ଫ୍ରାନ୍ସରେ ଭାରତୀୟ ବିମାନ ଅଟକ

୩୦୩ ଭାରତୀୟ ଫ୍ରାନ୍ସରେ ଅଟକ ୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ଫ୍ରାନ୍ସରେ ଅଟକ । ଦୁବାଇରୁ ଭାରତୀୟଙ୍କୁ ନେଇ ନିକାରାଗୁଆ ଯାଉଥିବା ଏକ ଚାର୍ଟର ବିମାନକୁ ଫ୍ରାନ୍ସ ପୋଲିସ ମାର୍ନେଠାରେ ଅଟକାଇଛି […]

ଚାରିଆଡ଼େ କୁହୁଡିର ଆସ୍ତରଣ

ଆଜିଠୁ କମିବ ଥଣ୍ଡା ସାରା ରାଜ୍ୟରେ ଅସହ୍ୟ ଜାଡ । ତଳକୁ ତଳକୁ ଖସୁଛି ପାରଦ। ସେପଟେ ଆଜିଠୁ ଥଣ୍ଡା କମିବା ସମ୍ଭାବନା ରହିଛି । ରାଜ୍ୟ ମଧ୍ୟକୁ ଉତ୍ତର ତଥା ଉତ୍ତର ପଶ୍ଚିମ […]

OPSC ଚୟନ ପ୍ରକ୍ରିୟାରେ ହୋଇନି କୌଣସି ତ୍ରୁଟି: ହାଇକୋର୍ଟ

ASO ମେରିଟ୍ ଲିଷ୍ଟ କାଏମ ରଖିଲେ ହାଇକୋର୍ଟ ASO ଚୟନ ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ । ୧୧୦୪ ଜଣଙ୍କ OPSC ମେରିଟ୍ ଲିଷ୍ଟକୁ ହାଇକୋର୍ଟ କାଏମ ରଖିଛନ୍ତି । OPSC ଚୟନ […]

ନିର୍ବାଚନ ପାଇଁ ମିଳିଲାଣି ଆଭାସ

ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଚିଠି ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ଚିଠି । ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନିର୍ବାଚନ କମିଶନ । ଲୋକସଭା ସହ ଓଡ଼ିଶା ବିଧାନସଭା […]

ଜନ୍ତରମନ୍ତରରେ ଗର୍ଜିଲା ଇଣ୍ଡିଆ ମେଣ୍ଟ

କାହିଁକି ଭୁଶୁଡିଲା ଆଇନ ଶୃଙ୍ଖଳା, ମୋଦିଙ୍କୁ ମାଗିଲେ ଜବାବ ପ୍ରଥମେ ସଂସଦ ଏବେ ଜନ୍ତରମନ୍ତର । ଜଣେ ଜଣେ ନେତା ଆସିଲେ କେନ୍ଦ୍ର ଉପରେ ବର୍ଷିଲେ । କାହିଁକି ଭୁଶୁଡିଲା ଆଇନ ଶୃଙ୍ଖଳା, ମୋଦିଙ୍କୁ […]

ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ

ପଦ୍ମପୁର ହୋଇପାରିବନି ନୂଆ ଜିଲ୍ଲା! ନୂଆ ଜିଲ୍ଲା ଘୋଷଣା ଉପରେ ଅଙ୍କୁଶ । ପଦ୍ମପୁର ହୋଇପାରିବନି ନୂଆ ଜିଲ୍ଲା । ନୂଆ ଜିଲ୍ଲା ଘୋଷଣା ପାଇଁ ଦରକାର ହାଇକୋର୍ଟଙ୍କ ଅନୁମତି । ହାଇକୋର୍ଟଙ୍କ ବିନା […]

ସଂସଦରୁ ନିଲମ୍ବନ ବିରୋଧରେ ଇଣ୍ଡିଆ ମେଣ୍ଟର ଦେଶବ୍ୟାପୀ ପ୍ରତିବାଦ କରିବ

ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ ସଂସଦରୁ ନିଲମ୍ବନ ବିରୋଧରେ ଆଜି ଦେଶବ୍ୟାପୀ ପ୍ରତିବାଦ କରିବ ଇଣ୍ଡିଆ ମେଣ୍ଟ । ସଂସଦ ସୁରକ୍ଷା ତ୍ରୁଟି ପ୍ରସଙ୍ଗରେ ବିରୋଧୀ ଦଳ ସାଂସଦ ସରକାରଙ୍କ ବିବୃତି ଦାବି […]

ସମନ ସତ୍ତ୍ୱେ ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ

ହାଜର ହେଲେନି, ଫେରାଇ ଦେଲେ ସମନ୍ ସମନ୍ ସତ୍ତ୍ୱେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । କହିଲେ, ରାଜନୈତିକ ଉଦ୍ଦେଶ୍ୟ ରଖି ପଠାଇଥିବା ସମନକୁ ଫେରାଇ ନେଉ ପ୍ରବର୍ତନ ନିର୍ଦ୍ଦେଶାଳୟ । […]

ଜାଡ଼ରେ ଥରୁଛି ସାରା ଓଡ଼ିଶା, ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ

ଶିମିଳିପାଳରେ ତାପମାତ୍ରା ଶୂନ ଡିଗ୍ରୀ ଜାଡ଼ରେ ଥରୁଛି ସାରା ଓଡ଼ିଶା । ହାଡ଼ ଭଙ୍ଗା ଶୀତରେ ଘରୁବାହାରିବା ହେଉଛି ମୁସ୍କିଲ । ସକାଳୁ କୁହୁଡ଼ି ସାଙ୍ଗକୁ ଥଣ୍ଡା ପବନ । ଶିମିଳିପାଳରେ ଶୂନ ଡିଗ୍ରୀ […]

ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ

ଜଗାକୁ ପ୍ରଥମ ନିମନ୍ତ୍ରଣ ଜାନୁଆରୀ ୧୭ରେ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ। ପ୍ରଥମେ ଜଗାକୁ କରାଗଲା ନିମନ୍ତ୍ରଣ ପତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରୁ ବାହାରି ଶ୍ରମନ୍ଦିର ଯାଇଥିଲା । ସେଠାରେ ମହାପ୍ରଭୁଙ୍କ ଶ୍ରୀଚରଣରେ […]

ବୁଖାରୀକୁ ଜେରା କରିବ କାଶ୍ମୀର ପୋଲିସ

ସାମ୍ନାକୁ ଆସିଲା ସାଂଘାତିକ ଷଡ଼ଯନ୍ତ୍ର ! ଓଡ଼ିଶାରୁ ସନ୍ଦିଗ୍ଧ ଆତଙ୍କୀ ସୟଦ ଇସାନ ବୁଖାରୀର ରିମାଣ୍ଡର ଆଜି ତୃତୀୟ ଦିନ । ତୃତୀୟ ଦିନରେ ବୁଖାରୀକୁ ମାରାଥନ ଜେରା କରିବ କାଶ୍ମୀର ପୋଲିସ । […]