ଅରୁଣ ଯୋଗୀରାଜଙ୍କ ସ୍ପର୍ଶରେ ପ୍ରଭୁ

ଚୂଡ଼ାନ୍ତ ହେଲା ରାମଲାଲାଙ୍କ ବିଗ୍ରହ ଚୂଡ଼ାନ୍ତ ହୋଇଛି ରାମଲାଲାଙ୍କ ଦିବ୍ୟ ବିଗ୍ରହ । କର୍ଣ୍ଣାଟକ ମହିଶୂରର ସ୍ଥପତି ଅରୁଣ ଯୋଗୀରାଜଙ୍କ ହାତ ତିଆରୀ ମୂର୍ତ୍ତି ଲାଗିବ ଶ୍ରୀରାମଙ୍କ ମନ୍ଦିରର ଗର୍ଭ ଗୃହରେ । ଏନେଇ […]

ପୁଣି ଏକ ଶିଶୁ ନିଖୋଜ

ଖେଳୁଥିବା ବେଳେ ଅଢେଇ ବର୍ଷର ଶିଶୁ ନିଖୋଜ ପୁଣି ଏକ ଶିଶୁ ନିଖୋଜ । ଖେଳୁଥିବା ବେଳେ ଅଢେଇ ବର୍ଷର ଶିଶୁ ନିଖୋଜ । ସନ୍ଧାନୀ କୁକୁର ସାହାର୍ଯ୍ୟରେ ଚାଲିଛି ଖୋଜା । ବାଲେଶ୍ୱର […]

ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪୦ ଆହତ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାରେ ଯାତ୍ରୀବାହୀ ବସ-ଟ୍ରକ ମୁହାଁମୁହିଁ ଧକ୍କା । ନିଶ୍ଚିନ୍ତକୋଇଲି ନିକଟ କଟରପଡା କଳା ପୋଲ ଠାରେ ଏହି ଦୁର୍ଘଟଣା ଘଟିଛି […]

ବାରଙ୍ଗରେ ମେଟ୍ରୋ ପ୍ରକଳ୍ପର ଶିଳାନ୍ୟାସ

୪ ବର୍ଷ ଭିତରେ ମେଟ୍ରୋରେ ଯିବେ ଟ୍ୱିନସିଟି ବାସିନ୍ଦା ଭୁବନେଶ୍ୱର ମେଟ୍ରୋ ରେଳ ପ୍ରକଳ୍ପ ଲାଗି ପଡ଼ିଲା ଭିତ୍ତିପ୍ରସ୍ତର। ଆଜି ନୂଆବର୍ଷର ପ୍ରଥମ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବହୁ ପ୍ରତିକ୍ଷୀତ ପ୍ରକଳ୍ପର […]

ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ

ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ ନୂଆ ବର୍ଷରେ ଇସ୍ରୋର ନୂଆ ଅଭିଯାନ । ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଇସ୍ରୋର ପ୍ରଥମ ସାଇଂଟିଫିକ୍ ସାଟେଲାଇଟ୍ ଏକ୍ସପୋସାଟ। ୨୦୨୪ର ପ୍ରଥମ ଦିନରେ ଭାରତୀୟ […]

ପ୍ରଥମେ ଭୂମିକମ୍ପ ପରେ ସୁନାମି

ଜାପାନରେ ୯୦ ମିନିଟରେ ୨୧ ଥର ଭୂକମ୍ପର ଝଟକା ପ୍ରଥମେ ଭୂମିକମ୍ପ ପରେ ସୁନାମି । ପ୍ରାକୃତିକ ବିପର୍ଯ୍ୟୟକୁ ନେଇ ଥରି ଉଠିଲା ଜାପାନ । ଭୟଙ୍କର ଭୂମିକମ୍ପ ପରେ ସମୁଦ୍ରରେ ମାଡି ଆସିଲା […]

୨୦୧୯ ପୂର୍ବରୁ ହୋଇଥିଲେ ବହିଷ୍କୃତ, ୨୪ ପୂର୍ବରୁ ପୁଣି ଡାକିଲା ଦଳ

ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି ଦାମ ରାଉତଙ୍କ ଉପରୁ ବହିଷ୍କାର ହଟାଇଲା ବିଜେଡି । ୨୦୧୮ରୁ ବହିଷ୍କାର କରିଥିଲା ବିଜେଡି । ବିଜେଡିରୁ ବହିଷ୍କାର ହେବା ପରେ ବିଜେପିରେ ଯୋଗ ଦେଇଥିଲେ […]

କେଉଁଠୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ?

ସମ୍ବଲପୁରରୁ ନିର୍ବାଚନ ଲଢ଼ିପାରନ୍ତି ଧର୍ମେନ୍ଦ୍ର କେଉଁଠୁ ନିର୍ବାଚନ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ? ବିଧାନସଭାରୁ ନା ସଂସଦୀୟ କ୍ଷେତ୍ରରୁ ଧର୍ମେନ୍ଦ୍ର ନିର୍ବାଚନ ଲଢ଼ିବେ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହାରି […]

ନୂଆ ଆଶା, ନୂଆ ସମ୍ଭାବନା, ନୂଆ ସୂର୍ଯ୍ୟଦୋୟ

କ୍ୟାଲେଣ୍ଡର ଓଲଟିଛି ନୂଆବର୍ଷ ଆସିଛି ନୂଆବର୍ଷ, ନୂଆ ଆଶା, ନୂଆ ସମ୍ଭାବନା, ନୂଆ ସୂର୍ଯ୍ୟଦୋୟ । କ୍ୟାଲେଣ୍ଡର ଓଲଟିଛି ନୂଆବର୍ଷ ଆସିଛି । ୨୦୨୩କୁ ବିଦାୟ ଦେଇ ୨୦୨୪କୁ ସ୍ୱାଗତ । ନୂଆ ବର୍ଷକୁ […]

ଓଡ଼ିଶାରେ ବିଜେପି ଖେଳିଲା ମୋଦି ଗ୍ୟାରେଣ୍ଟି କାର୍ଡ

କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା ଓଡ଼ିଶାରେ ବିଜେପି ଖେଳିଲା ମୋଦି ଗ୍ୟାରେଣ୍ଟି କାର୍ଡ, କ୍ଷମତାକୁ ଆସିଲେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା। ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ […]

ଘର ଦୁଆରେ ଶୁଭିବ ଜୟ ଜଗନ୍ନାଥ

ଗାଁ ଗାଁରେ ବୁଲିବ ଶ୍ରୀଜଗନ୍ନାଥ ପ୍ରଚାର ରଥ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ସବୁଆଡେ ଯେମିତି ଜଗନ୍ନାଥ ମୟ। ଏହି ମହୋତ୍ସବରେ ପ୍ରତ୍ୟେକ ଓଡିଅଙ୍କ ସହଯୋଗ ଓ ସମ୍ପୃକ୍ତି ରହିବ, ସେଥିପାଇଁ […]