ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ

ବିଷାକ୍ତ ମଦ ନେଲା ୨୫ ଜୀବନ ତାମିଲନାଡୁରେ ବିଷାକ୍ତ ମଦ ନେଲା ଜୀବନ । ଶେଷ ଖବର ସୁଦ୍ଧା ୨୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । […]

ଧାନ ସହ ୧୪ଟି ଫସଲ ଉପରେ ବଢିଲା ଏମଏସପି

ବଢିଲା ଧାନର ସହାୟକ ମୂଲ୍ୟ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । ୧୪ଟି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ, ଏମଏସପି ବୃଦ୍ଧି କରିଛନ୍ତି ସରକାର । ଏ […]

UGC-NET ପରୀକ୍ଷା ରଦ୍ଦ କଲା ଶିକ୍ଷା ମନ୍ତ୍ରାଳୟ

ରଦ୍ଦ ହେଲା UGC-NET ପରୀକ୍ଷା ରଦ୍ଦ ହେଲା UGC-NET ପରୀକ୍ଷା। ଏ ନେଇ ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଗତକାଲି ଦେଶବ୍ୟାପୀ ଅନୁଷ୍ଠିତ ଏ ପରୀକ୍ଷାର ସ୍ୱଚ୍ଛତାକୁ ନେଇ ସନ୍ଦେହ ପରେ ଏଭଳି […]

କୋର୍ଟରୁ ମିଳିଲାନି ଆଶ୍ୱସ୍ତି, ଜେଲରେ ରହିବେ କେଜ୍ରିୱାଲ

ଜୁଲାଇ ୩ ପର୍ଯ୍ୟନ୍ତ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଆଶ୍ୱସ୍ତି । ବୁଧବାର ତାଙ୍କୁ ପୁଣିଥରେ ରାଉଜ୍ ଆଭିନ୍ୟୁ କୋର୍ଟରେ ହାଜର […]

କିଶାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ମୋଦି

୯ କୋଟି ୩୦ ଲକ୍ଷ ଚାଷୀଙ୍କ ଖାତାକୁ ଗଲା ୨୦ ହଜାର କୋଟି ଟଙ୍କା ବାରାଣସୀରୁ ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । […]

ବିବାହ ବନ୍ଧନରେ ବାନ୍ଧିହେଲେ ନବୀନଙ୍କ ପୁତୁରା

ବିବାହ ବନ୍ଧନରେ ବାନ୍ଧିହେଲେ ନବୀନଙ୍କ ପୁତୁରା ବିବାହ ବନ୍ଧନରେ ବାନ୍ଧିହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପୁତୁରା ଅରୁଣ ପଟ୍ଟନାୟକ । ନେଦରଲ୍ୟାଣ୍ଡରେ ନାଦିଆଙ୍କ ସହ ବିବାହ ବନ୍ଧନରେ ବାନ୍ଧିହେଲେ […]

ଉତ୍ତରପ୍ରଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଗଲାଣି ୧୬୯ ଜୀବନ ଉତ୍ତରପ୍ରଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ମୌସୁମୀ ବିଳମ୍ବ ଯୋଗୁଁ ବର୍ଷା ହେଉନଥିବାବେଳେ ଦେଶରେ ଲୁ ଜାରି ରହିଛି । ବିଶେଷ କରି ମଧ୍ୟ ଭାରତରେ […]

ବିଧାନସଭା ନିର୍ବାଚନ ଉପରେ ବିଜେପିର ଆଖି

ଧର୍ମେନ୍ଦ୍ର ପ୍ରଧାନ ହରିୟାଣାର ନିର୍ବାଚନ ପ୍ରଭାରୀ ବିଧାନସଭା ନିର୍ବାଚନ ଉପରେ ଫୋକସ୍ କରିଛି ଭାରତୀୟ ଜନତା ପାର୍ଟି । ଚଳିତ ବର୍ଷ ମହାରାଷ୍ଟ୍ର ସହ ହରିୟାଣା, ଝାଡଖଣ୍ଡ ଏବଂ ଜାମ୍ମୁକାଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ […]

EVM କୁ ନେଇ ପୁଣି ଉଠିଲା ପ୍ରଶ୍ନ

EVM, ଏଟା ଗୋଟେ ବ୍ଲାକ୍ ବକ୍ସ: ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ସରୁ ସରୁ ଉଠିଲା ଇଲେକ୍ ଟ୍ରୋନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ପ୍ରସଙ୍ଗ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଇଭିଏମକୁ […]

ପଶ୍ଚିମବଙ୍ଗ କାଞ୍ଚନଜୁଙ୍ଗା ଟ୍ରେନ ଦୁର୍ଘଟଣା

ଟ୍ରେନ ଦୁର୍ଘଟଣା, ୮ଜଣଙ୍କ ମୃତ୍ୟୁ ପଶ୍ଚିମବଙ୍ଗ କାଞ୍ଚନଜୁଙ୍ଗା ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହାସହ ଏହି […]

ରାହୁଲ ୱାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହୋଇପାରନ୍ତି ପ୍ରାର୍ଥୀ

ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ! ୱାୟନାଡରୁ ଲଢ଼ିବେ ପ୍ରିୟଙ୍କା ଗାନ୍ଧୀ। ରାହୁଲ ୱାୟନାଡ ଆସନ ଛାଡ଼ିଲେ ପ୍ରିୟଙ୍କା ହୋଇପାରନ୍ତି ପ୍ରାର୍ଥୀ। ୨୦୨୪ ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଉଭୟ ରାଏବରେଲି ଏବଂ ଓ୍ବାୟନାଡ […]