‘ପ୍ରଧାନମନ୍ତ୍ରୀ ପ୍ରାଣ ପ୍ରତିଷ୍ଠା କରିବେ, ମୁଁ କ’ଣ ସେଠି ତାଳି ମାରିବି?: ଶଙ୍କରାଚାର୍ଯ୍ୟ

ଅଯୋଧ୍ୟା ଯିବେନି ପୁରୀ ଶଙ୍କରାଚାର୍ଯ୍ୟ ଜାନୁଆରୀ ୨୨ରେ ହେବ ଅଯୋଧ୍ୟା ଶୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା । ଏହି ସମାରୋହକୁ ଐତିହାସିକ ବନାଇବାକୁ ଲାଗି ପଡିଛନ୍ତି ଉତ୍ତରପ୍ରଦେଶ ସରକାର ଓ ଅଯୋଧ୍ୟା ପ୍ରଶାସନ । […]

‘ବିଜେପି ମୋ ନାଁରେ ମିଥ୍ୟା ଅଭିଯୋଗ କରିଛି’

ମୋ ଛବି ଖରାପ କରୁଛି ବିଜେପି : ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ମଦ ନୀତି ଘୋଟାଲା ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢିବାରେ ଲାଗିଛି। ତାଙ୍କୁ ବାରମ୍ବାର ଇଡି ସମନ କରୁଛି। ଏନେଇ […]

ବିଷ ବଳୟରେ ଓଡ଼ିଶା

ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ ବିଷ ବଳୟରେ ଓଡ଼ିଶା । ବାୟୁ ପ୍ରଦୂଷଣରେ ଦିଲ୍ଲୀକୁ ଟପିଲା ଅନୁଗୁଳ । କଟକ, ଭୁବନେଶ୍ୱରରେ ମଧ୍ୟ ସ୍ଥିତି ସଙ୍ଗୀନ । ଗତକାଲିର ବାୟୁ ପ୍ରଦୂଷଣ ମାନ […]

ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ

‘ଭାରତ ନ୍ୟାୟ ଯାତ୍ରା’ ହେଲା ‘ଭାରତ ଯୋଡ ନ୍ୟାୟଯାତ୍ରା’ ବଦଳିଲା ଭାରତ ନ୍ୟାୟ ଯାତ୍ରାର ନାମ । ନାମ ବଦଳାଇ ‘ଭାରତ ଯୋଡ ନ୍ୟାୟଯାତ୍ରା’ ରଖାଗଲା । କଂଗ୍ରେସ ତରଫରୁ ଜାନୁଆରୀ ୧୪ ତାରିଖରୁ […]

ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ କରି ଆନ୍ଦୋଳନ

ଆଜିଠୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆଜିଠୁ ରାଜ୍ୟରେ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ହିଟ ଆଣ୍ଡ ରନ୍ ଆଇନକୁ ବିରୋଧ । ଦେଶବ୍ୟାପି ଡ୍ରାଇଭର ମାନଙ୍କ ଆନେ୍ଦାଳନ ଦେଖିବାକୁ ମିଳିଛି । ଦିଲ୍ଲୀ ଜନ୍ତରମନ୍ତରରେ […]

ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଆଜି ଗିରଫ ହେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ! ଆଜି ଗିରଫ ହୋଇପାରନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଟ୍ୱିଟ କରି ଆଶଙ୍କା ପ୍ରକାଶ କଲେ ଆପ୍ ନେତା ଓ ମନ୍ତ୍ରୀ । ମନ୍ତ୍ରୀ ଅତିଶ ଓ ଆପ […]

ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା

‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା ରାହୁଲ ଗାନ୍ଧୀଙ୍କ ‘ନ୍ୟାୟ ଯାତ୍ରା’ରେ ସାମିଲ ହେବେ ଓଡିଶାର ୧୦ ଜିଲ୍ଲା । ପ୍ରସ୍ତାବ ଦେଲେ ପିସିସି ସଭାପତି ଶରତ ପଟ୍ଟନାୟକ । ଝାଡ଼ଖଣ୍ଡ […]

ମହୁଆଙ୍କୁ ସୁପ୍ରିମ ଝଟକା

ମହୁଆଙ୍କ ମୋଇତ୍ରଙ୍କୁ ସୁପ୍ରିମକୋର୍ଟ ଝଟକା ମହୁଆଙ୍କ ମୋଇତ୍ରଙ୍କୁ ସୁପ୍ରିମକୋର୍ଟ ଝଟକା । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ସଂସଦରୁ ନିଲମ୍ବିତ ହୋଇଥିଲେ ଟିଏମସି ସାଂସଦ ମହୁଆ ମୋଇତ୍ର । ନିଲମ୍ବିତ ଆଦେଶ […]

ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ୧୪ ମୃତ ଆସାମରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୭ ଜଣ ଆହତ ହୋଇଛନ୍ତି । ଆସାମ ଗୋଲଘାଟରେ ପିକନିକ […]

ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ

ବିମାନବନ୍ଦରରେ ଜଳିଗଲା ବିମାନ ଜାପାନ ହାନେଡ଼ା ବିମାନବନ୍ଦରରେ ଜଳିଗଲା ବିମାନ । ଅବତରଣ ପୂର୍ବରୁ କୋଷ୍ଟଗାର୍ଡ ବିମାନକୁ ଦେଲା ଧକ୍କା । ବିମାନରେ ଥିବା ୩୭୯ ଯାତ୍ରୀ ସୁରକ୍ଷିତ । ଜାପାନ ଟୋକିଓ ହନୋଦା […]

‘ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ’

ପଶ୍ଚିମ ଓଡ଼ିଶାରେ ଦରକାର ନାହିଁ ସ୍ତାୟୀ ବେଞ୍ଚ: ଅର୍ଜୁନ ରାମ ମେଘୱାଲ ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ନାହିଁ ହାଇକୋର୍ଟ ସ୍ଥାୟୀ ବେଞ୍ଚ । ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଏହି ବୟାନ ଦେଇଛନ୍ତି କେନ୍ଦ୍ର […]