ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ

ପ୍ରକାଶ ପାଇଲା JEE ଆଡଭାନ୍ସ ଫଳ । ଉଭୟ ପ୍ରଥମ ଓ ଦ୍ବିତୀୟ ପେପରରେ ୧ ଲକ୍ଷ ୮୦ ହଜାର ୩୭୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ଉତ୍ତୀର୍ଣ୍ଣ ହୋଇଛନ୍ତି ୪୩ ହଜାର ୩୭୩ […]

ସୁଦାନରେ ବହିଲା ରକ୍ତର ନଦୀ

ଅସ୍ତ୍ରବିରତିକୁ ଅରାଜି, ସୁଦାନରେ ବହିଲା ରକ୍ତର ନଦୀ । ରାଜଧାନୀ ଖୋର୍ତୋମରେ ଏୟାରଷ୍ଟ୍ରାଇକରେ ପ୍ରାଣ ହରାଇଛନ୍ତି ୫ ଶିଶୁଙ୍କ ସମେତ ୧୭ ଜଣ। ଆକ୍ରମଣରେ ୨୫ରୁ ଅଧିକ ଘର ଧୂଳିସାତ୍ ହୋଇଛି । ଜନବହୁଳ […]

ତମେ ଲଢନି, ଆମେ ଛାଡିଦେବୁ

ନିର୍ବାଚନ ପାଇଁ ସବୁଠି ପ୍ରସ୍ତୁତି । କେବଳ ଓଡିଶା ନୁହେଁ ଅନ୍ୟ ରାଜ୍ୟରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏବେଠୁ ବିଭିନ୍ନ ଦଳରେ ଚିନ୍ତା । ଦିଲ୍ଲୀରେ କ୍ଷମତାରେ ଥିବା ଆପ୍ […]

ଶେଷରେ ବଦଳାଇଦେଲେ ନେହେରୁଙ୍କ ଲାଇବ୍ରେରୀ ନାଁ

ଦିଲ୍ଲୀ ସ୍ଥିତ ନେହେରୁ ମ୍ୟୁଜିୟମ୍ ଆଣ୍ଡ୍ ଲାଇବ୍ରେରୀର ନାଁ ବଦଳିଗଲା । ଏହାକୁ ପ୍ରଧାନମନ୍ତ୍ରୀ ମ୍ୟୁଜିୟମ୍ ଆଣ୍ଡ ଲାଇବ୍ରେରୀ ଭାବେ ନାମକରଣ କରାଯାଇଛି । ନେହେରୁ ମେମେରିଆଲ ନାଁକୁ ବଦଳାଇଥିବାରୁ ମୋଦୀ ସରକାରଙ୍କୁ ଟାର୍ଗେଟ […]

ସବୁ ହଲ୍ ରେ ଆଦିପୁରୁଷ କ୍ରେଜ୍

ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ ଆଦିପୁରୁଷ । ରାମାୟଣର କଥାବସ୍ତକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ । ଶ୍ରୀରାମ ଚରିତ୍ରରେ ବାହୁବଳୀ ଷ୍ଟାର ପ୍ରଭାସ ଅଭିନୟ କରିଛନ୍ତି । ଆଉ […]

ବ୍ରିଜଭୂଷଣ ନାଁରୁ ହଟିବ ପକ୍ସୋ ମାମଲା

ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଓ ପିଛା କରିବା ମାମଲା ଚାଲିବ। ଦେଶର ରେସଲରମାନେ ବ୍ରିଜ ଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି […]

ଆସନ୍ତକାଲି ‘ନୋ ହର୍ଣ୍ଣ ଡେ’

ଜୁନ ୧୪କୁ ମୁମ୍ବାଇ ଟ୍ରାଫିକ ପୋଲିସ୍‌ ‘ନୋ ହର୍ଣ୍ଣ ଡେ’ ଭାବେ ପାଳନ କରିବ। ଏଥିସହ ଅଯଥାରେ ହର୍ଣ୍ଣ ବଜାଇ ଗାଡ଼ି ଚଳାଉଥିବା ଲୋକଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଶବ୍ଦ ପ୍ରଦୂଷଣକୁ […]

ବିବାଦ ଭିତରେ ହେବ କୁସ୍ତି ମହାସଂଘର ନିର୍ବାଚନ

ବିବାଦରେ ଥିବା ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଆସନ୍ତା ଜୁଲାଇ ୪ରେ ଅନୁଷ୍ଠିତ ହେବ। ଏଥିପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ(ଆଇଓଏ) ପ୍ରକ୍ରିୟା ଆରମ୍ଭ କରିଛି। ନିର୍ବାଚନକୁ ସଂପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛତାର ସହ କରିବା […]

ଭୂକମ୍ପରେ ଥରିଲା ଉତ୍ତର ଭାରତ

ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍‌କା । ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍‌କା ବିଶେଷ ଭାବେ ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ୫.୭ ଥିବା ସୂଚନା ମିଳିଛି।  ଅପରାହ୍ନ ପ୍ରାୟ ସାଢ଼େ […]

ସେନାକୁ ସଫଳତା, ଯବାନଙ୍କ ଗୁଳିରେ 2 ଆତଙ୍କୀ ନିହତ

ଜାମ୍ମୁ-କାଶ୍ମୀରରେ ସେନାକୁ ବଡ ସଫଳତା । କୁପୱାଡା ଠାରେ ପୋଲିସ ଓ ସେନାର ମିଳିତ ଅପରେଶନ ବେଳେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ହୋଇଥିଲେ    । ଏଥିରେ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି […]

ଥମୁନି ରେଳ ଦୁର୍ଘଟଣା

ରେଳ ଧାରଣାରୁ ଖସିଲା ପାସେଞ୍ଜର ବଗି। ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲା ଅନ୍ତର୍ଗତ ଖଡ଼ଗପୁର ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଏଠାରେ ମେଦିନାପୁର-ହାୱଡ଼ା ଲୋକାଲ ଟ୍ରେନ୍‌ର ଗୋଟିଏ ବଗି ଲାଇନ୍‌ ଚ୍ୟୁତ ହୋଇଥିଲା । […]