ଦେଶବ୍ୟାପୀ୨୪ ଘଣ୍ଟିଆ ଡାକ୍ତର ଆନ୍ଦୋଳନ

ଡାକ୍ତରଙ୍କ ଆନ୍ଦୋଳନ, ରୋଗୀ ସେବା ବନ୍ଦ କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନିଆଁ ସମଗ୍ର ଦେଶରେ ବ୍ୟାପିବାକୁ ଲାଗିଥିବା ବେଳେ ଏହା ଥମିବା ନାଁ ଧରୁନି। ସବୁଆଡ଼େ ପ୍ରତିବାଦ ଦେଖିବାକୁ […]

ଇସ୍ରୋର ଆଉ ଏକ ମାଇଲଖୁଣ୍ଟ

ଆର୍ଥ ଅବଜରଭେସନ୍ ସାଟେଲାଇଟ୍ EOS-08ର ସଫଳ ଉତକ୍ଷେପଣ ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ । SSLV-D3 ରକେଟରେ ସଫଳ ଉତକ୍ଷେପଣ ହେଲା ଆର୍ଥ ଅବଜର୍ଭେସନ୍ ସାଟେଲାଇଟ୍ […]

ଜାମ୍ମୁ-କାଶ୍ମୀର-ହରିୟାଣାରେ ବିଧାନସଭା ନିର୍ବାଚନ, ଅକ୍ଟୋବର ୪ରେ ଫଳାଫଳ

ଜାମ୍ମୁ-କାଶ୍ମୀର-ହରିୟାଣାରେ ନିର୍ବାଚନ ତାରିଖ ଘୋଷଣା ଜାମ୍ମୁ-କାଶ୍ମୀର ଓ ହରିୟାଣାରେ ହେବ ବିଧାନସଭା ନିର୍ବାଚନ । ଏନେଇ ତାରିଖ ଘୋଷଣା ହୋଇସାରିଛି । ଜାମ୍ମୁ-କାଶ୍ମୀରରେ ୩ଟି ପର୍ଯ୍ୟାୟରେ ହେବ ଭୋଟ୍ ଗ୍ରହଣ । ସେପ୍‌ଟେମ୍ବର ୧୮, […]

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି

ମନେପଡ଼ନ୍ତି ରାଜନୀତିର ଭୀଷ୍ମ ପିତାମହଙ୍କୁ ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟ ତିଥି। ରାଜନୀତିର ଭୀଷ୍ମ ପିତାମହଙ୍କୁ ମନେ ପକାଉଛନ୍ତି ଦେଶବାସୀ। ପୂଣ୍ୟତିଥିରେ ‘ସଦୈବ ଅଟଳ’ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ […]

ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା

୨୪ ଘଣ୍ଟିଆ ଧର୍ମଘଟ ଆହ୍ୱାନ ଦେଲେ ଭାରତୀୟ ମେଡିକାଲ ସଂଘ କୋଲକାତାର ଆରଜି କର ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ପ୍ରତିବାଦ ଦେଖାଦେଇଛି । ଏହାରି […]

ଭିନେଶଙ୍କ ଆବେଦନ ଖାରଜ କଲେ ସିଏଏସ

ପଦକ ପାଇବେନି ଭିନେଶ ଫୋଗାଟ ନିରାଶ ହେଲେ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ । ଭିନେଶଙ୍କ ପ୍ୟାରିସ୍ ଅଲିମ୍ପିକ୍ସ ପଦକ ଆବେଦନ ଖାରଜ କଲେ ସିଏଏସ୍ । ଚଳିତ ପ୍ୟାରିସ୍ ଅଲିମ୍ପିକ୍ସରେ […]

ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ

ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ଦେଶ ପାଳୁଛି ୭୮ତମ ସ୍ୱାଧୀନତା ଦିବସ। ଦିଲ୍ଲୀର ଲାଲକିଲ୍ଲାରେ ଲଗାତର ୧୧ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଜବାହରଲାଲ […]

ଆଜି ବି ନିରାଶ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ

ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସୁପ୍ରିମକୋର୍ଟଙ୍କ ଝଟକା ଲଗିଛି। ଦିଲ୍ଳୀ ମଦ ନୀତି ମାମଲାରେ ସୁପ୍ରିମକୋର୍ଟ ବୁଧବାର ଦିଲ୍ଲୀ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। […]

ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଟିମ୍ ଇଣ୍ତିଆରେ ବଡ଼ ପରିବର୍ତ୍ତନ

ମର୍ଣ୍ଣି ମୋର୍କେଲ ଟିମ୍ ଇଣ୍ତିଆର ବୋଲିଂ କୋଚ ଟି-ଟ୍ୱେଣ୍ଟି ବିଶ୍ୱକପ ପରେ ଟିମ୍ ଇଣ୍ତିଆରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଦଳିଲେ ହେଡ କୋଚ୍ ଓ ସପୋର୍ଟିଂ ଷ୍ଟାଫ୍ । ଗୌତମ ଗମ୍ବୀର […]

ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଶୁଣାଣି

ଅଗଷ୍ଟ ୧୬କୁ ଘୁଞ୍ଚିଲା ଭିନେଶଙ୍କ ପଦକ ଶୁଣାଣି ପୁଣି ଘୁଞ୍ଚିଲା ଭିନେଶ ଫୋଗାଟଙ୍କ ଶୁଣାଣି । ଆସନ୍ତା ଅଗଷ୍ଟ ୧୬ ତାରିଖରେ ଭିନେଶ ଫୋଗାଟଙ୍କ ଶୁଣାଣି କରିବେ କୋର୍ଟ । ତେବେ ଆଜି ଭିନେଶ […]