ବେଙ୍ଗାଳୁରୁରେ ବିରୋଧୀଙ୍କ ମହାମେଳି !

ଚାଲିଛି ବିରୋଧୀଙ୍କ ମହାମେଳି । ବିଜେପିକୁ ମାତ ଦେବାକୁ ଆରମ୍ଭ କରିଛନ୍ତି ମାଷ୍ଟର ପ୍ଳାନ । ଆଜିଠୁ ବେଙ୍ଗାଳୁରୁରେ ବିରୋଧୀ ଦଳଙ୍କ ଦୁଇଦିନିଆ ମହାମେଳି ଦେଖିବାକୁ ମିଳିଛି । ବିଜେପି ବିରୋଧରେ ରଣନୀତି କରିବେ […]

ହରଡଘଣାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି !

ହରଡଘଣାରେ ତାମିଲନାଡୁ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡି । ମନି ଲଣ୍ଡରିଂ ମାମଲାରେ ଉଚ୍ଚଶିକ୍ଷା ମନ୍ତ୍ରୀ କେ ପୋନମୁଡିଙ୍କ ଘରେ ଚଢ଼ାଉ କରିଛି ଇଡି । ଖାଲି ଉଚ୍ଚଶିକ୍ଷା ମନ୍ତ୍ରୀ ନୁହେଁ ବରଂ ତାଙ୍କ […]

କୁରୱାଇ ଷ୍ଟେସନରେ ଟ୍ରେନ୍ ରେ ଲାଗିଲା ନିଆଁ  

ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ନିଆଁ ବନ୍ଦେ ଭାରତ ଏକ୍ସପ୍ରେସ୍ ରେ ଲାଗିଲା ନିଆଁ । ମଧ୍ୟପ୍ରଦେଶର ଭୋପାଲରୁ ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ । C-14 କୋଚ୍‌ର ବ୍ୟାଟେରୀ ବକ୍ସରେ […]

ପାଠ କରିନଥିବାରୁ ମିଳିଲା ମୃତ୍ୟୁର ଶାସ୍ତି

‘ମୋ ପୁଅକୁ ମାରିଦେଲେ ଶିକ୍ଷକ’ ଶିକ୍ଷକଙ୍କ ମାଡ଼ରେ ଜଣେ ୮ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ମଧ୍ୟପ୍ରଦେଶର ଗ୍ବାଲିୟର ବହୋଡ଼ାପୁର ଅଞ୍ଚଳସ୍ଥ କୋର୍ଟ ବ୍ୟୁ ସ୍କୁଲରେ ଘଟିଛି ଏହି ଘଟଣା । ଏଠାରେ ପାଠପଢ଼ୁଥିବା […]

କାଲି ମହାରାଷ୍ଟ୍ର ବିଧାନସଭା ଅଧିବେଶନ  

ଗୋଟିଏ ବୈଠକରେ ଅଜିତ୍ ଓ ଶରଦ୍ କାଲି ବିଧାନସଭା ଅଧିବେଶନ । ମହାରାଷ୍ଟ୍ର ରାଜନୀତିରେ ଗୋଟିଏ ପରେ ଗୋଟିଏ ସସପେନ୍ସ । ଏନସିପିରେ ବିଦ୍ରୋହ ପରେ ଆଜି ଶରଦ ପାଓ୍ୱାର ଓ ଅଭିତ ପାଓ୍ୱାରଙ୍କ […]

ସଫଳତାର ସହ ଚନ୍ଦ୍ର ଆଡକୁ ଆଗଉଛି ଚନ୍ଦ୍ରଯାନ-3

ଧୀରେଧୀରେ ସଫଳତାର ପାହାଚ ଚଢି ଆଗକୁ ବଢୁଛି ଚନ୍ଦ୍ରାୟନ-3 । ତେବେ ସୂଚନା ଅନୁସାରେ ପ୍ରଥମ କକ୍ଷପଥକୁ ସଫଳତାର ସହିତ ସମାପ୍ତ କରିଛି ଚନ୍ଦ୍ରଯାନ-୩ । ଏହାର ପ୍ରଥମ ଶ୍ରେଣୀ କକ୍ଷ ପରିବର୍ତ୍ତନ କରାଯାଇଛି […]

୧୧ କେଭି ବିଦ୍ୟୁତ୍ ତାର ନେଲା ଜୀବନ

ଶିବ ଦର୍ଶନ ପୂର୍ବରୁ କାଉଡିଆଙ୍କ ମୃତ୍ୟୁ ୟୁପିର ମେରଠ ଜିଲ୍ଲାର ରାଲି ଚୌହାନ ଗାଁରେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୫ ଜଣ କାଉଡ଼ିଆଙ୍କ ମୃତ୍ୟୁ ଘଟିଛି । ଆଉ ୫ […]

ବାଧୁଛି ବନ୍ୟା ପରର ଦୁଃଖ !

ବେହାଲ ସ୍ଥିତିରେ ଉତ୍ତର ଭାରତ। ବନ୍ୟା ପରର ଦୁର୍ଦ୍ଦଶା କହିଲେ ନସରେ । କାହିଁକି ନା ଯମୁନା ନଇର ପାଣି ଏବେ ଦୁଇ କୁଳ ଖାଉଛି। ଚାଲି ଯାଇଛି ବନ୍ୟା କିନ୍ତୁ ଛାଡି ଯାଇଛି […]

ସର୍ବୋଚ୍ଚ ନ୍ୟାୟାଳୟ ଗଲେ ରାହୁଲ

ହଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକର୍ଟ ଗଲେ ରାହୁଲ ସୁପ୍ରିମକୋର୍ଟ ଗଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ‘ମୋଦି ସାଙ୍ଗିଆ’ ମାମଲାରେ ଗୁଜରାଟ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ନ୍ୟାୟାଳୟରେ ପିଟିସନ […]

ବାଇକ୍ ରେ ହସ୍ପିଟାଲ ଗଲା ବାଘ

ବାଇକ୍ ପଛରେ ବାଘକୁ ବାନ୍ଧି ନେଲେ ଯୁବକ ସାଧାରଣତଃ ଲୋକେ ବାଘ ଦେଖିଲେ ଡରନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଏମିତି ଏକ ଘଟଣା । ଯାହା ଆପଣ କେବେ ଶୁଣିନଥିବେ […]

୫ମାସରେ ଗଲାଣି ୮ଚିତାଙ୍କ ଜୀବନ!

ଦେଶରେ ବଢୁଛି ଚିତା ମଡକ। ପୁଣି ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଗଲା ଆଉ ଏକ ଚିତାର ଜୀବନ। ଦୁଇ ଦିନ ତଳେ ଚିତା ତେଜସର ମୃତ୍ୟୁ ହୋଇଥିବା ବେଳେ ଏବେ ଯାଇଛି ଅଣ୍ଡିରା […]