ନ୍ୟାୟିକ ଲଢେଇରେ ହାରିଲା ଟ୍ବିଟର

ଟ୍ବିଟରକୁ ଲାଗିଲା ଶକ୍ତ ଝଟକା । କର୍ଣ୍ଣାଟକ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରିବା ପଡିଲା ମହଙ୍ଗା । ଏଥସହ ଗଣିବାକୁ ପଡିଲା 50 ଲକ୍ଷ ଟଙ୍କାର ତଣ୍ଡ । ଗତବର୍ଷ ଜୁଲାଇ ମାସରେ ଟ୍ୱିଟର କେନ୍ଦ୍ର […]

ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫାପତ୍ର ଚିରିଦେଲେ ସମର୍ଥକ

ମଣିପୁରର ମୁଖ୍ୟମନ୍ତ୍ରୀ ଏନ ବୀରେନ ସିଂହଙ୍କ ଇସ୍ତଫା ନେଇ ଆସିଲା ନୂଆ ଚିତ୍ର । ତାଙ୍କ ଇସ୍ତଫା ପତ୍ର ଚିରିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର […]

ଏମିତି ବି ଛକି ବସିଥାଏ ମୃତ୍ୟୁ

ଦିଲ୍ଲୀ ମେହରାନଗଢ଼ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ବାସ କରିବେନି । ମେହରାନଗଢରେ କରମାବଳିର ଢ଼ାଣିରେ ଜାସବ ଖାନଙ୍କୁ ପାଖାପାଖି ଏକ ସପ୍ତାହ ହେବ ଏକ […]

ବଦଳିବ ମୋଦିଙ୍କ ମନ୍ତ୍ରିମଣ୍ଡଳ !

ପୁଣି ବଦଳି ପାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳ। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ ୩ରେ ପ୍ରଧାନମନ୍ତ୍ରୀ ମୋଦି ମନ୍ତ୍ରୀ ପରିଷଦ […]

ନିଜ ଆଦେଶରେ ରୋକ୍ ଲଗାଇଲେ ରାଜ୍ୟପାଳ

ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଓ ପରାମର୍ଶ ସତ୍ତ୍ୱେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ଜାରି କରିଥିବା ଆଦେଶ ଉପରେ ସେ ନିଜେ ହିଁ ରୋକ ଲଗାଇ ଦେଇଛନ୍ତି। ଇଡି ଦ୍ୱାରା ଗିରଫ ହୋଇଥିବା ଭି ସେନ୍ଥାଲି […]

ବୋହୂର ମୁଣ୍ଡକାଟି ଆତ୍ମସମର୍ପଣ କଲା ଶଶୁର

ଉତ୍ତର ପ୍ରଦେଶର ଆଗ୍ରା ଜିଲ୍ଲାରେ ଅଭାବନୀୟ ଘଟଣା । ବୋହୂର ମୁଣ୍ଡ କାଟି ଥାନାରେ ଆତ୍ମସମର୍ପଣ କରିଛି ଶଶୁର ।  ଜଣେ ୬୨ ବର୍ଷିୟ ବ୍ୟକ୍ତି ତାଙ୍କ ବୋହୂଙ୍କ ମୁଣ୍ଡ କାଟିପକାଇ ରକ୍ତାକ୍ତ ହାତରେ […]

ବହୁ ପ୍ରତୀକ୍ଷାର ଅନ୍ତ, ଜୁଲାଇରେ ଲଞ୍ଚ ହେବ ଚନ୍ଦ୍ରୟାନ-3

ଭାରତରେ ଚନ୍ଦ୍ରଯାନ-୩କୁ ନେଇ ଲାଗି ରହିଥିବା ଅପେକ୍ଷା ଶେଷ ହୋଇଛି । ଏହି ମହାକାଶ ଯାନକୁ ଚନ୍ଦ୍ରରେ ଅବତରଣ କରାଯିବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି  । ଭାରତୀୟ ମହାକାଶ ଗବେଷଣା ସଂସ୍ଥା […]

କେମିତି ସେନ୍ସର ବୋର୍ଡ ପାସ୍ କରିଲା ଫିଲ୍ମ ?

ଫିଲ୍ମ ଆଦିପୁରୁଷକୁ କଡ଼ା ସମାଲୋଚନା କରିଛନ୍ତି ଆହ୍ଲାବାଦ ହାଇକୋର୍ଟ। ଫିଲ୍ମକୁ ବ୍ୟାନ କରିବା ପାଇଁ ଦାଏର ଆବେଦନ ଉପରେ ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଯେ, ଏଭଳି ଏକ ଫିଲ୍ମକୁ ପାସ୍ କରିବା […]

ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଗୁଳିମାଡ଼

ୟୁପି ସାହାରନପୁରରେ ଆଜାଦ ସମାଜ ପାର୍ଟି ବା ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଉପରେ ମରଣାନ୍ତକ ଆକ୍ରମଣ । କେତେକ ଦୁର୍ବୃତ୍ତ ତାଙ୍କ ଉପରକୁ ଗୁଳି ଚଳାଇଛନ୍ତି । ଗଣମାଧ୍ୟମରେ ଥିବା ଫଟୋରେ […]

ବାଜିଲା ନିର୍ବାଚନୀ ବିଗୁଲ

୩ ରାଜ୍ୟ ଗୁଜରାଟ, ପଶ୍ଚିମବଙ୍ଗ, ଗୋଆରେ ୧୦ ରାଜ୍ୟସଭା ଆସନରେ ନିର୍ବାଚନ ପାଇଁ ଆଜି ନିର୍ବାଚନ କମିସନ ଆଜି ବିଜ୍ଞପ୍ତି ଜାରି କରିଛନ୍ତି। ନିର୍ବାଚନ କମିସନ୍‌ ପକ୍ଷରୁ ଜାରି ହୋଇଥିବା ସୂଚନା ଅନୁଯାୟୀ ୧୦ଟି […]

୧୦୦ ଦିନ ପୂର୍ବରୁ ଆସିଲା ମ୍ୟାଚ୍ କାର୍ଯ୍ୟସୂଚନୀ

ଭାରତରେ ହେବାକୁ ଥିବା ଆଇସିସି ଦିନିକିଆ ବିଶ୍ୱକପ-୨୦୨୩ର କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ଅକ୍ଟୋବର ୫ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଉଦଘାଟନୀ ମ୍ୟାଚ ଖେଳାଯିବ । ଗତ ବିଶ୍ୱକପରେ ଫାଇନାଲକୁ ଯାଇଥିବା […]