କାଲି ହେବନି ଇଣ୍ଡିଆ ମେଣ୍ଟ ବୈଠକ

ଇଣ୍ଡିଆ ମେଣ୍ଟ ବୈଠକ ସ୍ଥଗିତ ଆସନ୍ତାକାଲି ହେବାକୁ ଥିବା ବୈଠକ ସ୍ଥଗିତ ରଖାଯାଇଛି। ମମତା-ନୀତୀଶ-ଅଖିଳେଶ ଯୋଗ ଦେବାକୁ ମନା କରିବା ପରେ ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ବୈଠକ ଡିସେମ୍ବର […]

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା

ବିଧାୟକ ବିଜୟ ଶଙ୍କରଙ୍କ ବିବାହ ଆବେଦନ ଖାରଜ କଲେ କୋର୍ଟ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ବଡ ଝଟକା । ବିବାହ ଆବେଦନ ଖାରଜ କଲେ କୋର୍ଟ । କଟକ ସବରେଜିଷ୍ଟ୍ରାର କୋର୍ଟ […]

ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ

ପରଲୋକରେ ସିଆଇଡିର ଫେଡ୍ରିକ୍ସ ଇନିସପେକ୍ଟର ଫେଡ୍ରିକ୍ସଙ୍କ ପରଲୋକ, ଟିଭି ଜଗତରେ ଶୋକର ଛାୟା । ବରିଷ୍ଠ ଅଭିନେତା ଦିନେଶ ଫଡନିସଙ୍କ ପରଲୋକ ହୋଇଛି । ସୋନୀ ଟିଭିରେ ପ୍ରସାରିତ ଲୋକପ୍ରିୟ କ୍ରାଇମ ଶୋ ‘ସିଆଇଡି […]

ରେବନ୍ତ ରେଡ୍ଡୀ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ରେବନ୍ତ ହେବେ ତେଲେଙ୍ଗାନା ସିଏମ୍ ରେବନ୍ତ ରେଡ୍ଡୀ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ରେବନ୍ତଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ନିଷ୍ପତ୍ତି ହୋଇଛି । ଆସନ୍ତା […]

ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢୁଛି ଦୁର୍ଘଟଣା ସଂଖ୍ୟା

୩ ଦିନରେ ଗଲାଣି ୩୦ ଜୀବନ ୩ ଦିନରେ ଗଲାଣି ୩୦ ଜୀବନ । ଶୂନ ମୃତ୍ୟୁ ସପ୍ତାହ ଆରମ୍ଭ ହେବା ଦିନଠୁ ବଢ଼ିବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ […]

କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ?

କିଏ ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ, ଖଡ଼ଗେ ନେବେ ନିଷ୍ପତ୍ତି ବିପୁଳ ବିଜୟ ପରେ ତେଲେଙ୍ଗାନାରେ ସରକାର ଗଠନ କରିବାକୁ ଯାଉଛି କଂଗ୍ରେସ ।୧୧୯ ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନରେ […]

ମିଜୋରାମ ମୁଖ୍ୟମନ୍ତ୍ରୀ ହେବେ ଲାଲଦୁହୋମା

ବଦଳିବ ସରକାର, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମିଜୋରାମ ବଦଳିବ ସରକାର, ନୂଆ ମୁଖ୍ୟମନ୍ତ୍ରୀ ପାଇବ ମିଜୋରାମ। ୪୦ ବିଧାନସଭା ଆସନରୁ ୨୭ରୁ ଅଧିକ ଆସନରେ ଜେଡପିଏମ୍ ବା ଜୋରାମ ପିପୁଲ ମୁଭମେଂଟ ଆଗରେ ରହିଛି। […]

ଗୋଟିଏ ଦିନ ବଢିଲା କଟକ ଐତିହାସିକ ବାଲିଯାତ୍ରା

ବଢିଲା କଟକ ବାଲିଯାତ୍ରା ବଢ଼ିଲା କଟକ ବାଲିଯାତ୍ରା ଅବଧି । ଆସନ୍ତାକାଲି ଶେଷ ହୋଇଥାଆନ୍ତା କଟକର ଐତିହାସିକ ବାଲିଯାତ୍ରା । କିନ୍ତୁ ଦର୍ଶକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ବାଲିଯାତ୍ରାକୁ ଆଉ ଗୋଟିଏ ଦିନ ବୃଦ୍ଧି […]

ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା

‘ମିଗଜୋମ’ ପ୍ରଭାବରେ ବୁଡିଲା ଚେନ୍ନାଇ ବାତ୍ୟା ମିଗଜୋମ ପ୍ରଭାବରେ ଚେନ୍ନାଇର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ରାସ୍ତା ଉପରେ ଆଣ୍ଠୁଏ ଆଣ୍ଠୁଏ ପାଣି । ଘର ଭିତରେ ପାଣି ପଶିବା ସହିତ କାର […]

ବାୟୁସେନା ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ମୃତ୍ୟୁ

ବିମାନ ଦୁର୍ଘଟଣା, ୨ ପାଇଲଟଙ୍କ ମୃତ୍ୟୁ ବାୟୁସେନା ବିମାନ ଦୁର୍ଘଟଣା । ୨ ପାଇଲଟଙ୍କ ମୃତ୍ୟୁ । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଅଘଟଣ ହୋଇଛି । ପାଇଲଟ୍‌ ଟ୍ରେନର […]

୧୭ ରାଜ୍ୟରେ ବିଜେପି ସରକାର

୨୪ ପୂର୍ବରୁ ଦୃଢ ସ୍ଥିତିରେ ବିଜେପି ୧୭ ରାଜ୍ୟରେ ବିଜେପି ସରକାର । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଦୃଢ ସ୍ଥିତିରେ ବିଜେପି । ଆଜି ବାହାରିଛି ୩ ରାଜ୍ୟର ଫଳାଫଳ । ସେଥିରୁ […]