକିସ୍ତାନ ମ୍ୟାଚ୍ ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବେ କଡା ଟକ୍କର । ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଅନୁଷ୍ଟିତ ହେବ। ବହୁ […]

ଆରମ୍ଭ ହେଲା ଅପରେସନ୍ ‘ଅଜୟ’

ଦେଶକୁ ଫେରିବେ ଇସ୍ରାଏଲରେ ଫସିଥିବା ଭାରତୀୟ ! ଆରମ୍ଭ ହେଲା ଅପରେସନ୍ ଅଜୟ। ଇସ୍ରାଏଲ ଉପରେ ପାଲେଷ୍ଟାଇନ ଉଗ୍ରବାଦୀ ସଂଗଠନ ହାମାସର ଆକ୍ରମଣ ପରେ ଆଜିକୁ ମିଶାଇ ପଞ୍ଚମ ଦିନ ଧରି ଯୁଦ୍ଧ ଜାରି […]

ବିହାରରେ ମର୍ମନ୍ତୁଦ ରେଳ ଦୁର୍ଘଟଣା, ୪ମୃତ !

ବାହାନଗା ପରେ ବିହାରରେ ଟ୍ରେନ୍ ଟ୍ରାଜେଡି, ୨୧ବଗି ଲାଇନଚ୍ୟୁତ ! ପୁଣି ଆଉ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା । ବିହାରର ବକ୍ସରରେ ଘଟିଛି ବଡ ଧରଣର ରେଳ ଦୁର୍ଘଟଣା । ବକ୍ସର ଜିଲ୍ଲା […]

RBI ଆଗରେ ଉଡିଲା ମେଞ୍ଚାମେଞ୍ଚା ନୋଟ୍ !

ଟଙ୍କା ନବଦଳାଇବାରୁ ଉତ୍ତ୍ୟକ୍ତ ହୋଇ ଟଙ୍କା ଉଡାଇଲେ ଲୋକେ ! ଦିଲ୍ଲୀରେ ଉଡିଲା ମେଞ୍ଚା ମେଞ୍ଚା ଟଙ୍କା । ପୁଣି ଟଙ୍କା ଉଡିଥିବା ଜାଗାର ନାଁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । […]