ନିଦ ହଜାଇଲା ଜିରା !

ଖାଉଟିଙ୍କୁ ହନ୍ତସନ୍ତ କଲାଣି ବଜାର ଦରଦାମ। ସାଧାରଣ ଲୋକର ହାଣ୍ଡିଶାଳେ ଏବେ ହୁତୁହୁତୁ ହୋଇ ଜଳୁଛି ଦରଦାମ ନିଆଁ। କେତେବେଳେ ଟମାଟୋ, କଞ୍ଚାଲଙ୍କା ତ ଆଉ କେବେ ଅଦା। ଏବେ କିନ୍ତୁ ଯାହା କଥା […]

ସଫଳ ହେଉ ଇସ୍ରୋର ପରିଶ୍ରମ

ଚନ୍ଦ୍ରଯାନ-3ରେ କ’ଣ ନୂଆ ଜୁଲାଇ ୧୪ ଅପରାହ୍ଣ ୨ଟା ୩୫ରେ ଚନ୍ଦ୍ରଯାନ-୩ ଲଞ୍ଚ୍ ହେବା । ଭାରତ ବର୍ତ୍ତମାନ ନିଜର ତୃତୀୟ ଚନ୍ଦ୍ର ଅଭିଯାନ ପାଇଁ ପ୍ରସ୍ତୁତ ହେଉଛି। ଚନ୍ଦ୍ରଯାନ-୩ ପୃଥିବୀର ଏକମାତ୍ର ପ୍ରାକୃତିକ […]

ଜାଣନ୍ତୁ କ’ଣ ରହିଛି ‘ଥ୍ରେଡ୍ସ’ର ଫିଚର

ଟ୍ବିଟର ଠାରୁ କ’ଣ ରହିଛି ଅଧିକ ଫିଚର ଗୋଟେ ପଟେ ଟ୍ବିଟରରେ ଅନେକ ପରିବର୍ତ୍ତନ ଅନ୍ୟପଟେ ମେଟାର ନୂଆ ଆପ୍ଲିକେସନ୍ ଲଞ୍ଚ । ଟୁଇଟର ଏଲନ୍ ମସ୍କଙ୍କ ଅଧୀନରେ ଅନେକ ପରିବର୍ତ୍ତନ ଦେଇ ଗତି […]

ଅଜିତଙ୍କ ଏଣ୍ଟ୍ରି, ସିନ୍ଧେଙ୍କୁ ପଡିପାରେ ମହଙ୍ଗା !

ମହାରାଷ୍ଟ୍ର ରାଜନୀତିରେ ପତିମ ମୁହୂର୍ତ୍ତରେ ଦେଖିବାକୁ ମିଳୁଛି ହଟଚମଟ। କେତେବେଳେ ପାୱାର ପରିବାରର ରୋଚକ କଥା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଦଳୀୟ ଚିହ୍ନ ନେଇ ମାହୋଲ ସରଗରମ ହେଉଛି। କିନ୍ତୁ ଏବେ […]

ରିଲ୍ସ କଲେ ଭୋଗିବେ ଦଣ୍ଡ !

 କେଦାରନାଥରେ ଉଠେଇ ପରିବେନି ଫୋଟୋ କି ବନେଇ ପରିବେନି ରିଲ୍ସ । ରିଲ୍ସ ବନେଇଲେ ଆପଣଙ୍କୁ ମିଳିପାରେ ଦଣ୍ଡ। ଏନେଇ କେଦାରନାଥ ମନ୍ଦିର ସମିତି ପକ୍ଷରୁ ନିଆଯାଇଛି ଦୃଢ ନିଷ୍ପତ୍ତି। ତେବେ ଗତ କିଛି ଦିନ […]

ଚେତନ ଶର୍ମାଙ୍କ ଜାଗା ନେଲେ ଅଜିତ ଅଗରକର

ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା । ପୂର୍ବତନ ବୋଲର ଭାବେ ପରିଚିତ ଅଜିତ ଅଗରକର । ଅଜିତ ଅଗରକରଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦବୀ ଦିଆଯିବା ନେଇ ବିସିସିଆଇ ପକ୍ଷରୁ […]

ଉଗ୍ର ହେଉଛି ମଣିପୁର ହିଂସା !

ଦିନକୁ ଦିନ ଉଗ୍ର ହେଉଛି ମଣିପୁରରେ ହିଂସା। ମଣିପୁରର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ହୋଇଛି ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍‌ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ […]

ଗୋଟିଏ ଟ୍ରାକ୍ ରେ ଦୁଇ ଟ୍ରେନ୍

ପୁଣି ଏକ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ହାଓଡ଼ାରୁ ଭୁବନେଶ୍ବର ଆସିବାବେଳେ ରାଧାମୋହନପୁର ଷ୍ଟେସନ୍‌ ପୂର୍ବରୁ ସାମ୍ନା ସାମ୍ନି ହେଲେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍

ଦାଦାଙ୍କ ରାସ୍ତାରେ ପୁତୁରା

ପାଓ୍ବାର ପରିବାରରେ ପାଓ୍ବାର ପାଇଁ କଳି । ଦାଦା ପୁତୁରାଙ୍କ ବିଦ୍ରୋହ ଏବେ ଦେଖୁଛି ପୁରା ଦେଶ । ଦଳ ଭାଙ୍ଗି ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି ଅଜିତ ପାୱାର । ତେବେ ଏହା […]

ମୋଦୀଙ୍କ ଭିଜନ ୨୦୪୭

ମୋଦୀଙ୍କ ଭିଜନ ୨୦୪୭। ଏନେଇ ରଣନୀତି ଆରମ୍ଭ ହୋଇଥିବା ଚର୍ଚା ଜୋ ଧରିଛି । ଦିଲ୍ଲୀର ପ୍ରଗତି ମଇଦାନରେ ଗତକାଲି କେନ୍ଦ୍ର ମନ୍ତ୍ରୀ ପରିଷଦର ଗୁରୁତ୍ବପୂର୍ଣ୍ଣ ବୈଠକ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ […]

ବିଜେପିରେ ବଡ ପରିବର୍ତ୍ତନ

୪ ରାଜ୍ୟରେ ବଦଳିଲେ ସଭାପତି ୨୦୨୪ରେ ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଦେଇଛି ବିଜେପି । ୪ ରାଜ୍ୟର ସଭାପତି ବଦଳିଛନ୍ତି । ପଞ୍ଜାବରେ ସୁନୀଲ ଜାଖର, ତେଲେଙ୍ଗାନାରେ […]