କଳା ଓ ସଂସ୍କୃତି - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Sun, 07 Jul 2024 03:27:09 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 କଳା ଓ ସଂସ୍କୃତି - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା https://jajatiexpress.com/odisha/puri-rathayatra/ Sun, 07 Jul 2024 03:25:18 +0000 https://jajatiexpress.com/?p=11209 ବଡ଼ଦେଉଳ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇ ଆସିବେ ମହାପ୍ରଭୁ ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ଶ୍ରୀଜିଉଙ୍କ ଅପେକ୍ଷାରେ ରଥ ଆଉ ପଥ । ଶ୍ରୀମନ୍ଦିରର ସିଂହଦ୍ବାର ଆଗରେ ଦଣ୍ଡାୟମାନ ସୁସଜ୍ଜିତ ତିନି ରଥ […]

The post ଆଜି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା first appeared on ଯଯାତି ଏକ୍ସପ୍ରେସ.

]]>
11209
୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ କଲେ ସ୍ନାନ https://jajatiexpress.com/odisha/snana-purnima-at-jagannath-temple/ Sat, 22 Jun 2024 10:55:04 +0000 https://jajatiexpress.com/?p=10825 ସ୍ନାନ କରାଇଲେ ଦେବରାଜ ଇନ୍ଦ୍ର! ରତ୍ନ ସିଂହାସନ ଛାଡ଼ି ସ୍ନାନ ବେଦୀକୁ ଆସିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ, ଭ୍ରାତା ବଳଭଦ୍ର ଏବଂ ଭଗିନୀ ସୁଭଦ୍ରା । ସ୍ନାନମଣ୍ଡପରେ ୧୦୮ ଗରା ଜଳରେ ଚତୁର୍ଦ୍ଧାମୁରତୀଙ୍କର ପବିତ୍ର ସ୍ନାନ […]

The post ୧୦୮ ଗରା ସୁବାସିତ ଜଳରେ ଶ୍ରୀଜିଉ କଲେ ସ୍ନାନ first appeared on ଯଯାତି ଏକ୍ସପ୍ରେସ.

]]>
10825
ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ https://jajatiexpress.com/odisha/deba-snana-purnima/ Sat, 22 Jun 2024 01:46:46 +0000 https://jajatiexpress.com/?p=10820 ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ । ବର୍ଷକ ପରେ ପୁଣିଥରେ ଭକ୍ତ […]

The post ଗଜବେଶରେ ଦର୍ଶନ ଦେବେ ମହାପ୍ରଭୁ first appeared on ଯଯାତି ଏକ୍ସପ୍ରେସ.

]]>
10820
ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ https://jajatiexpress.com/odisha/raja-festival/ Fri, 14 Jun 2024 05:04:22 +0000 https://jajatiexpress.com/?p=10643 ଜମୁଛି ପହିଲି ରଜ ଓଡ଼ିଶାରେ ରଜ ପର୍ବକୁ ହିନ୍ଦୁମାନେ ମହାସମାରୋହରେ ପାଳନ କରିଥାଆନ୍ତି । ଏହି ରଜ ଉତ୍ସବ ଓଡ଼ିଶାରେ ତିନି ଦିନ ଧରି ପାଳିତ ହୁଏ । ପ୍ରଥମ ଦିନକୁ ପହିଲି ରଜ, […]

The post ବନସ୍ତେ ଡାକିଲା ଗଜ… ବରଷକେ ଥରେ ଆସିଛି ରଜ first appeared on ଯଯାତି ଏକ୍ସପ୍ରେସ.

]]>
10643
ସରିଲା ବାହାର ଚନ୍ଦନ ଯାତ୍ରା, ଶ୍ରୀମନ୍ଦିର ଭିତର ଚନ୍ଦନ ଯାତ୍ରା ଆରମ୍ଭ https://jajatiexpress.com/odisha/puri-chandan-jatra/ Fri, 31 May 2024 14:24:49 +0000 https://jajatiexpress.com/?p=10340 ଶ୍ରୀମନ୍ଦିର ଭିତର ଚନ୍ଦନ ଯାତ୍ରା ଆରମ୍ଭ ଶ୍ରୀମନ୍ଦିରରେ ଆଜି ଠାରୁ ମହାପ୍ରଭୁଙ୍କ ୨୧ଦିନ ବ୍ୟାପୀ ଭିତର ଚନ୍ଦନ ଯାତ୍ରା ଆରମ୍ଭ ହୋଇଛି। ଏହା ଦେବସ୍ନାନ ପୂର୍ଣ୍ଣମୀ ପୂର୍ବଦିନ ପର୍ଯ୍ୟନ୍ତ ଚାଲିବ। ଆସନ୍ତା ରବିବାର ଜ୍ୟେଷ୍ଠ […]

The post ସରିଲା ବାହାର ଚନ୍ଦନ ଯାତ୍ରା, ଶ୍ରୀମନ୍ଦିର ଭିତର ଚନ୍ଦନ ଯାତ୍ରା ଆରମ୍ଭ first appeared on ଯଯାତି ଏକ୍ସପ୍ରେସ.

]]>
10340
ରଥଖଳାରେ ରଥ ନିର୍ମାଣ କାମ ଜାରି https://jajatiexpress.com/odisha/maharana-sevak-engrossed-in-chariot-work-news/ Fri, 24 May 2024 14:49:44 +0000 https://jajatiexpress.com/?p=10202 ଚଳଚଞ୍ଚଳ ରଥଖଳା ରଥଖଳାରେ ରଥ ନିର୍ମାଣ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ରଥଖଳା । ତିନିରଥ ମହାରଣା ସେବକ ମାନେ ଆଜି ତିନିରଥର ଗୁଜ, ଜଳଜନ୍ତ୍ର, ତିଖ ଗୁଜ ଚଉପଟ ଶେଷ […]

The post ରଥଖଳାରେ ରଥ ନିର୍ମାଣ କାମ ଜାରି first appeared on ଯଯାତି ଏକ୍ସପ୍ରେସ.

]]>
10202
ଶାମ୍ବ ଦଶମୀ କାହିଁକି ପାଳନ କରାଯାଏ ? https://jajatiexpress.com/odisha/why-odias-celebrate-samba-dasami/ Sat, 20 Jan 2024 06:03:04 +0000 https://jajatiexpress.com/?p=7032 ଶାମ୍ବ ଦଶମୀ ପର୍ବର ବିଶେଷତ୍ୱ, କ’ଣ କହେ ଶାସ୍ତ୍ର ପୁରାଣ? ଅଇଲା ଚିତୋଉ ନାନୀବାରଓଷା ପର୍ବ ସଙ୍ଗରେ ଘେନି,ଶମ୍ବର ଦଶମୀ ଅଲଣାଦାଉସବୁ ଓଷା ବାର ଏଇଠି ଥାଉ ।ଏହି ଢଗ ମନେପଡେ ଯେତେବେଳେ ଶାମ୍ବ […]

The post ଶାମ୍ବ ଦଶମୀ କାହିଁକି ପାଳନ କରାଯାଏ ? first appeared on ଯଯାତି ଏକ୍ସପ୍ରେସ.

]]>
7032
ଶୀତ ଋତୁ ସହ ଯୁଦ୍ଧରେ ହାରିଯିବେ ଶ୍ରୀଜିଉ https://jajatiexpress.com/odisha/today-odhani-sasthi-ritual-in-puri-jagannath-temple/ Mon, 18 Dec 2023 07:35:33 +0000 https://jajatiexpress.com/?p=6253 ଶୀତବସ୍ତ୍ର ପିନ୍ଧିବେ ଶ୍ରୀଜିଉ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଓଢ଼ଣୀ ଷଷ୍ଠୀ । ମହାପ୍ରଭୁଙ୍କ ମାନବୀୟ ଲୀଳା ମଧ୍ୟରେ ପ୍ରାବରଣ ଷଷ୍ଠୀ ଉତ୍ସବ ହେଉଛି ଅନ୍ୟତମ ଲୀଳା । ମାର୍ଗଶିର ଶୁକ୍ଳପକ୍ଷ ଷଷ୍ଠୀ ଓଢ଼ଣ ଷଷ୍ଠୀ […]

The post ଶୀତ ଋତୁ ସହ ଯୁଦ୍ଧରେ ହାରିଯିବେ ଶ୍ରୀଜିଉ first appeared on ଯଯାତି ଏକ୍ସପ୍ରେସ.

]]>
6253
ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି https://jajatiexpress.com/odisha/district/pahili-bhog-niti-started-in-puri-jagannath-temple/ Sat, 16 Dec 2023 13:40:00 +0000 https://jajatiexpress.com/?p=6206 ଲକ୍ଷ୍ମୀଙ୍କ ପରଷା ନୁହେଁ, ଯଶୋଦାଙ୍କ ହାତରୁ ଖାଇବେ ଶ୍ରୀଜିଉ ଆଜି ଧନୁ ସଂକ୍ରାନ୍ତିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପହିଲି ଭୋଗ ନୀତି । ଏହି ନୀତି ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଚାଲିବ । ପରମ୍ପରା […]

The post ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି first appeared on ଯଯାତି ଏକ୍ସପ୍ରେସ.

]]>
6206
ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି https://jajatiexpress.com/odisha/public-viewing-will-be-closed-for-5-hours-today-at-srimandira/ Mon, 04 Dec 2023 07:53:33 +0000 https://jajatiexpress.com/?p=5840 ଆଜି ୫ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ ! ଆଜି ମହାପ୍ରଭୁଙ୍କୁ ପଇତାଲାଗି ନୀତି ଅନୁଷ୍ଠିତ ହେବ । ଯେଉଁଥିପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ । ଆଜି ମାର୍ଗଶୀର- କୃଷ୍ଣ ସପ୍ତମୀ ହୋଇଥିବା […]

The post ଆଜି ଶ୍ରୀଜିଉଙ୍କ ପଇତାଲାଗି ନୀତି first appeared on ଯଯାତି ଏକ୍ସପ୍ରେସ.

]]>
5840
ଆଜି ସରିବ ଐତିହାସିକ ବାଲିଯାତ୍ରା ! https://jajatiexpress.com/odisha/today-will-be-the-end-of-the-historic-bali-yatra/ Mon, 04 Dec 2023 07:35:00 +0000 https://jajatiexpress.com/?p=5836 ବଢିବ କି ବାଲିଯାତ୍ରା ଅବଧି ? ଆଜି ବାଲିଯାତ୍ରାର ଶେଷଦିନ । ଏହି ଐତିହାସିକ ବାଲିଯାତ୍ରା ନଭେମ୍ବର ୨୭ ତାରିଖରୁ ଆରମ୍ଭ ହୋଇଥିବା ବେଳେ ୮ ଦିନଧରି ଚଳିବାକୁ ନିଷ୍ପତ୍ତି ହୋଇଥିଲା । ତେବେ […]

The post ଆଜି ସରିବ ଐତିହାସିକ ବାଲିଯାତ୍ରା ! first appeared on ଯଯାତି ଏକ୍ସପ୍ରେସ.

]]>
5836